Sign in
Sign in
Recover your password.
A password will be e-mailed to you.
Browsing Category
ଦେଶବିଦେଶ
୧୦ ବର୍ଷୀୟା ଶିଶୁକୁ ଅପହରଣ ପରେ ଦୁଷ୍କର୍ମ ଓ ହତ୍ୟା
ଦିଲ୍ଲୀ : ରାଜଧାନୀ ଦିଲ୍ଲୀରୁ ଆସିଛି ଏକ ହୃଦୟବିଦାରକ ଘଟଣା। ରାତିର ଅନ୍ଧାରରେ ରାସ୍ତା କଡ଼ରେ ପରିବାର ସହ ଶୋଇଥିବା ୧୦ ବର୍ଷର ଏକ ନିରୀହ ଶିଶୁକନ୍ୟାକୁ ଅପହରଣ କରି ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ଅପହରଣ ସମୟରେ ଶିଶୁଟିର ଶେଷ ଶବ୍ଦ ଥିଲା “ବାପା, ମତେ ବଞ୍ଚାଇ ଦିଅ...”। ଶିଶୁଟିର ସେହି…
International Day of Yoga 2026 Celebrated by Pragyan Foundation
Kolkata (24/6):Pragyan Foundation, in collaboration with JAM Institute of Yoga and Naturopathy, celebrated International Yoga Day 2026 at Pragyan Bhawan, Kolkata on June 21, 2026 with the practice of the Common Yoga Protocol and a large…
ନାଫେଡର ଇ-ନିଲାମ ପୋର୍ଟାଲ NAFEX.in ର ଶୁଭାରମ୍ଭ କଲେ ଅମିତ ଶାହ
ନୂଆଦିଲ୍ଲୀ: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ଭାରତୀୟ ଜାତୀୟ କୃଷି ସମବାୟ ବିପଣନ ମହାସଂଘ ଲିମିଟେଡ (ନାଫେଡ଼) ର ଇ-ନିଲାମ ପୋର୍ଟାଲ ‘NAFEX.in’ ର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ତଥା ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ…
ରାଜ୍ୟଗୁଡ଼ିକ ସହ ଖରିଫ୍ ପ୍ରସ୍ତୁତି ସମୀକ୍ଷା କଲେ ଶିବରାଜ ସିଂହ ଚୌହାନ
ନୂଆଦିଲ୍ଲୀ: ଏଲ ନିନୋ ଏବଂ ଚଳିତ ବର୍ଷ ଏକ ଦୁର୍ବଳ କିମ୍ବା ଅନିଶ୍ଚିତ ମୌସୁମୀ ସମ୍ଭାବନାକୁ ଦୃଷ୍ଟିରେ ରଖି, କେନ୍ଦ୍ର ସରକାର ଖରିଫ ଋତୁ ପାଇଁ ପ୍ରସ୍ତୁତିକୁ ତୀବ୍ର କରିଛନ୍ତି। କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ତଥା ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ଆଜି ସାରା ଦେଶରେ…
ତିନି ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ପଦ୍ମଶ୍ରୀ
ଭୁବନେଶ୍ୱର : ଚଳିତ ବର୍ଷର ପଦ୍ମ ପୁରସ୍କାର ପ୍ରଦାନ ସମାରୋହରେ ଓଡ଼ିଶା ପାଇଁ ଆସିଛି ଗର୍ବର ମୁହୂର୍ତ୍ତ। ରାଜ୍ୟର ତିନିଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ପଦ୍ମଶ୍ରୀ ସମ୍ମାନରେ ଭୂଷିତ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ଆୟୋଜିତ ସମାରୋହରେ ଏହି ସମ୍ମାନ ପ୍ରଦାନ…
ବିଦ୍ରୋହୀ ଗୋଷ୍ଠୀକୁ ଚ୍ୟାଲେଞ୍ଜ: ନୂଆ କମିଟି ଗଠନ କଲେ ମମତା ବାନାର୍ଜୀ
ନୂଆଦିଲ୍ଲୀ: ବିଦ୍ରୋହୀ ତୃଣମୂଳ କଂଗ୍ରେସ ନେତାମାନେ ଏକ ନୂତନ କାର୍ଯ୍ୟକାରୀ କମିଟି ଗଠନ କରିଛନ୍ତି ଏବଂ ମମତା ବାନାର୍ଜୀଙ୍କୁ ସଭାପତି ପଦରୁ ହଟାଇଦେଇଛନ୍ତି। ଅରୂପ ରାୟଙ୍କୁ ତାଙ୍କର ନୂତନ ସଭାପତି ଭାବରେ ନିର୍ବାଚିତ କରିଛନ୍ତି। ଏହା ପରେ ଦିଦି ଏକ ଚାଲ୍ ଖେଳିଛନ୍ତି। ସେ ଏକ ନୂତନ ଟିଏମସି…
ଆଦିତ୍ୟ ବିର୍ଲା ଗ୍ରୁପ୍ ର ନୂଆ ପଦକ୍ଷେପ, ଶୁଭାରମ୍ଭ କଲା ଆଇଏନ୍ଟି ଆଦିତ୍ୟ ବିର୍ଲା ପରଫର୍ମିଂ ଆର୍ଟସ୍ ଏକାଡେମୀ
ମୁମ୍ବାଇ : ଆଦିତ୍ୟ ବିର୍ଲା ଗ୍ରୁପ୍ ଭାରତର ଅନ୍ୟତମ ସର୍ବାଧିକ ଚର୍ଚ୍ଚିତ ସାଂସ୍କୃତିକ ପ୍ରତିଷ୍ଠାନକୁ ଏକ ନୂଆ ରୂପ ଏବଂ ନବୀକୃତ ଉଦ୍ଦେଶ୍ୟ ପ୍ରଦାନ କରି ଆଇଏନ୍ଟି ଆଦିତ୍ୟ ବିର୍ଲା ପରଫର୍ମିଂ ଆର୍ଟସ୍ ଏକାଡେମୀ ଶୁଭାରମ୍ଭ କରିଛି। ଏହି ଶୁଭାରମ୍ଭ ଭାରତର ସ୍ୱାଧୀନତା ପୂର୍ବ ବର୍ଷଗୁଡିକରୁ…
କେନ୍ଦ୍ର ମନ୍ତ୍ରୀ ଜର୍ଜ କୁରିଆନଙ୍କ ଇସ୍ତଫା,
ନୂଆଦିଲ୍ଲୀ : ନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଜର୍ଜ କୁରିଆନଙ୍କ ଇସ୍ତଫା ଗୃହୀତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶ କ୍ରମେ ତାଙ୍କ ଇସ୍ତଫା ପତ୍ରକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗ୍ରହଣ କରିଛନ୍ତି । ଏ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଦିଆଯାଇଛି । ୬୫ ବର୍ଷୀୟ କୁରିଆନ…
କୋଚିଂ ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ ; ୧୫ ମୃତ
ଲକ୍ଷ୍ନୌ : ଲକ୍ଷ୍ନୌର ଅଲିଗଞ୍ଜର ପୁରନିଆରେ ଏକ କୋଚିଂ ସେଣ୍ଟରରେ ସୋମବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଏଯାଏଁ ୧୫ ଜଣଙ୍କ ଜୀବନ ଚାଲିଯାଇଥିବା ନେଇ ଖବର ମିଳିଛି । ଅଗ୍ନିକାଣ୍ଡ ପରେ କୋଠା ଧୂଆଁରେ ପରିପୂର୍ଣ୍ଣ ହୋଇଯାଇଥିଲା, ଫଳରେ ଭିତରେ ଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦଳାଚକଟା…
NEET ପୁନଃପରୀକ୍ଷାରେ ମହାଠକେଇ! ନକଲି ପ୍ରାର୍ଥୀ ସାଜି ପରୀକ୍ଷା ଦେଉଥିଲେ ଡାକ୍ତର ଓ MBBS ଛାତ୍ର, ୯ ଜଣ ଗିରଫ
ପାଟନା: NEET UG ପୁନଃପରୀକ୍ଷାକୁ ନେଇ ପୁଣି ଥରେ ସାମ୍ନାକୁ ଆସିଛି ଏକ ଚାଞ୍ଚଲ୍ୟକର ଜାଲିଆତି ଘଟଣା। ପେପର ଲିକ୍ ବିବାଦ ପରେ ଆୟୋଜିତ ପୁନଃପରୀକ୍ଷାରେ ମଧ୍ୟ ଠକେଇ ଚକ୍ର ସକ୍ରିୟ ଥିବା ଜଣାପଡ଼ିଛି। ବିହାରର ଲଖିସରାଇ ଜିଲ୍ଲାରେ ପୋଲିସ ଏକ ବଡ଼ ‘ସଲଭର ଗ୍ୟାଙ୍ଗ’ର ପର୍ଦ୍ଦାଫାସ କରି ୯ ଜଣ…