ଭୁବନେଶ୍ଵର : ଭୁବନେଶ୍ଵର ସିଆରପିଏଫ ଛକ ନିକଟରେ ପ୍ରିୟଦର୍ଶିନୀ ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ତ। ଏହି ଅଗ୍ନିକାଣ୍ତଟି ସର୍ଟସର୍କିଟରୁ ଅଗ୍ନିକାଣ୍ତ ଅନୁମାନ କରାଯାଉଛି। ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମବାହିନୀ ଦ୍ଵାରା ନିଆଁ ଲିଭା ଜାରି। ନିଆଁଲିଭା କାର୍ଯ୍ୟରେ ୪ଟି ଅଗ୍ନିଶମବାହିନୀ ନିୟୋଜିତ ହୋଇଛି। ବଡ ବଡ ପାଣିଟ୍ୟାଙ୍କରୁ ପାଣି ମାଡ କରାଯାଉଛି। ସମ୍ପୁର୍ଣ୍ଣ ଧୂଆଁମୟ ହୋଇପଡିଛି। ନିଆଁରେ ଦୋକାନ ବଜାର ଛାରାଖାର ହୋଇପଡିଛି।
Sign in
Sign in
Recover your password.
A password will be e-mailed to you.
Comments are closed.