Browsing Category

ଓଡିଶା

ଘାଟିରେ ଓଲଟିଲା ଯାତ୍ରା ପାର୍ଟି ବସ୍

ଦେବଗଡ଼:ଦେବଗଡ ଜିଲ୍ଲା ରିଆମାଳ ଥାନା କଂସର ଫାଣ୍ଡି ଅନ୍ତର୍ଗତ ଡଙ୍ଗାପଥର ଘାଟିରେ ଅଭାବନୀୟ ଘଟଣା ଘଟିଛି। ଡଙ୍ଗାପଥର ଘାଟିରେ ଭାରସାମ୍ୟ ହରାଇ ଅପେରା ୱେଷ୍ଟର୍ଣ୍ଣ ଓଡିଶା ଯାତ୍ରା ପାର୍ଟି ବସ ଓଲଟି ପଡିଛି। ଫଳରେ ୨୦ ରୁ ଅଧିକ କଳାକାର ଆହତ ହୋଇଛନ୍ତି । ଡଙ୍ଗାପଥର ଗାଁରୁ ଯାତ୍ରା ସାରି ଘରକୁ…

ସିସିଏସ୍‌ ବୈଠକରେ ଉଦ୍‌ବେଗ

ନୂଆଦିଲ୍ଲୀ : ଇରାନର ସର୍ବୋଚ୍ଚ ନେତା ଖାମନେଇଙ୍କ ମୃତ୍ୟୁ ପରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନାର ବାତାବରଣ ରହିଛି। ଇରାନ ଏହାର ପଡ଼ୋଶୀ ଦେଶରେ ଥିବା ଆମେରିକୀୟ ବିମାନ ଘାଟି ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ରବିବାର ରାତିରେ ଦିଲ୍ଲୀରେ…

ମୁଖ୍ୟମନ୍ତ୍ରୀ ଡାକିଲେ ଗୁରୁତ୍ଵପୂର୍ଣ୍ଣ ବୈଠକ।

ଭୁବନେଶ୍ଵର : ରାଜ୍ୟସଭା ନିର୍ବାଚନ ପ୍ରସଙ୍ଗର ଆଲୋଚନା ନେଇ ମୁଖ୍ୟମନ୍ତ୍ରୀ ଡାକିଲେ ଗୁରୁତ୍ଵପୂର୍ଣ୍ଣ ବୈଠକ।  ଏହି ବୈଠକ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ​‌ହେବା ନେଇ ସୂଚନା ମିଳିଛି। ଏହି ବୈଠକରେ ବିଧାୟକ ଓ ମନ୍ତ୍ରୀ ରହିବା ନେଇ ଜଣାପଡିଛି। ସୃତ୍ରରୁ ଜଣାପଡିଛି ଯେ ବିଜେପି ଆଜି…

ନବରଙ୍ଗପୁରରେ ଆୟୋଜିତ ହୋଇଯାଇଛି “ଟ୍ରାଇବାଲ୍ ଫ୍ୟାଶନ୍ ଶୋ”।

ନବରଙ୍ଗପୁର : ନବରଙ୍ଗପୁରରେ ଆୟୋଜିତ ହୋଇଯାଇଛି “ଟ୍ରାଇବାଲ୍ ଫ୍ୟାଶନ୍ ଶୋ”। ଜିଲ୍ଲାରେ ସୁଭଦ୍ରା ଶକ୍ତି ମେଳା ଅବସରରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଏହି ଫ୍ୟାଶନ ଶୋ ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ସୁଭଦ୍ରା ଶକ୍ତିର ମହିଳାମାନେ ଅଂଶଗ୍ରହଣ କରି ଆଦିବାସୀ ସଂସ୍କୃତିକୁ ଏକ ନୂତନ ରୂପ…

ମହାଆଡମ୍ବର ପାଳିତ ହେଲା ସାନ୍ତାଳୀ ସମ୍ପ୍ରଦାୟର ବଡ଼ ପର୍ବ ବାହା ବଙ୍ଗା

ଭୁବନେଶ୍ଵର : ସାନ୍ତାଳୀ ସମ୍ପ୍ରଦାୟର ବଡ଼ ପର୍ବ ବାହା ପରବ ବା ବାହା ବଙ୍ଗା ଭୁବନେଶ୍ୱରସ୍ଥିତ ନିଳାଦ୍ରୀବିହାରଠାରେ ମହାଆଡମ୍ବର ସହିତ ପାଳନ କରାଯାଉଛି। ପାରମ୍ପରିକ ପୋଷାକ ପିନ୍ଧି ସାନ୍ତାଳୀ ସମ୍ପ୍ରଦାୟର ପୁରୁଷ ଏବଂ ମହିଳାମାନେ ବିଭିନ୍ନ ବାଦ୍ୟ ଯନ୍ତ୍ରର ତାଳେତାଳେ ନୃତ୍ୟଗୀତରେ…

ଆମେରିକା ଏବଂ ଇସ୍ରାଏଲ ର ଇରାନ ଉପରେ ମିଳିତ ଆକ୍ରମଣ

ଆମେରିକା ଏବଂ ଇସ୍ରାଏଲ ର ଇରାନ ଉପରେ ମିଳିତ ଆକ୍ରମଣ ଆରମ୍ଭ ,ଯାହା ଫଳରେ ତେହେରାନ ମଧ୍ୟପ୍ରାଚ୍ୟରେ ବିଭିନ୍ନ ଲକ୍ଷ୍ୟସ୍ଥଳ ଉପରେ ପ୍ରତିଶୋଧମୂଳକ ଆକ୍ରମଣ ଆମେରିକା, ଇସ୍ରାଏଲ ଏବଂ ଇରାନ ଯୁଦ୍ଧର ମୁଖ୍ୟ ଅଶଂ * ଇରାନ ଏହାର ଅଞ୍ଚଳ ଦେଇ ଆମେରିକା ଏବଂ ଇସ୍ରାଏଲୀ ଆକ୍ରମଣର ଜବାବରେ ସମଗ୍ର…

ଖାମେନେଇଙ୍କ ପୁଅ ହେଲେ ଇରାନର ସର୍ବୋଚ୍ଚ ଧର୍ମଗୁରୁ

ନୂଆଦିଲ୍ଲୀ :  ଇରାନର ସର୍ବୋଚ୍ଚ ଧର୍ମଗୁରୁ ଆୟାତୋଲ୍ଲା ଖାମେନେଇ ମୃତ୍ୟୁ ପରେ ଇରାନର ସର୍ବୋଚ୍ଚ ନେତା ଭାବରେ ଖାମେନେଇଙ୍କ ପୁଅ  ମୁଜତାବା ହୋସେନି ଖାମେନେଇ ଘୋଷଣା କରାଗଲ। ଆମେରିକା ଓ ଇସ୍ରାଏଲର ଆକ୍ରମଣରେ ଇରାନ ସର୍ବୋଚ୍ଚ ନେତା  ମୃତ ହୋଇଥିବା ନେଇ ସୂଚନା ମିଳିଛି। ଆୟତୋଲ୍ଲା ଅଲ୍ଲୀ…

ଇସ୍ରାଏଲର ମିଶାଇଲ୍ ମାଡ଼ରେ ଖାମେନେଇ ମୃତ, ୪୦ ଦିନିଆ ଶୋକ ଘୋଷଣା

ନୂଆଦିଲ୍ଲୀ : ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ଏବେ ଆନୁଷ୍ଠାନିକ ଭାବରେ ନିଶ୍ଚିତ ହୋଇଛି। ରିପୋର୍ଟ ଅନୁଯାୟୀ, ଖାମେନେଇଙ୍କ ମୃତ୍ୟୁ ଆମେରିକା ଏବଂ ଇସ୍ରାଏଲର ମିଳିତ ବିମାନ ଆକ୍ରମଣରେ ହୋଇଥିଲା। ୮୬ ବର୍ଷୀୟ ଖାମେନେଇ ଏକ ଗୁପ୍ତ ଏବଂ ସୁରକ୍ଷିତ ସ୍ଥାନରେ ତାଙ୍କର…

ଚନ୍ଦ୍ର ଗ୍ରହଣ ପାଇଁ ମଙ୍ଗଳବାର ସନ୍ଧ୍ୟା ପର୍ଯ୍ୟନ୍ତ ମା’ ତାରିଣୀ ମନ୍ଦିର ଓ ଦୁଆରଶୁଣି ମନ୍ଦିର ବନ୍ଦ ରହିବ।

କେନ୍ଦୁଝର : ଆସନ୍ତା ୩ ତାରିଖ ମଙ୍ଗଳବାର ଚନ୍ଦ୍ର ଗ୍ରହଣ ପଡ଼ୁଥିବାରୁ ତାରିଣୀ ମନ୍ଦିର ବନ୍ଦ ରହିବ। ସୋମବାର ରାତି ୩ଟା ୨୦ରୁ ମଙ୍ଗଳବାର ସନ୍ଧ୍ୟା ୬ଟା ୫୦ ପର୍ଯ୍ୟନ୍ତ ପାକ ତ୍ୟାଗ, ଦେବନୀତି ନିଷେଧ ରହିଛି। ଏଣୁ ୩ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ମା’ ତାରିଣୀ ମନ୍ଦିର ଓ ଦୁଆରଶୁଣି ମନ୍ଦିର…

ଅଣକ୍ୟାଡ଼ର ପବ୍ଲିକ୍ ପ୍ରସିକ୍ୟୁଟରମାନଙ୍କ ତାଲିମ କାର୍ଯ୍ୟକ୍ରମକୁ ଉଦ୍ଘାଟନ କଲେ ଆଇନ ମନ୍ତ୍ରୀ

ଭୁବନେଶ୍ଵର : ଏକ ସୁସ୍ଥ ଗଣତାନ୍ତ୍ରିକ ରାଷ୍ଟ୍ରରେ ସମସ୍ତଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ପ୍ରାଥମିକତା ରହିଆସିଛି। ଏହି କ୍ରମରେ ଆମ ଦେଶରେ ଭାରତୀୟ ନ୍ୟାୟ ସଂହିତାଠାରୁ ଆରମ୍ଭ କରି ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ ଆଦି ପ୍ରଚଳନ ଆରମ୍ଭ ହୋଇଛି। ଏହାର ମୁଖ୍ୟ…