Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବଜେଟ୍ ତଳ ସ୍ତରର ଲୋକଙ୍କ ପାଖରେ ପହଞ୍ଚିବ
ବଜେଟ୍ ତଳ ସ୍ତରର ଲୋକଙ୍କ ପାଖରେ ପହଞ୍ଚିବ ଯେଉଁଠାରେ ନବୀନ ପଟ୍ଟନାୟକ କେବଳ ସହରାଞ୍ଚଳରେ ସିମିତ ରଖିଥିଲେ।
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଅନେକ ପଦକ୍ଷେପ ଲୋକଙ୍କ ମତାମତକୁ ନେଇ ନେଇଛନ୍ତି। ସେ ଆସ୍କାରେ ସମ୍ପ୍ରତି ଆରମ୍ଭ ହୋଇଥିବା…
ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ରାଜ୍ୟବାସୀଙ୍କ ମଙ୍ଗଳ କାମନା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ମହାଶିବରାତ୍ରୀ ହେଉଛି ଅନ୍ଧକାର ଉପରେ ଆଲୋକ ଏବଂ ଶକ୍ତିର ବିଜୟ । ଆଜି ଦିନରେ ସମସ୍ତ ଶ୍ରଦ୍ଧାଳୁଙ୍କ ଗୋଟିଏ ମାତ୍ର ଉଦ୍ଦେଶ୍ୟ ଶିବ ଶକ୍ତିଙ୍କ ସାନିଧ୍ୟ ଓ ଆଶୀର୍ବାଦ ପାଇବା । ତେଣୁ ଆଜିର ଦିନରେ ଭକ୍ତି ଭାବ ସହ ମହାଦେବଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ତାଙ୍କ ପାଖରେ ନିଜକୁ…
୧୭ରୁ ବଜେଟ ଅଧିବେଶନ: ଆଜି ସର୍ବଦଳୀୟ ବୈଠକ
ଭୁବନେଶ୍ବର : ଚଳିତ ମାସ ୧୭ରୁ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେଉଥିବା ବେଳେ ଆଜି ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ହେବ। ପୂର୍ବାହ୍ଣ ସାଢେ ୧୧ଟାରେ ବାଚସ୍ପତିଙ୍କ ପ୍ରକୋଷ୍ଠରେ ହେବାକୁ ଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀ, ସରକାରୀ ମୁଖ୍ୟ…
ପ୍ରଖ୍ୟାତ କଣ୍ଠଶିଳ୍ପୀ ଗୀତାଙ୍କୁ ଅନ୍ତିମ ବିଦାୟ
କଟକ : ଘରେ ଘରେ ପରିଚିତ ‘ଫୁର୍ରୁକିନା ଉଡ଼ିଗଲା ବଣି’ ଗୀତର ଗୀତା ଆଉ ନାହାନ୍ତି। ତାଙ୍କ ଜୀବନପକ୍ଷୀ ଉଡ଼ିଯାଇଛି ଆରପାରିକୁ। ସ୍କୁଲପାଠ ସମୟରୁ ସିନେମାରେ ନାୟିକାଙ୍କ ପାଇଁ ସିଏ ଗୀତ ଗାଇଥିଲେ, ଜୀବନକାଳ ମଧ୍ୟରେ ପାଞ୍ଚ ହଜାରରୁ ଅଧିକ ଗୀତ ଗାଇଛନ୍ତି। ଆକାଶବାଣୀର ‘ଟପ୍ଗ୍ରେଡ୍’…
୩ ମାସ ପରେ ଅଙ୍ଗନବାଡ଼ି ଗଲେ ଶିଶୁ
ରାଜନଗର : ରାଜନଗର ବ୍ଲକ ଘଡିଆମାଳ ପଞ୍ଚାୟତ ନୂଆଗାଁ ଅଙ୍ଗନବାଡି କେନ୍ଦ୍ରରେ ଦଳିତ ସହାୟିକା ନିଯୁକ୍ତିକୁ କେନ୍ଦ୍ର କରି ଦୀର୍ଘ ୩ ମାସ ଧରି ଚାଲିଥିବା ସମସ୍ୟାର ଅନ୍ତ ଘଟିଛି। ପୂର୍ବ ନିଷ୍ପତି ଅନୁଯାୟୀ ଆଜି ସକାଳୁ ରାଜନଗର ନିର୍ବାଚନ ମଣ୍ଡଳୀର ବିଧାୟକ ଧ୍ରୁବ ସାହୁ ପହଞ୍ଚି ଗାଁର ମୁରବି…
ମହାଶିବରାତ୍ରୀ: ନିର୍ଦ୍ଧାରିତ ସମୟ ପୂର୍ବରୁ ଉଠିଲା ପ୍ରଭୃ ଲିଙ୍ଗରାଜଙ୍କ ମହାଦୀପ
ଭୁବନେଶ୍ୱର : ନିର୍ଦ୍ଧାରିତ ସମୟ ପୂର୍ବରୁ ଆଜି ପ୍ରଭୃ ଲିଙ୍ଗରାଜଙ୍କ ମହାଦୀପ ଉଠିଛି। ଏହି ମହାଦୀପ ରାତି 10 ଟା ବେଳେ ଉଠିବ ବୋଲି ନିର୍ଦ୍ଧାରିତ ହୋଇଥିଲା। ହେଲେ ତାହା ପ୍ରାୟ ଘଣ୍ଟେ ପୂର୍ବରୁ ମହାଦୀପ ଉଠିଥିଲା। ସମର୍ଥା ସେବକମାନେ ଏହି ମହାଦୀପକୁ ଧରି ମନ୍ଦିର ଚୂଡାରେ ସ୍ଥାପନ କରିଥିଲେ।…
ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ ମୁଦ୍ରା ଆଧାରିତ ସାଧାରଣ ବଣ୍ଟନ ବ୍ୟବସ୍ଥାର ଶୁଭାରମ୍ଭ କଲେ ଅମିତ ଶାହ
ନୂଆଦିଲ୍ଲୀ : କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ଗୁଜରାଟର ଗାନ୍ଧୀନଗରଠାରେ ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ ମୁଦ୍ରା (ସିବିଡିସି) ଉପରେ ଆଧାରିତ ଏକ ସ୍ୱଚ୍ଛ, ଆଧୁନିକ ଏବଂ ସରଳ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ)ର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଗୁଜରାଟର ମୁଖ୍ୟମନ୍ତ୍ରୀ…
ଓମ୍ଫେଡ୍ ର ସର୍ବକାଳୀନ ରେକର୍ଡ: ଗୋଟିଏ ଦିନରେ ୧ ଲକ୍ଷ ଲିଟର ଦହି ଓ ୧୨ ହଜାର ଲିଟର ଘିଅ ବିକ୍ରି
ଭୁବନେଶ୍ୱର : ଓମ୍ଫେଡ୍। ଓଡିଆ ଅସ୍ମିତାର ପ୍ରତୀକ। ଶୁଦ୍ଧତାର ନିଦର୍ଶନ। ଲକ୍ଷ ଲକ୍ଷ ଦୁଗ୍ଧ ଚାଷୀଙ୍କର କଠୋର ପରିଶ୍ରମର ଫଳ। ଏହା ପୁଣି ଥରେ ପ୍ରମାଣିତ ହୋଇଛି। ପବିତ୍ର ଜାଗର ଯାତ୍ରା ଅବସରରେ ଓମ୍ଫେଡ୍ ୧୨ ହାଜାର ଲିଟରରୁ ଅଧିକ ଘିଅ ବିକ୍ରି କରିଛି। ଗୋଟିଏ ଦିନରେ ଏତେ ପରିମାଣର ଘିଅ ବିକ୍ରି…
ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ପରିବହନ ପ୍ରକଳ୍ପର ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ
ଭୁବନେଶ୍ଵର : ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଏନ୍.ବି.ଏସ୍. ରାଜପୁତ ବିଭାଗର ଦାୟିତ୍ୱ ଗ୍ରହଣ କରିବା ପରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳ ଗସ୍ତ କରି ପ୍ରମୁଖ ବିମାନ ଚଳାଚଳ ଏବଂ ପରିବହନ ପ୍ରକଳ୍ପଗୁଡ଼ିକର ସ୍ଥିତି ସମୀକ୍ଷା କରିଛନ୍ତି। ରାଜପୁତ ଉତ୍କେଲା…
ରତ୍ନଭଣ୍ଡାର ଗଣତି ବୈଠକ ଆରମ୍ଭ
ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ନେଇ ବୈଠକ ଆରମ୍ଭ ହୋଇଛି। ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ବାସଭବନରେ ବୈଠକ ବସିଛି। ଜଷ୍ଟିସ୍ ବିଶ୍ୱନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ପ୍ରମୁଖ ଉପସ୍ଥିତ ଅଛନ୍ତି। ଆଇନ ମନ୍ତ୍ରୀ…