Browsing Category

ଓଡିଶା

ମହାନଦୀରେ ବନ୍ୟା ଜଳ ବଢିବାରେ ଲାଗିଛି – ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ଦୁର୍ଦ୍ଦଶା। ହଜାର ହଜାର ଲୋକେ ପାଣି ଘେରରେ। ଏହାକୁ ନେଇ ଶୁକ୍ରବାର ଲୋକ ସେବା ଭବନରେ ବନ୍ୟାସ୍ଥିତିର ସମୀକ୍ଷା କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ବନ୍ୟା ପ୍ରଭାବିତ ଜିଲ୍ଲାପାଳମାନଙ୍କ ସହ ମନ୍ତ୍ରୀ…

ଦିଲ୍ଲୀରେ ଅମିତ ଶାହ ଓ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର:ଦିଲ୍ଲୀ ଗସ୍ତରେ ଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରି ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ବିଶେଷ କରି ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି, ସୁରକ୍ଷା ବ୍ୟବସ୍ଥା ଏବଂ କେନ୍ଦ୍ର-ରାଜ୍ୟ…

କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ବଡ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର।

ନୂଆଦିଲ୍ଲୀ : କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ବଡ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସରକାର ଚାଷୀ, ଶକ୍ତି, କ୍ରୀଡା ଏବଂ ତୈଳ ଏବଂ ଗ୍ୟାସ କ୍ଷେତ୍ର ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁକ୍ରବାର ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ…

ଅଂଶୀଦାରଙ୍କ ମତ ଆଧାରେ ନୂଆ ରୂପରେ ଆଗକୁ ବଢ଼ିବ ଫକୀରମୋହନ ବିଶ୍ବବିଦ୍ୟାଳୟ: ଉଦ୍‌ଯାପିତ ହେଲା ‘ରିଭିଜିଟ୍…

ବାଲେଶ୍ୱର, ୩୧/୦୭ (କୃଷ୍ଣ କୁମାର ମହାନ୍ତି): ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ତିନିଦିନ ଧରି ଚାଲିଥିବା 'ରିଭିଜିଟ୍ ମିଶନ୍ ଏଫ୍‌.ଏମ୍‌.ୟୁ.-୨୦୨୬' ଅଂଶୀଦାର ପରାମର୍ଶ ବୈଠକ ଗୁରୁବାର ସଫଳତାର ସହ ଉଦ୍‌ଯାପିତ ହୋଇଯାଇଛି। ବୈଠକରୁ ପ୍ରାପ୍ତ ମତାମତ ଓ ପ୍ରସ୍ତାବକୁ ଆଧାର କରି ବିଶ୍ୱବିଦ୍ୟାଳୟ…

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି

ଭୁବନେଶ୍ୱର: ଆସନ୍ତା ଅଗଷ୍ଟ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ୪ ତାରିଖ ପୂର୍ବାହ୍ନରେ ଭୁବନେଶ୍ୱର ରେଳ ଷ୍ଟେସନଠାରୁ ବ୍ରହ୍ମପୁର ଅଭିମୁଖେ ଟ୍ରେନ ଯୋଗେ ଗସ୍ତ କରିବେ। ଏହାକୁ ଦୃଷ୍ଟିରେ ରଖି…

ବିଧାୟକଙ୍କ ବନ୍ୟାଞ୍ଚଳ ଗସ୍ତ .ଗୋଖାଦ୍ୟ, ବୋତଲ ପାଣି ଓ ଶୁଖିଲା ଖାଦ୍ୟ ଯୋଗାଇବାକୁ ରିଲିଫ କମିଶନର ଓ ଜିଲ୍ଲାପାଳଙ୍କ…

ପଟ୍ଟାମୁଣ୍ଡାଇ ୩୧/୭ : ବିଧାୟକ ଗଣେଶ୍ଵର ବେହେରା ଓ ବିଜୁ ଜନତା ଦଳର ନିର୍ବାଚିତ ପ୍ରତିନିଧି ଓ କର୍ମକର୍ତ୍ତାମାନେ ବ୍ରାହ୍ମଣୀ ନଦୀର ବନ୍ୟାପ୍ଲାବିତ ପଟ୍ଟାମୁଣ୍ଡାଇ ବ୍ଲକର ସିଂହଗାଁ ଓ ପେଣ୍ଠପାଳ ପଞ୍ଚାୟତ ଅଧିନସ୍ଥ ସିଂହଗାଁ, ନୂଆପାଟଣା, ବଡ଼ ରାଉଳିଆ, ଦାଣ୍ଡିସାହି ଓ ନା ୟାଡ଼ିଆ ଆଦି…

