Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ହଠାତ୍ ସଂସଦରେ ପହଞ୍ଚିଲେ ଏନଏସଏ ଅଜିତ ଡୋଭାଲ: ଜାଣନ୍ତୁ ମୁଖ୍ୟ କାରଣ କ’ଣ?
ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ସମୟରେ ଆଜି ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲଙ୍କ ଆଗମନ ରାଜନୈତିକ ମହଲରେ ହଇଚଇ ସୃଷ୍ଟି କରିଥିଲା। ସେହି ସମୟରେ ଲୋକସଭାରେ ପେପର ଲିକ୍ ବିରୋଧୀ ବିଲ୍ ଉପରେ ଆଲୋଚନା ହେଉଥିଲା ଏବଂ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହର କାର୍ଯ୍ୟ…
ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜୀବନୀ ଆଧାରିତ ପୁସ୍ତକ ଓଡ଼ିଆ ଓ ହିନ୍ଦୀ ଭାଷାରେ ଉନ୍ମୋଚିତ
ଭୁବନେଶ୍ୱର: ପୂଜ୍ୟ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଦର୍ଶାଯାଇଥିବା ମାର୍ଗ ଓ ସେବାକାର୍ଯ୍ୟକୁ ଅନୁସରଣ କରିବା ହିଁ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି । ସ୍ୱାମୀଜୀ ଯେଉଁ ମୂଲ୍ୟବୋଧ, ସମାଜସେବା ଓ ରାଷ୍ଟ୍ରରକ୍ଷା ପାଇଁ ନିଜ ଜୀବନକୁ ଆହୁତି ଦେଇଥିଲେ, ତାଙ୍କର ସେହି…
ଭାରତ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରିବେ ଟ୍ରମ୍ଫ?: ଚିନ୍ତା ବଢାଇଲା ଆମେରିକାର ନୂତନ ବିଲ୍
ଆଦିଲ୍ଲୀ: ଆମେରିକା ସିନେଟ୍ ରୁଷ ଉପରେ ଆର୍ଥିକ ଚାପ ବୃଦ୍ଧି କରିବା ପାଇଁ ଏକ ବିଲ୍ ପାସ୍ କରିଛି, ଯାହା ଭାରତ ସମେତ ଅନେକ ଦେଶକୁ ପ୍ରଭାବିତ କରିପାରେ। ସିନେଟ୍ ରୁଷ ଉପରେ ଏକ ନୂତନ ପ୍ରତିବନ୍ଧକ ବିଲ୍ କୁ ମଞ୍ଜୁର କରିଛି। ବିଲ୍ ସପକ୍ଷରେ ୮୬ ଏବଂ ବିପକ୍ଷରେ ୧୨ ଭୋଟ୍ ହୋଇଛି। ଯଦି ଆମେରିକା…
ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ୪ ଜଣଙ୍କୁ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା
କଟକ: ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ଏସ୍ସିଇଆରଟିର ସହକାରୀ ନିର୍ଦେଶକ ଦିଲୀପ କୁମାର ସାହୁ, ପ୍ରଲିପ୍ତା ମିଶ୍ର ଓ ଭାରତୀ ଟୁଡୁ ଏବଂ ବେସରକାରୀ ମୁଦ୍ରଣ ସଂସ୍ଥାର ମାଲିକ ଅନୁପମ ଘୋଷଙ୍କୁ ଓଡ଼ିଶା ହାଇକୋର୍ଟ ସୋମବାର ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ଏଥିସହ ମାମଲାର କେସ୍ ଡାଏରୀ…
୧୯୮ ଅଧିକାରୀଙ୍କ ବଦଳି ପହିଲା ସୁଦ୍ଧା ଯୋଗ ନ ଦେଲେ ଦରମା ବନ୍ଦ
ଭୁବନେଶ୍ବର: ଓଡ଼ିଶା ଟିକସ ଓ ଆକାଉଣ୍ଟ ସେବା (ଓଟିଆଣ୍ଡଏଏସ୍) କ୍ୟାଡର୍ରେ ୧୯୮ ଅଧିକାରୀଙ୍କ ବଦଳି କରାଯାଇଛି। ଏନେଇ ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଅଧିକାରୀମାନେ ବିଭିନ୍ନ ଜିଲାରେ ବ୍ଲକ୍ ଫାଇନାନ୍ସ ଅଫିସର୍, ସିଟି ଆଣ୍ଡ ଜିଏସ୍ଟି ଅଫିସର୍, ସବ୍-ଟ୍ରେଜେରୀ…
