Sign in
Sign in
Recover your password.
A password will be e-mailed to you.
Browsing Category
ଦେଶବିଦେଶ
ଆରଜି କର ପିଡୀତାଙ୍କ ମାଆ ଉପରେ ରାଜନୈତିକ ଆକ୍ରୋଶ ; ଘର ବାହାରେ ବୋମା ମାଡ଼
କଲକତା : ପଶ୍ଚିମବଙ୍ଗ ନିର୍ବାଚନରେ ବିଜୟୀ ହୋଇଥିବା ବହୁ ଚର୍ଚ୍ଚିତ ଆର ଜି କର ପୀଡିତାଙ୍କ ମାଙ୍କ ଘର ବାହାରେ ବୋମାମାଡ଼। ପଶ୍ଚିମବଙ୍ଗ ଗଣମାଧ୍ୟମ ସୂଚନା ଅନୁସାରେ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ପାଣିହାଟିରେ ଥିବା ତାଙ୍କ ଘର ବାହାରେ ବୋମା ମାଡ଼ ହୋଇଛି।ଫଳରେ ୫ଜଣ ବିଜେପି କର୍ମୀ ଆହତ…
ODISHA INVESTORS’ MEET AT VADODARA , GUJARAT IN HOTEL VIVANTA ( TAJ) HOTEL . MORE THAN 150…
GUJARAT : UTKALIKA ORISSA SEVA TRUST , BARODA TEAM WAS PRESENT (VICE PRESIDENT, EX PRESIDENT. EX VICE PRESIDENT, GEN SECY AND SOME OTHER MEMBERS) WERE PRESENT & HONOURED TO HON'BLE CM OF ODISHA SRI MOHAN CHARAN MAJHI AND INDUSTRIES…
ଜାତୀୟ ରାଜପଥରୁ ଟୋଲ୍ ପ୍ଲାଜା ଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରାଯିବ
ନୂଆଦିଲ୍ଲୀ : ୨୦୨୬ ମସିହା ଶେଷ ସୁଦ୍ଧା ଦେଶର ସମସ୍ତ ଜାତୀୟ ରାଜପଥରୁ ଟୋଲ୍ ପ୍ଲାଜା ଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରାଯିବ ବୋଲି ଟାଇମ୍ସ ଗ୍ରୁପ୍ ପକ୍ଷରୁ ଗୁରୁବାର ଆୟୋଜିତ ‘ଟାଇମ୍ସ ଡ୍ରାଇଭ୍ ଅଟୋ ସମିଟ୍ ଆଣ୍ଡ୍ ଆଵାର୍ଡସ୍ ୨୦୨୬’ରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ…
ଶୁଭେନ୍ଦୁ ଅଧିକାରୀଙ୍କ ପିଏ ଙ୍କୁ ହତ୍ୟା ଘଟଣା ଶୁଭେନ୍ଦୁ ଅଧିକାରୀ ମଧ୍ୟ ଏହି ସମ୍ପର୍କରେ ଏକ ବିବୃତ୍ତି ଜାରି…
କଲକାତା : ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟିର ନିର୍ବାଚନୀ ବିଜୟ ମଧ୍ୟରେ ଏକ ବଡ ଘଟଣା ଘଟିଛି। ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ପିଏ (ବ୍ୟକ୍ତିଗତ ସହାୟକ)ଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଘଟଣାରେ ସମ୍ପୃକ୍ତ ଜଣେ ମଧ୍ୟ ଅଭିଯୁକ୍ତଙ୍କୁ…
ହାରିବାର ଦୁଇ ଦିନ ପରେ ବି ଗାଦି ଛାଡ଼ୁନାହାନ୍ତି ମମତା : ୯ରେ ଶପଥ ଉତ୍ସବ ପାଇଁ ବ୍ରିଗେଡ୍ ଗ୍ରାଉଣ୍ଡରେ ବିଜେପିର…
କୋଲକାତା : ବେଙ୍ଗଲରେ ନିର୍ବାଚନ ପରବର୍ତ୍ତୀ ହିଂସା। ଜଳିଛି ତୃଣମୂଳ କଂଗ୍ରେସର ପାର୍ଟି ଅଫିସ୍। ଆସନସୋଲ ହେଉ କି ଜଗତବଲ୍ଲଭପୁର, ଜାମୁରିଆ ହେଉ କି ଜିଆଗଞ୍ଜ। ୧୫ ବର୍ଷର ରାଗ ଓ ରୋଷର ନିଆଁରେ ଜଳିଛି ତୃଣମୂଳ କଂଗ୍ରେସର କାର୍ଯ୍ୟାଳୟ। ପଶ୍ଚିମବଙ୍ଗର ଏକାଧିକ ଅଞ୍ଚଳରେ ତୃଣମୂଳ କଂଗ୍ରେସ…
ତାମିଲନାଡୁରେ ଏବେ ଥଲପତିଙ୍କ ରାଜ୍। ଆସନ୍ତାକାଲି ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଜୟ।
ଚେନ୍ନାଇ : ତାମିଲନାଡୁରେ ସରକାର ଗଠନ ନେଇ ହଲଚଲ ଜୋର। TVKକୁ ସମର୍ଥନ ନେଇ ଘୋଷଣା କରିଛି କଂଗ୍ରେସ। ଗତକାଲି ଭର୍ଚୁଆଲରେ ହୋଇଥିବା ଆଲୋଚନାରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଆଜି ମଧ୍ୟାହ୍ନରେ ତାମିଲନାଡୁ କଂଗ୍ରେସର ନେତାଙ୍କ ସହ ଟିଭିକେ ମୁଖ୍ୟ ବିଜୟ ଆଲୋଚନା କରିବା କାର୍ଯ୍ୟକ୍ରମ…
ଆସାମରେ ଇତିହାସ ରଚିଲା ବିଜେପି। ଲଗାତର ତୃତୀୟ ଥର ପାଇଁ ଗଢିବାକୁ ଯାଉଛି ସରକାର।
BJP created history in Assam.
ଆଜିଠୁ ବଙ୍ଗ ଭୟମୁକ୍ତ ଏବଂ ବିକାଶ ପ୍ରତି ଆତ୍ମବିଶ୍ୱାସୀ : ଗଙ୍ଗୋତ୍ରୀରୁ ଗଙ୍ଗାସାଗର ସବୁଠି ପଦ୍ମ ଫୁଟିଲା।
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟାରେ ବିଜେପି ମୁଖ୍ୟାଳୟରେ ପହଞ୍ଚିଛନ୍ତି। ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ, କେରଳ ଏବଂ ପୁଡୁଚେରୀରେ ଅନୁଷ୍ଠିତ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ପାଇଁ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ପ୍ରଧାନମନ୍ତ୍ରୀ ଦଳୀୟ କର୍ମୀଙ୍କୁ…
ଭବାନୀପୁରରେ ହାରିଲେ ଦିଦି
କଲକାତା:ଦିଦିଙ୍କ ଗଡରେ ଧସେଇ ପସିଲେ ଶୁଭେନ୍ଦୁ ଅଧିକାରୀ।ପଶ୍ଚିମବଙ୍ଗର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତଥା ଟିଏମସିର ଗଡ଼ ଭବାନୀପୁରରେ ଲଢ଼େଇ ରୋମାଞ୍ଚକ ହେବାରେ ଲାଗିଛି। ଗଣତି ଆରମ୍ଭରୁ ଆଗରେ ଥିବା ବିଜେପିର ଶୁଭେନ୍ଦୁ ଅଧିକାରୀ ମଧ୍ୟାହ୍ନ ବେଳକୁ ପଛରେ ପଡ଼ି ଯାଇଥିଲେ। ଟିଏମସି ସୁପ୍ରିମୋ ମମତା…
କେରଳରେ ୩ ଆସନ ଜିତିଲା ବିଜେପି
କେରଳ:କେରଳରେ କଂଗ୍ରେସ ନେତୃତ୍ଵାଧୀନ ୟୁଡିଏଫ ବହୁମତ ହାସଲ କରିଛି। ବାମପନ୍ଥୀଙ୍କ ୧୦ ବର୍ଷର ଶାସନରେ ପଡ଼ିଲା ପୂର୍ଣ୍ଣଛେଦ। କେରଳରେ ଜନାଦେଶ ସପକ୍ଷରେ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ। ଦୀର୍ଘ ୧୦ ବର୍ଷ ଧରି କ୍ଷମତାରେ ଥିବା ବାମପନ୍ଥୀ ଗୋଷ୍ଠୀ କୁ ଶକ୍ତ ଝଟକା ଦେଇ କଂଗ୍ରେସ ନେତୃତ୍ୱାଧୀନ …