ପଟ୍ଟାମୁଣ୍ଡାଇ ପୈାରାଞ୍ଚଳର ବନ୍ୟାର ଦୁର୍ଗମ ଓ୍ଵାର୍ଡ ତଳଵାଲିପଡା ! ପାଣିଘେରରୁ ଦୁଇ କନ୍ୟାଙ୍କୁ ଉଦ୍ଧାର କଲେ ଆଇଆଇସି…

ପଟ୍ଟାମୁଣ୍ଡାଇ ୩୧/୭ : ପଟ୍ଟାମୁଣ୍ଡାଇ ପୈାରପରିଷଦର ବନ୍ୟାର ଦୁର୍ଗମ ଓ୍ଵାର୍ଡ ଭାବେ ପରିଚିତ ତଳଵାଲିପଡା ।ଏହା ଅତ୍ୟନ୍ତ ଖାଲୁଆ ଅଂଚଳ ହୋଇଥିବାରୁ ବ୍ରାହ୍ମଣୀ ନଦୀରେ ବନ୍ୟାଜଳ ପଡିଵା ମାତ୍ରେ ଏହି ଗ୍ରାମକୁ ବନ୍ୟା ଗ୍ରାସ କରିଥାଏ । ବିଶେଷ କରି କଟକ- ଚାନ୍ଦବାଲି ରାସ୍ତା ଗ୍ରାମ ଠାରୁ…

ପଟ୍ଟାମୁଣ୍ଡାଇ ଅଂଚଳରେ ବନ୍ୟା ପରିସ୍ଥିତି ଗମ୍ଭୀର !

ପଟ୍ଟାମୁଣ୍ଡାଇ ୩୧/୭ : ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବାରମ୍ବାର ଲଘୁଚାପ ଜନିତ ଲଗାଣବର୍ଷା ଓ ରେଙ୍ଗାଲି ପାଣି ଛାଡିବା ଯୋଗୁଁ ବ୍ରାହ୍ମଣୀ, ବୈତରଣୀ ଓ କାଣୀ ନଦୀରେ ବନ୍ୟା ଆସିବା ଫଳରେ ପଟ୍ଟାମୁଣ୍ଡାଇ ବ୍ଲକର ୧୪ ପଂଚାୟତ ଓ ପୌରାଞ୍ଚଳର ୧୧ଟି ୱାର୍ଡରେ ଜଳମଗ୍ନ ହୋଇପଡିଛି ।ପ୍ରାୟ ୫୦ ହଜାରରୁ…

ଉପାନ୍ତ ପ୍ରହରୀଙ୍କ ଦ୍ୱାରା ‘କଥାମୃତ’ ପୁସ୍ତିକା ଉନ୍ମୋଚନ ।

ଗଜପତି, ତା.୩୧.୦୭.୨୦୨୬:(ମନୋଜ ପାଢ଼ୀ)-: ସମାଜସେବୀ ଲେଖକ ଶ୍ରୀ ଲାଜର ଲିମାଙ୍କ ରଚିତ ‘କଥାମ୍ବୃତ’ ପୁସ୍ତିକା ଆଜି ଗଜପତି ଜିଲ୍ଲାର ଉପାନ୍ତ ପ୍ରହରୀ ଶ୍ରୀ ପୁର୍ଣ୍ଣ ଚନ୍ଦ୍ର ମହାପାତ୍ର(ଓ.ଏ.ଏସ)(୧)ଅବସର ପ୍ରାପ୍ତ ତହସିଲ୍ ଦାର୍ ,ବରିଷ୍ଠ ସମାଜସେବୀ ଓ ଇତିହାସ ଲେଖକଙ୍କ କର କମଳରେ ଉନ୍ମୋଚିତ…

ସରକାରୀ ଓକିଲ ଓ ପୋଲିସ ବିଭାଗ ସମନ୍ୱୟ ବୈଠକ।

ଗଜପତି୩୧.୭ (ମନୋଜ ପାଢ଼ୀ)-: ସମାଜରେ ବୃଦ୍ଧି ପାଉଥିବା ଅପରାଧର କିପରି ହ୍ରାସ ଘଟିବ ତଥା ସମସ୍ତ ଜନସାଧାରଣଙ୍କୁ ତ୍ୱରିତ ନ୍ୟାୟ ମିଳିପାରିବ ସେ କଥାକୁ ଚିନ୍ତା କରି ଗଜପତି ଜିଲ୍ଲା ନ୍ୟାୟାଳୟର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ରଙ୍କ ସକ୍ରିୟ ନେତୃତ୍ୱରେ…