Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଇଦ୍ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି , ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ରମଜାନର ପୂର୍ଣ୍ଣ ୩୦ ଦିନର ରୋଜା ଏବଂ ନମାଜ ପାଠ ପରେ ଗତକାଲି ଇଦର ଚାନ୍ଦ ଦେଖାଯାଇଥିଲା। ମସଜିଦ ଗୁଡ଼ିକରୁ ସୂଚନା ଦିଆଯାଇଥିଲା । ଆକାଶରେ ରଙ୍ଗୀନ ଆତସବାଜି ଦେଖିବାକୁ ମିଳିଥିବାବେଳେ ଶ୍ରଦ୍ଧାଳୁଙ୍କ ମୁହଁ ଖୁସିରେ ଝଲସି ଉଠିଥିଲା । ସେମାନେ ପରସ୍ପରକୁ ଆଲିଙ୍ଗନ କରି ଈଦର…
ଆଗାମୀ ୫ ବର୍ଷ ମଧ୍ୟରେ ରାଜ୍ୟରେ ହେବ ୧୫,୦୦୦ କିଲୋମିଟର ବିଶ୍ୱସ୍ତରୀୟ ରାସ୍ତା
ଭୁବନେଶ୍ବର : ବଜେଟ ଆଲୋଚନାରେ ଗତକାଲି ପୂର୍ତ୍ତମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ନିଜ ବିଭାଗର ଖର୍ଚ୍ଚଦାବୀ ଉପସ୍ଥାପିତ କରିଥିଲେ। ଏଥିରେ ଆଗାମୀ ୫ ବର୍ଷ ମଧ୍ୟରେ ରାଜ୍ୟରେ ୧୫,୦୦୦ କିଲୋମିଟର ବିଶ୍ୱସ୍ତରୀୟ ରାସ୍ତା ନିର୍ମାଣ ହେବ ବୋଲି ପୂର୍ତ୍ତ ମନ୍ତ୍ରୀ କହିଛନ୍ତି। ବଜେଟ ଉପସ୍ଥାପନା ପରେ ଏକ…
ଦ୍ବିତୀୟ ଦିନରେ ପାଚକ-ପାଚିକା ରାତି ଅନିଦ୍ରା। ବିଭିନ୍ନ ଦାବି ନେଇ ରାଜରାସ୍ତାରେ ବସିଛି ସଂଘ।
ଭୁବନେଶ୍ଵର : ପାଚିକାଙ୍କ ରାତି କଟୁଛି ରାଜରାସ୍ତାରେ। ଆନ୍ଦୋଳନର ଦ୍ବିତୀୟ ଦିନରେ ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚକ-ପାଚିକା ସଂଘର ରାତି ଅନିଦ୍ରା ହୋଇ ଆନ୍ଦୋଳନରେ ବସିଛନ୍ତି। ବକେୟା ୩ ମାସର ଭତ୍ତା ପ୍ରଦାନ ସାଙ୍ଗକୁ ଦରମା ବୃଦ୍ଧି ନେଇ ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚକ-ପାଚିକା…
ମୁଖ୍ୟମନ୍ତ୍ରୀଙ୍କ ସହିତ ଆଉଟସୋର୍ସିଙ୍ଗ ମହାସଂଘର ଆଲୋଚନା ସଫଳ: ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ଵର : ଦୀର୍ଘ ନଅ ଦିନ ଧରି ଗାନ୍ଧୀମାର୍ଗରେ ଆନ୍ଦୋଳନ ଜାରି ରଖିଥିବା ସ୍ଥଳେ ମାର୍ଚ୍ଚ ୧୮ ତାରିଖ ରାତିରେ ମୁଖ୍ୟମନ୍ତ୍ରୀ ଓଡ଼ିଶାଙ୍କ ଆମନ୍ତ୍ରଣକ୍ରମେ ରାତ୍ର ୦୮.୩୦ ଘଟିକା ସମୟରେ ମହାସଂଘର ଅଧ୍ୟକ୍ଷ ପ୍ରଭାତ ମହାନ୍ତି, ସଂଘର ଉପଦେଷ୍ଟା ବିଜୟ ମଲ୍ଲ, ସଭାପତି ସଞ୍ଜୟ ପଟ୍ଟନାୟକଙ୍କ…
ଗାଡ଼ି ଜରିମାନା ବକେୟା ଇ-ଚାଲାଣରେ ୫୦% ରିହାତି।
ଭୁବନେଶ୍ୱର : ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ଏକ ନୂତନ ବିଜ୍ଞପ୍ତି ଅନୁଯାୟୀ, ଆଗାମୀ ଜାତୀୟ ଲୋକ ଅଦାଲତରେ ପୁରୁଣା ଇ-ଚାଲାଣ ଏବଂ ଟ୍ରାଫିକ୍ ଜରିମାନା ଉପରେ ବ୍ୟାପକ ରିହାତି ମିଳିବ। ଦୀର୍ଘ ଦିନ ଧରି ଅଦାଲତରେ ପଡ଼ି ରହିଥିବା ହଜାର ହଜାର ମାମଲାର ସମାଧାନ କରିବା ସହ ବିଚାର…
ପ୍ରିୟଦର୍ଶିନୀ ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ତ।
ଭୁବନେଶ୍ଵର : ଭୁବନେଶ୍ଵର ସିଆରପିଏଫ ଛକ ନିକଟରେ ପ୍ରିୟଦର୍ଶିନୀ ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ତ। ଏହି ଅଗ୍ନିକାଣ୍ତଟି ସର୍ଟସର୍କିଟରୁ ଅଗ୍ନିକାଣ୍ତ ଅନୁମାନ କରାଯାଉଛି। ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମବାହିନୀ ଦ୍ଵାରା ନିଆଁ ଲିଭା ଜାରି। ନିଆଁଲିଭା କାର୍ଯ୍ୟରେ ୪ଟି ଅଗ୍ନିଶମବାହିନୀ…
ପାନ୍ଥନିବାସଠାରେ ଦୁଇ ଦିନିଆ ‘ପଖାଳ ପର୍ବ’
ଭୁବନେଶ୍ଵର : ଓଡ଼ିଶାର ସମୃଦ୍ଧ ରୋଷେଇ ଶୈଳୀ ଓ ପରମ୍ପରାକୁ ସମ୍ମାନ ଜଣାଇ ଆଜି ଭୁବନେଶ୍ୱରସ୍ଥିତ ପାନ୍ଥନିବାସଠାରେ ଦୁଇ ଦିନିଆ ‘ପଖାଳ ପର୍ବ’ ଉଦଘାଟିତ ହୋଇଯାଇଛି। ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର ଏହି ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିଥିଲେ। ଆସନ୍ତାକାଲି ମାନ୍ୟବର…
ଜଗତସିଂହପୁରରେ ନର୍ସିଂ କଲେଜ ପ୍ରତିଷ୍ଠା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ସମ୍ପଦ ଚନ୍ଦ୍ର ସ୍ବାଇଁ
ଭୁବନେଶ୍ବର : ବର୍ତ୍ତମାନ ସମୟରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବାର ଚାହିଦା ବଢିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାରେ ଏକ ନର୍ସିଂ କଲେଜ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ଚିଠି ଲେଖିଛନ୍ତି ଶିଳ୍ପ, ଦକ୍ଷତା ବିକାଶ…
ଓଡ଼ିଶାର କେଉଁଝର ଆଦିବାସୀମାନେ ପାଙ୍ଗୋଲିନ୍ ପାଇଁ ଲାଲ ବୁଣାକାର ପିମ୍ପୁଡ଼ି ଯୋଗାଇ ୧୨ ଲକ୍ଷ ଟଙ୍କା ରୋଜଗାର କରନ୍ତି।
ଭୁବନେଶ୍ୱର : ରାଜ୍ୟରେ ଜଙ୍ଗଲ କୂଳ ସମ୍ପ୍ରଦାୟର ଜୀବନ ସହିତ ସଂରକ୍ଷଣକୁ ଯୋଡ଼ିବା ପାଇଁ ବଢ଼ୁଥିବା ପ୍ରୟାସ ମଧ୍ୟରେ, ଜୀବିକାର ଏକ ଅଭିନବ ଏବଂ ପୁରସ୍କାରପ୍ରାପ୍ତ ମଡେଲ୍ କେନ୍ଦୁଝରର ପ୍ରାୟ 50 ଟି ବିଶେଷ ଭାବରେ ଦୁର୍ବଳ ଆଦିବାସୀ ଗୋଷ୍ଠୀ (PVTG) ପରିବାରଙ୍କୁ ଏକ ଦୁର୍ବଳ ବନ୍ୟପ୍ରାଣୀ…
Heritage Students Excel in GATE 2026; Multiple Ranks Within Top 100 Nationwide
Kolkata( 19/3) : The Heritage Group of Institutions has once again reaffirmed its academic excellence with outstanding performances in the Graduate Aptitude Test in Engineering (GATE) 2026. Students from the institution have secured…