Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଆକ୍ଚିଭର୍ସ ଆୱାର୍ଡ ବିଜୟିନୀ:ମଧୁସ୍ମିତା ମହାରଣା।
ନବରଙ୍ଗପୁର( ୪/୩) : ଗଭୀର ଆତ୍ମବିଶ୍ବାସ,କଠିନ ପରିଶ୍ରମ ଓ ସ୍ଥିର ଲକ୍ଷ୍ଯ ନେଇ ନିଜସ୍ବ କ୍ଷେତ୍ରରେ ଶୀର୍ଷ ଛୁଇଁଥିବା ତଥା ସମାଜର ମହିଳାମାନଙ୍କପାଇଁ ପ୍ରେରଣା ତଥା ଉଦାହରଣ ସୃଷ୍ଟି କରିଥିବା ବହୁ ମହିଳାଙ୍କ ମଧ୍ଯରୁ ଅଧ୍ଯାପିକା ମଧୁସ୍ମିତା ମହାରଣା ଅନ୍ଯତମ । ବୃତ୍ତିରେ ଅଧ୍ଯାପନା ,କୃତିରେ…
ଏକ ଦୋଳପୂର୍ଣ୍ଣିମା ଦିନର କଥା
ସ୍ୱାମୀ ପ୍ରଣବାନନ୍ଦଙ୍କ ମନରେ ଶ୍ରୀମାଙ୍କ ପ୍ରତି ଏକ ବିଶେଷ ଆକର୍ଷଣ ଥିଲା। ସେ ଶ୍ରୀମାଙ୍କୁ ଗଭୀର ଶ୍ରଦ୍ଧା କରୁଥିଲେ, ଏପରିକି ସେ ଅନେକ ସମୟ ଠାକୁରଠାରୁ ମଧ୍ୟ କିଛି ଅଧିକ ଭାବରେ ଦେଖୁଥିଲେ। କିନ୍ତୁ ମା ବାରମ୍ବାର ତାଙ୍କୁ ବୁଝାଇଥିଲେ—ଠାକୁର ଓ ସେ ଅଲଗା ନୁହଁନ୍ତି। ଯେପରି ଅଗ୍ନି ଓ…
ଅନୁବାଦ ସାହିତ୍ୟରେ ପ୍ରଥମ ଅନ୍ତର୍ଜାତିକ ସମ୍ମିଳନୀ ଆୟୋଜିତ
ନୟାଗଡ଼ : ଭାରତୀୟ ଅନୁବାଦ ସାହିତ୍ୟର ଚତୁର୍ଥ ଜାତୀୟ ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ ହେବା ପରେ ପ୍ରଥମ ଅନ୍ତର୍ଜାତୀୟ ଟ୍ରାନ୍ସଲେଟର୍ସ କଂନଫରେନ୍ସ ଆସାମର ଗୌହlଟି ସହରରେ ଅନୁଷ୍ଠିତ ହେବ । ଦେଶ ବିଦେଶର ବିଭିର୍ଣ୍ଣ ପ୍ରାନ୍ତରରୁ ଭିନ୍ନ ଭିନ୍ନ ଭାଷାର କବି ,ଲେଖକ, ଅନୁବାଦକ,ଗବେଷକ,ପାଠକ ଓ…
ମୁମ୍ବାଇରେ ସାଂସ୍କୃତିକ ସେତୁ: ଓଡ଼ିଆ ଓ ମରାଠୀ ସାହିତ୍ୟ କର୍ମଶାଳା ପରମ୍ପରା ଅନୁଷ୍ଠିତ
ମୁମ୍ବାଇ (୩/୩): ଏକ ଭବ୍ୟ ଉତ୍ସବରେ ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ପ୍ରବାସୀ ଉତ୍କଳ ସାହିତ୍ୟ ସଂସ୍ଥା ମୁମ୍ବାଇଙ୍କ ମିଳିତ ସହଯୋଗରେ ୨୦୨୬ ମାର୍ଚ୍ଚ ୧ ତାରିଖରେ ଏକ ଐତିହାସିକ ଓଡ଼ିଆ-ମରାଠୀ ଭାଷା କାର୍ଯ୍ୟଶାଳା ଆୟୋଜନ ନବୀମୁମ୍ବାଈସ୍ଥିତ ଓଡିଶା ଭବନରେ ହୋଇଥିଲା । ମୁମ୍ବାଈରେ ଆୟୋଜିତ ଏହି…
ଓଡ଼ିଶାରୁ ବିଜେପିର ପ୍ରାର୍ଥୀ ହେଲେ ମନମୋହନ ସାମଲ ଓ ସୁଜିତ କୁମାର
ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାରତୀୟ ଜନତା ପାର୍ଟି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ସୁଜିତ କୁମାରଙ୍କ ନାଁ ଘୋଷଣା କରିଛି ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି । ରାଜ୍ୟସଭା ନିର୍ବାଚନ ପାଇଁ ପ୍ରଥମ ପ୍ରାର୍ଥୀ ମନମୋହନ ସାମଲ ଏବଂ ଦ୍ବିତୀୟ…
୫ରେ ରାଜ୍ୟବ୍ୟାପୀ ବିଜୁ ଜୟନ୍ତୀ ପାଳିବ ବିଜେଡି
ଭୁବନେଶ୍ୱର : ବିଜେଡି ପକ୍ଷରୁ ଆସନ୍ତା ୫ ତାରିଖରେ ରାଜ୍ୟବ୍ୟାପୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ କରାଯିବ । ସମସ୍ତ ନିର୍ବାଚନମଣ୍ଡଳୀରେ ଏ ନେଇ କାର୍ଯ୍ୟକ୍ରମ ହେବ ।
ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର,…
ଆବୁଧାବିରେ ଫସି ରହିଥିବା ଶହ ଶହ ଭାରତୀୟ ଯାତ୍ରୀଙ୍କ ପ୍ରତ୍ୟାବର୍ତ୍ତନ ଆରମ୍ଭ
ନୂଆଦିଲ୍ଲୀ :ଆବୁଧାବିରେ ଫସି ରହିଥିବା ଶହ ଶହ ଭାରତୀୟ ଯାତ୍ରୀଙ୍କ ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇଛି । ୟୁଏଇ ଉପରେ ହୋଇଥିବା ବଡ଼ ଆକ୍ରମଣ ପରେ, ଦେଶର ଆକାଶପଥ ଅସ୍ଥାୟୀ ଭାବରେ ବନ୍ଦ କରିଦିଆଯାଇଥିଲା, ଯାହା ହଜାର ହଜାର ଲୋକଙ୍କୁ ପ୍ରଭାବିତ କରିଥିଲା। ପରିସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେବା…
ଶ୍ରୀମନ୍ଦିର ଦୋଳବେଦୀ ନିକଟ ସମ୍ମୁଖ ଦ୍ବାରରେ ଠେଲାପେଲା
ପୁରୀ: ଆଜି ପବିତ୍ର ଦୋଳପୂର୍ଣ୍ଣିମା ଅବସରରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଶ୍ରୀଦେବୀ ଓ ଭୂଦେବୀ ଦୋଳବେଦୀରେ ବୀଜେ କରିଥିଲେ । ଏଥିପାଇଁ ପ୍ରବଳ ଭକ୍ତଙ୍କ ଭିଡ଼ ହୋଇଥିଲା । ପ୍ରବଳ ଭକ୍ତଙ୍କ ସମାଗମ ପାଇଁ ଦୋଳବେଦୀରେ ଠାକୁରଙ୍କ ପ୍ରବେଶ ସମୟରେ ଭକ୍ତମାନଙ୍କ…
ଜିନ୍ଦଲ ଏବଂ ବିଏମସିର ମିଳିତ ଉଦ୍ୟମରେ ମୋବାଇଲ୍ ସାନିଟେସନ୍ ୟୁନିଟ୍ ଆରମ୍ଭ
ଭୁବନେଶ୍ୱର : ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (BMC) ସହିତ, ଜିନ୍ଦଲ ଫାଉଣ୍ଡେସନ ମିଳିତ ଭାବରେ ସହର ସାରା ସାର୍ବଜନୀନ କାର୍ଯ୍ୟକ୍ରମ, ଉତ୍ସବ ଏବଂ ବଡ଼ ସମାବେଶ ସମୟରେ ସୁବିଧାଜନକ ଏବଂ ସ୍ୱଚ୍ଛ ଶୌଚାଳୟ ସୁବିଧା ଯୋଗାଇବା ପାଇଁ ଡିଜାଇନ୍ କରାଯାଇଥିବା ଏକ ମୋବାଇଲ୍ ସାନିଟେସନ୍ ୟୁନିଟ୍…
ମଧ୍ୟପ୍ରାଚ୍ୟରେ ଫସିଥିବା ଓଡ଼ିଆଙ୍କ ପାଇଁ ହେଲ୍ପଲାଇନ୍ ନମ୍ବର ଜାରି
ଭୁବନେଶ୍ୱର : ମଧ୍ୟ ପ୍ରାଚ୍ୟରେ ଯୁଦ୍ଧାକାଳୀନ ଜରୁରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାରଙ୍କ ପକ୍ଷରୁ ସହାୟତା ଓ ସୂଚନା ପାଇଁ ଓଡ଼ିଶା ପରିବାର, ରାଜ୍ୟ ଗୃହ ବିଭାଗ, ରାଜ୍ୟ ଶ୍ରମ ନିର୍ଦ୍ଦେଶାଳୟ ଓ ବିଭିନ୍ନ…