Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବୁଢୀପଦର ଠାରେ ଷୋହଲ ପ୍ରହର ନାମଯଜ୍ଞ
ଭବାନୀପାଟଣା : ଭବାନୀପାଟଣା ସଦର ବ୍ଳକ ଅନ୍ତର୍ଗତ ଚହଗାଁ ପଞ୍ଚାୟତ ଅଧିନସ୍ତ ବୁଢୀପଦର ଗ୍ରାମରେ ଏକ ଭକ୍ତିମୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ଷୋହଲ ପ୍ରହର ଅଖଣ୍ଡ ନାମଯଜ୍ଞ । ଏନେଇ ସୋମବାର ଦିନ ଶୁଭ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ନାମଯଜ୍ଞରେ ସୁଦର୍ଶନ ସାହୁ ଏବଂ ତାଙ୍କ…
ଓଡ଼ିଶାରେ ହୀରା ଖାଦାନ, ରାଜ୍ୟ ବାହାରେ ଦୁର୍ଦ୍ଦଶା ଭୋଗୁଛି ଦାଦନ
ରାଜ୍ୟରେ ଖଣିଜ ପଦାର୍ଥର ମୂଲ୍ୟ ବୃଦ୍ଧି ଏବଂ ଅନ୍ତିମ ବ୍ୟବହାର ପାଇଁ ସମର୍ଥନ। ଏହା ଦ୍ଵାରା ନିଯୁକ୍ତି, ସାମାଜିକ-ଆର୍ଥିକ ବିକାଶ ଏବଂ ରାଜ୍ୟ ପାଇଁ ଅଧିକ ରାଜସ୍ୱ ଆଣିବା ପାଇଁ ସୁବିଧା ସୃଷ୍ଟି ହେବ
ଓଡ଼ିଶା ସରକାର ନୂଆପଡା ଜିଲ୍ଲାର କାଲମିଦାଦର ଅଞ୍ଚଳରେ ହୀରା-ବାହକ ପଥର (ଲାମ୍ପରୋଇଟ୍)…
ପଦ୍ମଶ୍ରୀ ସାବରମତୀ ଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରଶଂଶା
ବୁଗୁଡ଼ା : (ଡ. କୁମୁଦ ଚନ୍ଦ୍ର ବେହେରା) ଜୈବିକ କୃଷିର ପ୍ରଚାର ପ୍ରସାର ସହିତ କୃଷକମାନଙ୍କୁ ଏଥିପ୍ରତି ଆକୃଷ୍ଟ କରିବା ଏବଂ ପରିବେଶ ଉପଯୋଗୀ କୃଷି ପ୍ରଣାଳୀକୁ ଆଗକୁ ନେବାରେ ସାବରମତୀଙ୍କ ଅନେକ ଅବଦାନ ରହିଥିବା ରାଷ୍ଟ୍ରପତି ନିଜ ଭାଷଣରେ କହିଛନ୍ତି । ସାବରମତୀଙ୍କୁ ପ୍ରଶଂସା କଲେ…
ଏସସିବି ଘଟଣା ପରେ ଅଗ୍ନି ନିରାପତ୍ତା ସର୍ବାଧିକ ପ୍ରାଥମିକତା ପାଇଲା : ଓଡ଼ିଶା ସରକାରଙ୍କ ନୂତନ ନିର୍ଦ୍ଦେଶନାମା ଜାରି
ଭୁବନେଶ୍ବର : ଏଣିକି ରାଜ୍ୟରେ ସରକାରୀ ମେଡିକାଲ କଲେଜ ଓ ଡାକ୍ତରଖାନାଗୁଡିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କଥା ସ୍ବାସ୍ଥ୍ୟ ବିଭାଗର ଜଣେ ସ୍ବତନ୍ତ୍ର ଶାସନ ସଚିବ ବୁଝିବେ। ସେହିପରି ଅଗ୍ନି ନିରାପତ୍ତାକୁ ଦୃଷ୍ଟିରେ ରଖି ସରକାରୀ କୋଠା ନିର୍ମାଣ ସମୟରେ ବିଲ୍ଡିଂ ପ୍ଲାନ ଅନୁମୋଦନ କରାଯିବା…
ବିଶ୍ୱବିଦ୍ୟାଳୟସ୍ତରୀୟ ଏନ୍ ଏସ୍ ଏସ୍ ସ୍ୱେଚ୍ଛାସେବୀଙ୍କ ପାଇଁ ରାଜ୍ୟସ୍ତରୀୟ ଯୋଗ ଓ ପ୍ରାକୃତିକ ଚିକିତ୍ସା ପ୍ରଶିକ୍ଷଣ…
ବାଲେଶ୍ୱର : ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ସହଯୋଗରେ ବାଲେଶ୍ୱର ସହରର ଇନଷ୍ଟିଚ୍ୟୁଟ ଅଫ ନେଚର କେୟାର ଏଣ୍ଡ ଯୋଗିକ ସାଇନ୍ସ ପରିଚାଳିତ ‘ହେଲଦି ଲାଇଫ୍’ ଯୋଗ ମହାବିଦ୍ୟାଳୟ ଆନୁକୁଲ୍ୟରେ ମାର୍ଚ୍ଚ ୧୪ ତାରିଖରୁ ୩ ଦିନ ବ୍ୟାପୀ ଚାଲିଥିବା…
State Level Yoga & Naturopathy Training Camp Inspires Youth Towards Holistic Living
Balasore : A three-day State Level Yoga & Naturopathy Training Camp concluded successfully at Ayushman Bhavan, Gopalgaon, Balasore, bringing together students, NSS volunteers and health enthusiasts from various institutions. The 3 day…
ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବିରୋଧୀଙ୍କ ହଲ୍ଲାବୋଲ।
ଭୁବନେଶ୍ଵର : ଏସସିବି ଅଗ୍ନିକାଣ୍ଡକୁ ନେଇ ଉଠୁଛି ପଡ଼ୁଛି ରାଜ୍ୟ ରାଜନୀତି। ଏହି ଘଟଣାକୁ ନେଇ ଗୃହ ମଧ୍ୟ ଭାଗରେ ବିରୋଧୀଙ୍କ ନାରାବାଜି। ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବିରୋଧୀଙ୍କ ହଲ୍ଲାବୋଲ। ଏସସିବି ନିଆଁ ତାତିରେ ଗୃହ ହୁଲୁସ୍ତୁଲୁ। ବିଧାନସଭାରେ ପ୍ରତୀକାତ୍ମକ କୋକେଇ ଧରି…
ରଣକ୍ଷେତ୍ର ପାଲଟିଲା ବିଜେବି କଲେଜ ହଷ୍ଟେଲ : ଫେରୱେଲ୍ ପାର୍ଟିରୁ ପିଟାପିଟି ।
ଭୁବନେଶ୍ୱର : ଅଶାନ୍ତ ବିଜେବି କଲେଜ । ଫେରୱେଲ୍ ପାର୍ଟିରୁ ପିଟାପିଟି । ଡିଜେ ବଜାଇବାକୁ ନେଇ କ୍ୟାମ୍ପସରେ ଉତ୍ତେଜନା ପ୍ରକାଶ ପାଇଛି । ଦୁଇ ହଷ୍ଟେଲ ପିଲାଙ୍କ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଛି । ପଥର ମାଡ ଯୋଗୁ ୨୫ରୁ ଅଧିକ ଛାତ୍ର ଆହତ ହୋଇଛନ୍ତି । ସେମାନଙ୍କୁ କ୍ୟାପିଟାଲ…
ହସ୍ପିଟାଲ ଅବହେଳା, ଦାୟୀ କିଏ?
ବୋଲାମ୍ ବନାମ ଫ୍ରିର୍ଣ୍ଣ ହସ୍ପିଟାଲ ପରିଚାଳନା କମିଟି (୧୯୫୭) ୧ ଡବ୍ଲୁଏଲ୍ଆର ୫୮୨ ନିମ୍ନଲିଖିତ : “……ଯେଉଁଠାରେ ଆପଣ ଏକ ପରିସ୍ଥିତି ପାଆନ୍ତି ଯେଉଁଥିରେ କିଛି ବିଶେଷ ଦକ୍ଷତା କିମ୍ବା ଦକ୍ଷତା ବ୍ୟବହାର ଜଡିତ, ତେବେ ଅବହେଳା ହୋଇଛି କି ନାହିଁ ତାହାର ପରୀକ୍ଷା କ୍ଲାଫାମ୍ ସର୍ବୋଚ୍ଚ ପଦବୀର…
ଅଭୁଲା ଅତୀତ
ଦିନ ସିନା ବଦଳି ଗଲା କିନ୍ତୁ ସେ ଦିନ ଆଜି ବି ମନେପଡେ । ଚାଳ ଛପର ଘର, ସକାଳୁ କୁକୁଡ଼ାଙ୍କ ରାବ, କଅଁଳ ବାଛୁରୀଙ୍କୁ ଧରି ଖେଳିବା, ବାପା ବୋଉ ଜେଜେ ମା' ଜେଜେ ବାପା ଭାଇ ଭଉଣି ସମସ୍ତେ ଏକାଠି ବିତାଇ ଥିବା ସମୟ, ମା' ହାତ ରନ୍ଧା ଗରମ ଭାତ ତିଅଣ, ଗାଁ ବିଦ୍ୟାଳୟର ପାଠ ପଢା, ମାଟି ଚୂଲି,…