ବେଆଇନ ବିଜ୍ଞାପନ ଅର୍ଥ ଦାବି ଓ ମିଥ୍ୟା ଅପପ୍ରଚାର: କଠୋର ଆଇନଗତ ପଦକ୍ଷେପ ନେଲା ଉତ୍କଳ ବିଶ୍ୱବିଦ୍ୟାଳୟ; ଥାନାରେ…
ଭୁବନେଶ୍ୱର, ୨୯/୭(କୃଷ୍ଣ କୁମାର ମହାନ୍ତି) : ଉତ୍କଳ ବିଶ୍ୱବିଦ୍ୟାଳୟର ସୁନାମ ଓ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବାକୁ ହେଉଥିବା ଏକ ହୀନ ଉଦ୍ୟମ ବିରୋଧରେ ପ୍ରଶାସନ ପକ୍ଷରୁ ନ୍ୟାୟିକ ପଦକ୍ଷେପ ଗ୍ରହଣ କରାଯାଇଛି।
ବିଶ୍ୱବିଦ୍ୟାଳୟ ଠାରୁ ବେଆଇନ ଭାବେ ବିଜ୍ଞାପନ ବାବଦକୁ ଅର୍ଥ ଦାବି କରିବା…
‘ଟାଇମପାସ’ ପୁସ୍ତକ ପର୍ବରେ ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ଲୋକାର୍ପିତ କଲେ ‘ଆମ…
ନୂଆଦିଲ୍ଲୀ ୨୯/୭(କୃଷ୍ଣ କୁମାର ମହାନ୍ତି): ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ବ୍ୟକ୍ତିତ୍ୱର ତୁଙ୍ଗିମା ଏବଂ ନେତୃତ୍ୱର ନିପୁଣତା କେବଳ ଭାରତବାସୀଙ୍କର କାହିଁକି, ବିଶ୍ୱବାସୀଙ୍କର ଦୃଷ୍ଟି ଆକର୍ଷଣ କରିଛି। ସରଳତା ତାଙ୍କର ଭୂଷଣ, ପ୍ରତିବଦ୍ଧତା ତାଙ୍କ ହୃଦୟର ସ୍ପନ୍ଦନ। ପ୍ରଥମ…
ଉତ୍ସବ ପାଇଁ ପ୍ରସ୍ତୁତି, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ
ରାୟଗଡ଼ା:( ଭି ଗୌରୀଶଙ୍କର ରାଓ )ରେଲୱେ ଇଞ୍ଜିନିୟରିଂ କଲୋନୀସ୍ଥିତ ଶ୍ରୀ ଶିରିଡ଼ି ସାଇବାବା ଭଜନ ମନ୍ଦିରରେ ଆସନ୍ତା ୧୭.୦୭.୨୦୧୯ (ବୁଧବାର) ଦିନ ଗୁରୁପୂର୍ଣ୍ଣିମା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଅବସରରେ ଶ୍ରଦ୍ଧାଳୁମାନେ ବହୁ ସଂଖ୍ୟାରେ ଯୋଗଦେଇ ବାବାଙ୍କ ଆଶୀର୍ବାଦ…
ସାମାନ୍ୟ ଦୁର୍ଘଟଣା ବଚସାରୁ ତୁମୁଳକାଣ୍ଡ ଘଟଣାରେ ଦୋଷୀ ସାବ୍ୟସ୍ତ ହେଲେ ଅଭିଯୁକ୍ତ।
ଗଜପତି (ମନୋଜ ପାଢ଼ୀ) : ସାମାନ୍ୟ ଏକ ଦୁର୍ଘଟଣାକୁ ନେଇ ପରବର୍ତ୍ତୀ ସମୟରେ ୬ବର୍ଷୀୟ ନାବାଳକଙ୍କୁ ଆକ୍ରମଣ କରି ଲହୁଲୁହାଣ କରିବା ସହ ତାଙ୍କ ପରିବାରବର୍ଗଙ୍କ ସହ ଅସଦବ୍ୟବହାର କରିବା ସହ ଜୀବନରେ ମାରିଦେବା ଧମକ ଦେବା ଭଳି ଏକ ସମ୍ବେଦନଶୀଳ ମାମଲାର ଶୁଣାଣି କରି ଆଜି ଗଜପତି ଜିଲ୍ଲା କାଶୀନଗର…
ଇଣ୍ଡିଆନ୍ ଆଇଡଲ୍ ବିଜେତା ଜ୍ୟୋତିର୍ମୟୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା
ଭୁବନେଶ୍ୱର : ସମଗ୍ର ଦେଶରେ ଓଡ଼ିଶାର ନାମ ରୋଶନ କରିଥିବା ଚଳିତ ବର୍ଷର ‘ଇଣ୍ଡିଆନ୍ ଆଇଡଲ୍- ସିଜିନ୍ ୧୬’ର ବିଜେତା ଜ୍ୟୋତିର୍ମୟୀ ନାୟକଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜଣାଯାଇଛି। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିଜ ସରକାରୀ ବାସଭବନରେ କଣ୍ଠଶିଳ୍ପୀ…