Browsing Category

ଓଡିଶା

ବିଷୟ: ସ୍ୱାସ୍ଥ୍ୟମିତ୍ରଙ୍କ ଅହେତୁକ ଛଟେଇ ପ୍ରତିବାଦରେ ଓଡ଼ିଶା ସ୍ୱାସ୍ଥ୍ୟମିତ୍ର ସଂଘର ଆନ୍ଦୋଳନ ଡାକରା।

ଭୁବନେଶ୍ୱର, ୧୯ ଜୁନ୍ ୨୦୨୬ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ 993 ସ୍ୱାସ୍ଥ୍ୟମିତ୍ରଙ୍କ  ଅନ୍ୟାୟ ଛଟେଇ ପ୍ରତିବାଦରେ ଆଦି ଭୁବନେଶ୍ୱରସ୍ଥିତ ରେଡକ୍ରସ୍ ଭବନରେ ଏବଂ ସାମ୍ବାଦିକ ସମ୍ୱିଳନୀ ଅନୁଷ୍ଟିତ ହୋଇଥିଲା। ସମ୍ୱିଳନୀର ଆଲୋଚନା ଆରମ୍ଭକରି ସଭାପତି -…

ବିଶ୍ୱବିଦ୍ୟାଳୟଗୁଡ଼ିକରେ ପ୍ରୁଫ୍-ରିଡିଂ ପାଠ୍ୟକ୍ରମ ପ୍ରଚଳନ ଦାବି କଲା ନିହାରିକା ଦାସ ସ୍ମୃତି ନ୍ୟାସ

ଓଡ଼ିଆ ବାର୍ତ୍ତା, ବାଲେଶ୍ୱର, ଜୁନ୍ ୧୯ (କୃଷ୍ଣ କୁମାର ମହାନ୍ତି): ଗତ ଦୁଇ ବର୍ଷ ଧରି ଶ୍ରେଷ୍ଠ ପ୍ରୁଫ୍-ରିଡରମାନଙ୍କୁ ସମ୍ବର୍ଦ୍ଧିତ କରି ଆସୁଥିବା ଅଧ୍ୟାପିକା ନିହାରିକା ଦାସ ସ୍ମୃତି ନ୍ୟାସ ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଓଡ଼ିଆ ଭାଷାରେ ପ୍ରୁଫ୍-ରିଡିଂ ସାର୍ଟିଫିକେଟ୍ ପାଠ୍ୟକ୍ରମ…

ବାଲେଶ୍ୱର ୟାର୍ଡ ରିମଡେଲିଂ ପାଇଁ ୨୦ ଦିନ ଟ୍ରେନ୍ ସେବା ପ୍ରଭାବିତ ହେବ : ୧୫ ଟ୍ରେନ୍ ବାତିଲ୍, ୫ଟି ଡାଇଭର୍ଟ ଓ ୨ଟି…

ବାଲେଶ୍ୱର, ୧୯ ଜୁନ୍ (କୃଷ୍ଣ କୁମାର ମହାନ୍ତି): ନାରାୟଣଗଡ଼-ଭଦ୍ରକ ତୃତୀୟ ଲାଇନ୍ ପ୍ରକଳ୍ପ ଅଧୀନରେ ବାଲେଶ୍ୱର ରେଳ ଷ୍ଟେସନ ୟାର୍ଡର ରିମଡେଲିଂ କାର୍ଯ୍ୟ ପାଇଁ ଆସନ୍ତା ଜୁଲାଇ ୨୯ରୁ ଅଗଷ୍ଟ ୧୭ ପର୍ଯ୍ୟନ୍ତ ୨୦ ଦିନ ଧରି ନନ୍-ଇଣ୍ଟରଲକିଂ କାମ କରାଯିବ। ଏହା ଫଳରେ ଖଡ଼ଗପୁର ଡିଭିଜନ ଅଧୀନରେ…

ତେନ୍ତୁଳିଖୁଣ୍ଟି ଓ ଡାବୁଗାମ୍ ବ୍ଲକରେ ସମ୍ପୂର୍ଣ୍ଣତା ଅଭିଯାନ ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମର ସମୀକ୍ଷା କଲେ ନୀତି…

ନବରଙ୍ଗପୁର , ତା: ୧୯/୦୬/୨୦୨୬:(ଶେଖର ଖୁରା) ଭାରତ ସରକାରଙ୍କ ନୀତି ଆୟୋଗର କେନ୍ଦ୍ରୀୟ ପ୍ରଭାରୀ ମୀରା ମହାନ୍ତି ଆଜି ତେନ୍ତୁଳିଖୁଣ୍ଟି ଓ ଡାବୁ ଗାଁ ବ୍ଲକର ବିଭିନ୍ନ କ୍ଷେତ୍ର ପରିଦର୍ଶନ କରି ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଅଧୀନରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା…

ବରାହ ସାମଲଙ୍କର ୮୦ତମ ଜନ୍ମଜୟନ୍ତୀ ପାଳନ

ପଟ୍ଟାମୁଣ୍ଡାଇ/ଭୁବନେଶ୍ୱର :  ତା ୧୯.୬.ରିଖ ଲୋକପ୍ରିୟ ସମାଜସେବୀ ବରାହ ଚରଣ ସାମଲଙ୍କର ୮୦ତମ ଜନ୍ମଜୟନ୍ତୀ ମହାସମାରୋହରେ ପାଳନ କରାଯାଇଥିବା ଜଣାଯାଇଛି। ଉତ୍ସବ ସ୍ଥଳ କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକର ମଣ୍ଡପଡ଼ା ଗ୍ରାମ ସ୍ଥିତ ଶ୍ରୀ ସାମଲଙ୍କର 'ସାମଲ ଭବନ' ନାମରେ…

ସିକଲ୍ ସେଲ୍ ରୋଗ ନିରାକରଣ ପାଇଁ ସାମୂହିକ ପ୍ରୟାସ ଉପରେ ଗୁରୁତ୍ୱାରୋପ

ରାୟଗଡା, ୧୯/୬ (ଭି ଗୌରୀଶଙ୍କର ରାଓ):  ବିଶ୍ୱ ସିକଲ୍ ସେଲ୍ ସଚେତନତା ଦିବସ ଅବସରରେ ଶୁକ୍ରବାର ରାୟଗଡା ଜିଲ୍ଲାରେ ସିକଲ୍ ସେଲ୍ ରୋଗ ସମ୍ପର୍କିତ ସଚେତନତା, ପ୍ରତିରୋଧ ଓ ପ୍ରାରମ୍ଭିକ ଚିହ୍ନଟକୁ ଗୁରୁତ୍ୱ ଦେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସିଡିଏମଓଙ୍କ କାର୍ଯ୍ୟାଳୟ…

ହାଟ ଶେସେଖାଲ ଠାରେ ବିପର୍ଯ୍ୟୟ ପ୍ରସ୍ତୁତି ମକ ଡ୍ରିଲ

ରାୟଗଡ଼ (ଭି ଗୌରୀଶଙ୍କର ରାଓ) ତା ୧୯.୬.୨୦୨୬: ରାୟଗଡ଼ ବ୍ଲକ ଅନ୍ତର୍ଗତ ହାଟ ଶେଷଖାଲ ବାତ୍ୟା ଆଶ୍ରୟସ୍ଥଳୀ ଠାରେ ବିପର୍ଯ୍ୟୟ ପ୍ରସ୍ତୁତି ନିମନ୍ତେ ଅଭ୍ୟାସ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓସଡମା ଭୁବନେଶ୍ୱରରୁ ରାଜ୍ୟ ନିରୀକ୍ଷକ ଭାବେ ସୁଶ୍ରୀ ଅସ୍ମିତା ଦେବୀ , ଓସଡାମା ଜିଲ୍ଲା…

ଫୋନ୍-ପେ ଗ୍ରାହକଙ୍କୁ ଝଟ୍‌କା! ଏପରି କରୁଥିଲେ ଲାଗିବ ୧୦୦ ଟଙ୍କା ଚାର୍ଜ

ନୂଆଦିଲ୍ଲୀ :ଯଦି ଆପଣ ଫୋନ୍-ପେ ୱାଲେଟ୍ ବ୍ୟବହାର କରୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ। କମ୍ପାନୀ ଏହାର ଗାଇଡ୍‌ଲାଇନ୍ ବଦଳାଇ ଦେଇଛି। ଏଣିକି ଆପଣଙ୍କ ୱାଲେଟ୍ ଯଦି ଦୀର୍ଘ ଦିନ ଧରି ଅଚଳ ରହେ, ତେବେ ଆପଣଙ୍କୁ ତିନିମାସକୁ ୧୦୦ ଟଙ୍କା ମେଣ୍ଟେନାନ୍ସ ଫି' ଦେବାକୁ ପଡ଼ିବ। ବର୍ଷକ ମଧ୍ୟରେ ଯଦି…

ରିଲାଏନ୍ସ ଜିଓର IPO ଆଣିବା ନେଇ ମୁକେଶ ଅମ୍ବାନୀ ଆନୁଷ୍ଠାନିକ ଘୋଷଣା

ନୂଆଦିଲ୍ଲୀ :ରିଲାଏନ୍ସ ଜିଓ ଗ୍ରାହକ ଏବଂ ନିବେଶକଙ୍କ ପାଇଁ ବଡ଼ ଖବର। ଜିଓର ଆଇପିଓ ଆଣିବା ନେଇ ଆନୁଷ୍ଠାନିକ ଘୋଷଣା କରିଛନ୍ତି ମୁକେଶ ଅମ୍ବାନୀ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ୪୯ତମ ବାର୍ଷିକ ସାଧାରଣ ସଭା (AGM)ରେ ସେ ଏହି ସୂଚନା ଦେଇଛନ୍ତି। ଆଜି ହିଁ ବଜାର ନିୟାମକ ସେବି ପାଖରେ ଏଥିପାଇଁ…

୫୬ ବର୍ଷର ହେଲେ ରାହୁଲ ଗାନ୍ଧୀ: ଜନ୍ମଦିନର ବିଶେଷ ଶୁଭେଚ୍ଛା ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ କଂଗ୍ରେସ ଦଳ ଅନେକ କାର୍ଯ୍ୟକ୍ରମ ଆୟୋଜନ କରୁଛି। ଅନେକ କଂଗ୍ରେସ ନେତା ସୋସିଆଲ ମିଡିଆରେ ରାହୁଲ ଗାନ୍ଧୀଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ…