Browsing Category

ଦେଶବିଦେଶ

ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ଏନଡିଏ ସହିତ ମେଣ୍ଟ ଘୋଷଣା କଲା ପିଏମକେ

ନୂଆଦିଲ୍ଲୀ: ତାମିଲନାଡୁ ବିଧାନସଭା ନିର୍ବାଚନ ପାଖେଇ ଆସିବା ସହିତ ରାଜନୈତିକ ହଲଚଲ ବୃଦ୍ଧି ପାଇଛି। ପିଏମକେ ଏନଡିଏ ସହିତ ମେଣ୍ଟ ଘୋଷଣା କରିଛି। ଏହି ଘୋଷଣା ଶାସକ ଡିଏମକେର ଚିନ୍ତା ବଢାଇଛି। ପ୍ରକୃତରେ ଆଜି ସକାଳେ ପିଏମକେ ନେତା ଅମ୍ବୁମଣି ତାଙ୍କ ବାସଭବନରେ ପଲାନିସ୍ୱାମୀଙ୍କୁ ଭେଟିଥିଲେ।…

ସାହିତ୍ୟ ପତ୍ରିକା  ” ପ୍ରତିବେଶୀ “ର ସ୍ୱତନ୍ତ୍ର ସଂଖ୍ଯା ଉନ୍ମୋଚିତ 

କଲକାତା (୭/୧୨):  ଉତ୍କଳ ଶିକ୍ଷା ସଂସଦ, କଲକାତାର ତ୍ରୟ ମାସିକ ସାହିତ୍ୟ ପତ୍ରିକା  'ପ୍ରତିବେଶୀ'ର ଅକ୍ଟୋବର-ଡିସେମ୍ବର ୨୦୨୫ ସ୍ୱତନ୍ତ୍ର ସଂଖ୍ଯା  ସଲ୍ଟଲେକସ୍ଥିତ ସଂସଦର ସଂସ୍କୃତି ଭବନ ପରିସରରେ ଏହାର ବରିଷ୍ଠ କର୍ଣଧାର, ଉଦ୍ୟୋକ୍ତା,ଶୁଭେଚ୍ଛୁ, ଉପଦେଷ୍ଟା ତଥା କାର୍ଯ୍ୟ ନିବାହୀ କମିଟିର…

ୱାର୍ଲଡ ଓଡ଼ିଶା ସୋସାଇଟିର ପ୍ରତିଷ୍ଠା ଦିବସ ପାଇଁ ବ୍ୟାପକ ପ୍ରସ୍ତୁତି

ନୂଆଦିଲ୍ଲୀ :  ତା ୦୫.୦୧ରିଖ ; ୱାର୍ଲଡ ଓଡ଼ିଶା ସୋସାଇଟି (ୱାଓସୋ) ଚଳିତ ମାସ ୧୪ ତାରିଖ ଦିନ ନୂଆଦିଲ୍ଲୀ ଠାରେ ଏହାର ପଞ୍ଚମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଥିବା ଜଣାଯାଇଛି। ଉତ୍କଳ ଉତ୍ସବ ଭାବରେ ନାମିତ ଏହି ଭବ୍ୟ ସମାରୋହ ହାଇବ୍ରିଡ ଶୈଳୀରେ ଆୟୋଜିତ ହେବାକୁ ଯାଉଛି।ଏହି ଉତ୍ସବରେ…

ନୂତନ କିସମ ୩ ବର୍ଷ ମଧ୍ୟରେ ଚାଷୀଙ୍କ ପାଖରେ ପହଞ୍ଚିବା ଦରକାର;

ନୂଆଦିଲ୍ଲୀ : କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ଆଜି ନୂଆଦିଲ୍ଲୀର ଏନଏଏସସି କମ୍ପ୍ଲେକ୍ଟର ଏ.ପି. ସିନ୍ଦେ ଅଡିଟୋରିୟମରେ ଭାରତୀୟ କୃଷି ଗବେଷଣା ପରିଷଦ ଦ୍ବାରା ବିକଶିତ ୨୫ ଟି ଫସଲର ୧୮୪ ଟି ଉନ୍ନତ କିସମକୁ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ଶ୍ରୀ…

ଭେନେଜୁଏଲା ବିରୁଦ୍ଧରେ ଆମେରିକାର କାର୍ଯ୍ୟାନୁଷ୍ଠାନକୁ ସାରା ବିଶ୍ୱରେ ବିରୋଧ କରାଯାଉଛି ।

ବି.ବି.ନିୟୁଜ ଡିଜିଟାଲ : ଆମେରିକା ଭେନେଜୁଏଲା ବିରୁଦ୍ଧରେ ‘ଅପରେସନ୍‌ ଏବ୍‌ସୋଲ୍ୟୁଟ୍‌ ରିଜଲଭ’ ଅଭିଯାନ ଆରମ୍ଭ କରିଥିଲା ଏବଂ ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ୍‌ ମାଦୁରୋ ଏବଂ ତାଙ୍କ ପତ୍ନୀ ସିଲିଆ ଫ୍ଲୋରେସଙ୍କୁ ଅଟକ ରଖିଥିଲା । ଆମେରିକା ସେନା ସେମାନଙ୍କୁ ବନ୍ଧକ ରଖି ନ୍ୟୁୟର୍କକୁ…

୧୯ଟି ରାଜ୍ୟକୁ ଘନ କୁହୁଡି ପାଇଁ ୭ଦିନ ଆଲର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ଏବଂ ସମଗ୍ର ଉତ୍ତର ଭାରତରେ ହାଡ଼ଭଙ୍ଗା ଥଣ୍ଡା ଅନୁଭୂତ ହେଉଛି। ଘନ କୁହୁଡ଼ି ଏବଂ ଶୀତଳ ଲହରୀ ଶୀତକୁ ଆହୁରି ତୀବ୍ର କରିଛି। ସର୍ବନିମ୍ନ ଏବଂ ସର୍ବାଧିକ ତାପମାତ୍ରା ଏବେ ହ୍ରାସ ପାଇବାରେ ଲାଗିଛି। ଭାରତ ପାଣିପାଗ ବିଭାଗ ଏହି ସପ୍ତାହରେ ଉତ୍ତର ଭାରତ ପାଇଁ କୁହୁଡ଼ି ଏବଂ…

ଦୀପାବଳିକୁ ବିଶ୍ୱ ସାଂସ୍କୃତିକ ଐତିହ୍ୟ ତାଲିକାରେ ଯୋଡ଼ିଲା ୟୁନେସ୍କୋ

ନୂଆଦିଲ୍ଲୀ: ମିଳିତ ଜାତିସଂଘର ଶିକ୍ଷା, ବୈଜ୍ଞାନିକ ଓ ସାଂସ୍କୃତିକ ସଂଗଠନ (ୟୁନେସ୍କୋ) ଆଲୋକର ପର୍ବ ଦୀପାବଳିକୁ ଏହାର ଅମୂର୍ତ୍ତ ସାଂସ୍କୃତିକ ଐତିହ୍ୟ ତାଲିକାରେ ସ୍ଥାନିତ କରିଛି। ଏହି ପର୍ବ ବିଷୟରେ ବର୍ଣ୍ଣନା କରି ୟୁନେସ୍କୋ ଏହାର ଅଫିସିଆଲ୍ ୱେବସାଇଟରେ କହିଛି, ଦୀପାବଳି ହେଉଛି ଏକ…

ଆଇବିଏସ୍‌ଏ ସମ୍ମିଳନୀରେ ମୋଦୀଙ୍କ ଆହ୍ବାନ: ଆତଙ୍କବାଦ ବିରୋଧୀ ଲଢ଼େଇରେ ଦ୍ୱୈତ ମାନଦଣ୍ଡ ନ ରହୁ

ଜୋହାନ୍ସବର୍ଗ: ଜି-୨୦ ଶିଖର ସମ୍ମିଳନୀ ଅବସରରେ ରବିବାର ଏଠାରେ ଆୟୋଜିତ ଭାରତ-ବ୍ରାଜିଲ-ଦକ୍ଷିଣ ଆଫ୍ରିକା (ଆଇବିଏସ୍‌ଏ) ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଛନ୍ତି। ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମଫୋସାଙ୍କ ଦ୍ୱାରା ଆୟୋଜିତ ଏହି ସମ୍ମିଳନୀରେ ବ୍ରାଜିଲର…

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ

ନୂଆଦିଲ୍ଲୀ: ଭାରତର ୫୩ତମ ପ୍ରଧାନ ବିଚାରପତି (ସି​‌େ​‌ଜଆଇ) ଭାବେ ଜଷ୍ଟିସ ସୂର୍ଯ୍ୟକାନ୍ତ ଶପଥ ଗ୍ରହଣ କରିଛନ୍ତି । ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଉତ୍ସବରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଶପଥ…

ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ୧୭ ଜଣଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ ଏଠାରେ ଆଜି ଉଦ୍‌ଘାଟନ ହୋଇଥିବା ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ଯୋଗଦାନ ପାଇଁ ଆଜି ଭୁବନେଶ୍ବରରେ ପହଞ୍ଚିଛନ୍ତି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମେଘାଳୟର ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌…