Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ନବୀନ ପଟ୍ଟନାୟକ ଘୋଷଣା କଲେ ଦୁଇ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ
ଭୁବନେଶ୍ଵର : ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଘୋଷଣା ହୋଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦୁଇ ଜଣଙ୍କ ନାଁ ରାଜ୍ୟସଭା ପ୍ରାର୍ଥୀ ଲାଗି ଘୋଷଣା କରିଛନ୍ତି। ସଂତୃପ୍ତ ମିଶ୍ର ଏବଂ ଡାକ୍ତର ଦତ୍ତେଶ୍ଵର ହୋତାଙ୍କୁ ପ୍ରାର୍ଥୀ କରାଯାଇଛି। ସଂତୃପ୍ତ ତୃତୀୟ ଓ ଦତ୍ତେଶ୍ଵର ଚତୁର୍ଥ ଆସନ ପାଇଁ…
ଆଜି ୧୪ ବର୍ଷର ବାଳିକାଙ୍କ ପାଇଁ ରାଷ୍ଟ୍ରବ୍ୟାପୀ ଏଚପିଭି ଟିକାକରଣ ଅଭିଯାନର ଶୁଭାରମ୍ଭ
ନୂଆଦିଲ୍ଲୀ : ପ୍ରତିଷେଧକ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଏବଂ ଦେଶର ଝିଅମାନଙ୍କ ଭବିଷ୍ୟତ ସ୍ୱାସ୍ଥ୍ୟକୁ ସୁରକ୍ଷା ଦେବା ଦିଗରେ ଆସନ୍ତାକାଲି ଏକ ଐତିହାସିକ ପଦକ୍ଷେପର ଶୁଭାରମ୍ଭ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିନ ସାଢ଼େ ୧୧ଟା ସମୟରେ ରାଜସ୍ଥାନର ଅଜମେରରୁ ୧୪…
ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ନୂଆଦିଲ୍ଲୀ: ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କୁ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଉଭୟଙ୍କ ମଧ୍ୟରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି। ସଂଗଠନକୁ ସୁଦୃଢ଼ କରିବା ପାଇଁ ଫଳପ୍ରଦ ଆଲୋଚନା ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟର…
ଆକ୍ସନ ପ୍ଲାନ ମାଗିଲା ଜାତୀୟ ଆୟୁଷ ମିଶନ
ଭୁବନେଶ୍ବର : ଆୟୁଷ ବିକାଶକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଗୁରୁତ୍ବ ଦେଉଛନ୍ତି। ସେହି ଆଧାରରେ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଛି। ବିଶେଷକରି ନୂଆ ଡିସ୍ପେନସାରୀ ସହିତ ଆୟୁଷ ଭେଷଜ ମହାବିଦ୍ୟାଳୟ ଖୋଲିବା ଯୋଜନା କରାଯାଇଛି। ଏହାରି ଭିତରେ ଜାତୀୟ ଆୟୁଷ ମିଶନ (ନାମ୍) ପକ୍ଷରୁ ରାଜ୍ୟର…
ବଦଳିବ ଇଂରାଜୀ ନାମ:ଡ. ଅରବିନ୍ଦ ପାଢୀ
ଭୁବନେଶ୍ବର : ବଦଳିବ ଓଡ଼ିଶାର ବିଭିନ୍ନ ସ୍ଥାନର ଇଂରାଜୀ ନାମ । ବ୍ରିଟିଶ୍ ଶାସନ କାଳରୁ ପ୍ରଚଳିତ ଭୁଲ୍ ନାମକରଣର ହେବ ସଂଶୋଧନ। ମୂଳ ଓଡ଼ିଆ ନାମର ହେବ ପୁନରୁଦ୍ଧାର। ନାମ ପରିବର୍ତ୍ତନ ପାଇଁ ପ୍ରସ୍ତାବ ପଠାଇବା ନିମନ୍ତେ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା…
ମେ’ ମାସ ଦ୍ବିତୀୟ ସପ୍ତାହ ସୁଦ୍ଧା ବାହାରିବ ମାଟ୍ରିକ ପରୀକ୍ଷା ଫଳ
ଭୁବନେଶ୍ବର : ମାଟ୍ରିକ୍ ରେଜଲ୍ଟକୁ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବଡ଼ ଅପଡେଟ୍ । ମେ ଦ୍ବିତୀୟ ସପ୍ତାହ ସୁଦ୍ଧା ବାହାରିବ ମାଟ୍ରିକ ରେଜଲ୍ଟ । ୫୧ଟି କେନ୍ଦ୍ରରେ ଖାତା ଦେଖା ହେବ । ମାର୍ଚ୍ଚ ୧୯ରୁ ବିଭିନ୍ନ ସେଣ୍ଟରରେ ମାଟ୍ରିକ୍ ଖାତା ଦେଖା ହେବ। ଏନେଇ ବୋର୍ଡ ସଭାପତି ଶ୍ରୀକାନ୍ତ…
କଟକରେ ଭୂକମ୍ପର ଝଟକା
ଭୁବନେଶ୍ବର: ଭୂକମ୍ପରେ ଥରିଲା କଟକ । ଭୟରେ ଘରୁ ବାହାରକୁ ପଳାଇ ଆସିଲେ ଲୋକେ । ବର୍ତ୍ତମାନ ଯାଏଁ ଭୂକମ୍ପର ତିବ୍ରତା କେତେ ରହିଥିଲା । ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ସୂଚନା ଅନୁଯାୟୀ, ମଧ୍ୟାହ୍ନ ୧.୨୦ ମିନିଟ ସମୟରେ ଦେଶର କୋଲକାତା ଆଦି ଅନେକ ସ୍ଥାନରେ ଭୂକମ୍ପର ଝଟ୍କା…
ଓଡ଼ିଶାର ଜୀବନରେଖା-ଖଣି, ଖାଦାନ ଏବଂ ଦାଦନ
ଭାରତର ପୂର୍ବ ସମୁଦ୍ର କୂଳରେ ଅବସ୍ଥିତ ଓଡ଼ିଶା ବିଶ୍ୱର ଏକ ପ୍ରତିଭାଶାଳୀ ଅଞ୍ଚଳ, ଯେଉଁଠାରେ ଖଣିଜ ସମ୍ପଦର ଏକ ପରିସର ପ୍ରଚୁର ପରିମାଣରେ ରହିଛି। ଏହି ରାଜ୍ୟ ସମ୍ପଦପ୍ରାପ୍ତ, ଓଡ଼ିଶା ଭାରତର ପ୍ରମୁଖ ଖଣିଜ ଉତ୍ପାଦନକାରୀ ରାଜ୍ୟ, ଏଠାରେ ଉଚ୍ଚମାନର ଲୁହା ଖଣିଜ, ବକ୍ସାଇଟ୍, କ୍ରୋମାଇଟ୍,…
ମାଓମୁକ୍ତ ହେବ ଓଡିଶା : ଡିଜିପି
ଭୁବନେଶ୍ୱର : ମାଓବାଦୀଙ୍କୁ କଡା ଚେତାବନୀ ଦେଇଛନ୍ତି ପୋଲିସ ଡିଜି । ହିଂସା ଛାଡି ଆତ୍ମସମର୍ପଣ କର, ନଚେତ ପରିଣାମ ଭୋଗିବ କହିଲେ । ଏସଓଜି ଯବାନଙ୍କ ଅପରେସନର ଭୟଙ୍କର ପରିଣାମ ଭୋଗିବ । କନ୍ଧମାଳ ଦାରିଙ୍ଗବାଡିରେ ଜୋରଦାର ଅପରେସନ ଚାଲିଛି । ମାଓନେତା ସୁକୃ ଲୁଚିଥିବା ସନ୍ଦେହରେ ଜୋରଦାର…
7th ICC Global Education Summit 2026 Charts Roadmap for Viksit Bharat @2047
Kolkata (27/2) : Report- Sanatan Mahakud. The 7th ICC Global Education Summit 2026, organized by the Indian Chamber of Commerce at The Park, Kolkata, concluded successfully, convening distinguished policymakers, global education leaders,…