Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଭିଜିଲାନ୍ସ କବ୍ଜାରେ ସିଆରଆରଆଇ ଥାନା ଅଧିକାରୀ ବିଜୟ କୁମାର ବାରିକ:
ଭୁବନେଶ୍ୱର : ଜଣେ ଲାଇସେନ୍ସପ୍ରାପ୍ତ ମଦ ବ୍ୟବସାୟୀଙ୍କଠାରୁ ଲାଞ୍ଚ ନେଉଥିଲେ, ଧରାପଡ଼ିଲେ ଥାନା ବାବୁ ବିଜୟ କୁମାର ବାରିକ। ପୁଣି ଘରୁ ମିଳିଲା ନଗଦ ୫ ଲକ୍ଷ ଟଙ୍କା। ଏହାପରେ କଟକ ସିଆରଆରଆଇ ଥାନା ଆଇଆଇସି ବିଜୟ କୁମାର ବାରିକଙ୍କୁ ଗିରଫ କରିଛି ଭିଜିଲାନ୍ସ ।
ଅର୍ଥାତ୍ ଜାନୁଆରି ୪…
ପାଣ୍ଡିଆନଙ୍କ ସଭା ଆୟୋଜନ ନେଇ ଖୋଳତାଡ଼
ଭୁବନେଶ୍ବର : ଅଭିଯୋଗର ୬ମାସ ପରେ ପୂର୍ବତନ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ଖୋଳତାଡ଼ ଆରମ୍ଭ କରିଛି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପାଣ୍ଡିଆନଙ୍କ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିବା ସଭା ଆୟୋଜନରେ କିଭଳି ସରକାରୀ ପାଣ୍ଠି ଖର୍ଚ୍ଚ ହୋଇଥିଲା ତାହାର…
ଆସନ୍ତାକାଲିଠୁ ରାଜ୍ୟରେ ଆରମ୍ଭ ହେବ ଧାନକିଣା
ଭୁବନେଶ୍ୱର: ଆସନ୍ତାକାଲି ଠାରୁ ରାଜ୍ୟରେ ଆରମ୍ଭ ହେବ ଧାନ କିଣା । ଏନେଇ ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । ମନ୍ତ୍ରୀ କହିଛନ୍ତି ଚାଷୀଙ୍କ ପାଇଁ ମଣ୍ଡି ଗୁଡିକରେ ଏଥର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମଣ୍ଡିରେ ଖାଦ୍ୟ, ପାନୀୟ, ଶୌଚାଳୟ ଭଳି ସବୁ ବ୍ୟବସ୍ଥା…
ବଢ଼ିଲା ବାତ୍ୟା ଚର୍ଚ୍ଚା: ନେଲୋରରୁ ପାରାଦ୍ବୀପ ମୁହାଁଇପାରେ
ଭୁବନେଶ୍ୱର: ମାଲାକ୍କା ସମୁଦ୍ର ମଧ୍ୟ ଅଂଶରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ବ୍ୟାପ୍ତି ସମୁଦ୍ର ପତ୍ତନଠାରୁ ବାୟୁମଣ୍ଡଳରେ ୫.୮କି.ମି. ଉଚ୍ଚତା ପର୍ଯ୍ୟନ୍ତ ସକ୍ରିୟ ରହିଛି। ଏହାର ପ୍ରଭାବରେ ଶନିବାର ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା…
ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ୧୭ ଜଣଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି
ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ ଏଠାରେ ଆଜି ଉଦ୍ଘାଟନ ହୋଇଥିବା ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ଯୋଗଦାନ ପାଇଁ ଆଜି ଭୁବନେଶ୍ବରରେ ପହଞ୍ଚିଛନ୍ତି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମେଘାଳୟର ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍…
ପ୍ରବାସୀ ଭାରତୀୟଙ୍କ ପାଇଁ ