Browsing Category

ଓଡିଶା

ଫକୀର ମୋହନ କଲେଜ ସମ୍ମୁଖରେ ଉଦଘାଟିତ ହେଲା ଯୁବ ବିଜେଡିର ହେଲ୍ପ ଡେସ୍କ : ୬ ଦିନ ଧରି ଯୁକ୍ତ ତିନି ନାମଲେଖାରେ ମିଳିବ…

ବାଲେଶ୍ଵର, ୨୩ ଜୁନ୍(କୃଷ୍ଣ କୁମାର ମହାନ୍ତି): ଯୁକ୍ତ ତିନି ପ୍ରଥମ ବର୍ଷ ନାମଲେଖା ପ୍ରକ୍ରିୟାରେ ନୂତନ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଅସୁବିଧା ଦୂର କରିବା ଲାଗି ବାଲେଶ୍ଵର ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଏକ ହେଲ୍ପ ଡେସ୍କ ସେବା ଆରମ୍ଭ ହୋଇଛି। ଫକୀର ମୋହନ ସ୍ୱୟଂଶାସିତ…

ଓଡ଼ିଆ ଭାଷା, କୃଷି, କୃଷକ ତଥା ସାଧାରଣଜନତା ପାଇଁ ସମର୍ପିତ ଥିଲେ ରାଜଶ୍ରୀ ନବକୃଷ୍ଣ ଚୌଧୁରୀ

ଭୁବନେଶ୍ୱର ତା 24/06/26 : ପ୍ରାକ୍ତନ ମୁଖ୍ୟମନ୍ତ୍ରୀ, ଓଡ଼ିଆ ଭାଷା, ସାହିତ୍ୟ, କୃଷି, କୃଷକ ତଥା ସାଧାରଣ ଜନତାଙ୍କ ପାଇଁ ସମର୍ପିତ ବ୍ୟକ୍ତିତ୍ୱ ସ୍ବର୍ଗତ ନବକୃଷ୍ଣ ଚୌଧୁରୀଙ୍କ 42ତମ ଶ୍ରାଦ୍ଧଦିବସ ତାଙ୍କ ପ୍ରତିମୂର୍ତ୍ତିସ୍ଥଳ ବିଧାନସଭା ପରିସରରେ ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର…

ଉତ୍କଳ ବିଶ୍ୱବିଦ୍ୟାଳୟରେ ଜାତୀୟ ଶିକ୍ଷା ନୀତି ଉପରେ ଆରମ୍ଭ ହେଲା ୧୦ ଦିନିଆ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ

ଭୁବନେଶ୍ୱର, ୨୪ ଜୁନ୍ (କୃଷ୍ଣ କୁମାର ମହାନ୍ତି): ଜାତୀୟ ଶିକ୍ଷା ନୀତି (ଏନ୍‌ଇପି)-୨୦୨୦ର ପ୍ରଭାବଶାଳୀ କାର୍ଯ୍ୟକାରିତା ଏବଂ ଏହାର ବିଭିନ୍ନ ଦିଗ ସମ୍ପର୍କରେ ଶିକ୍ଷକ, ଶିକ୍ଷାବିତ୍, ଗବେଷକ ଓ ଶିକ୍ଷା କ୍ଷେତ୍ର ସହ ଜଡିତ ବ୍ୟକ୍ତିମାନଙ୍କୁ ସଚେତନ ଓ ସମ୍ବେଦନଶୀଳ କରିବା ଉଦ୍ଦେଶ୍ୟରେ ଉତ୍କଳ…

ଘାଟିରେ ଓଲଟିଲା ଟ୍ରକ୍‌: ତଳେ ଚାପି ହୋଇ ଚାଲିଗଲା ଜଣଙ୍କ ଜୀବନ, ଦୁଇ ଗୁରୁତର

ମୋହନା,୨୪ା୬(ମନୋଜ ପାଢ଼ୀ): ଘାଟିରେ ଓଲଟିଲା ଟ୍ରକ୍‌, ଦୁର୍ଘଟଣାରେ ଟ୍ରକ୍‌ ତଳେ ଚାପି ହୋଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତେ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି। ଗଜପତି ଜିଲା ମୋହନା ଥାନା ଜରଉ ଘାଟିରେ ବିଳମ୍ବିତ ରାତିରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ…

ବାସିଖାଦ୍ୟ ଦେଇଥିବା ନେଇ କହିବାରୁ ଜଣେ ଗ୍ରାହକଙ୍କୁ ନିସ୍ତୁକ ମାଡ।

ଜଗତସିଂପୁର : ବାସିଖାଦ୍ୟ ଦେଇଥିବା ନେଇ କହିବାରୁ ଜଣେ ଗ୍ରାହକଙ୍କୁ ନିସ୍ତୁକ ମାଡ। ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ପାରାଦ୍ଵୀପ ରାସ୍ତା ଏକ ହୋଟେଲରେ। କୁଜଙ୍ଗ ଥାନା ଜିଲ୍ଳାନାସୀ ଅଞ୍ଚଳ ଜଣେ ଯୁବକ ଏହି ହୋଟେଲରେ ଖାଇବା ବେଳେ ଖାଦ୍ୟ ଆମ୍ବିଳା ଲାଗିଲା। କାହିଁକି ଆମ୍ବିଳା ଖାଦ୍ୟ ଦେଉଛ…

ଓଡିଶାରେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ, ମୁଖ୍ୟମନ୍ତ୍ରୀଙ୍କୁ କଲେ ସାକ୍ଷାତ

ଭୁବନେଶ୍ୱର: କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାମଦାସ ଅଠାୱଲେ ଆଜି ଲୋକ ସେବା ଭବନଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକାରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଠାୱଲେ ମୁଖ୍ୟମନ୍ତ୍ରୀଙ୍କ ସହ…

ଆସନ୍ତାକାଲି ବିଜେଡିରେ ମିଶିବେ ସୁଜାତା କାର୍ତ୍ତିକେୟନ, ଶ୍ରୀମୟୀଙ୍କ ସୂଚନା ପରେ ଚର୍ଚ୍ଚା ଜୋରଦାର

ଭୁବନେଶ୍ବର: ଆସନ୍ତାକାଲି ବିଜେଡିରେ ସାମିଲ ହେବେ ପାଣ୍ଡିଆନଙ୍କ ଧର୍ମପତ୍ନୀ ସୁଜାତା କାର୍ତ୍ତିକେୟନ। ସେଥିପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆସନ୍ତାକାଲି ପ୍ରମୁଖ ନେତାଙ୍କ ବୈଠକ ଡାକିଛନ୍ତି। ଏହିପରି ଏକ ସୂଚନା ଦେଇଛନ୍ତି ବିଜେଡିର ପୂର୍ବତନ ନେତ୍ରୀ ଶ୍ରୀମୟୀ ମିଶ୍ର। ତାଙ୍କର…

୧୦ ବର୍ଷୀୟା ଶିଶୁକୁ ଅପହରଣ ପରେ ଦୁଷ୍କର୍ମ ଓ ହତ୍ୟା

ଦିଲ୍ଲୀ : ରାଜଧାନୀ ଦିଲ୍ଲୀରୁ ଆସିଛି ଏକ ହୃଦୟବିଦାରକ ଘଟଣା। ରାତିର ଅନ୍ଧାରରେ ରାସ୍ତା କଡ଼ରେ ପରିବାର ସହ ଶୋଇଥିବା ୧୦ ବର୍ଷର ଏକ ନିରୀହ ଶିଶୁକନ୍ୟାକୁ ଅପହରଣ କରି ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ଅପହରଣ ସମୟରେ ଶିଶୁଟିର ଶେଷ ଶବ୍ଦ ଥିଲା “ବାପା, ମତେ ବଞ୍ଚାଇ ଦିଅ...”। ଶିଶୁଟିର ସେହି…

ଭୁବନେଶ୍ୱରରେ ୧୪ତମ ମଲ୍ଟି ଏଜେନ୍ସି ମାରିଟାଇମ୍ ସିକ୍ୟୁରିଟି ଗ୍ରୁପ୍ ବୈଠକ ଉଦ୍‌ଘାଟିତ

ଭୁବନେଶ୍ୱର: ଆମର ସମୁଦ୍ର କେବଳ ଏକ ଭୌଗୋଳିକ ସୀମା ନୁହେଁ; ଏହା ବ୍ୟାପକ ସୁଯୋଗ, ସମୃଦ୍ଧି ଏବଂ ଆନ୍ତର୍ଜାତୀୟ ସହଭାଗିତାର ପ୍ରବେଶ ପଥ ବୋଲି ଲୋକସେବା ଭବନ ଠାରେ ୧୪ତମ ମଲ୍ଟି ଏଜେନ୍ସି ମାରିଟାଇମ୍ ସିକ୍ୟୁରିଟି ଗ୍ରୁପ୍ (ପଲିସି) ବୈଠକକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ…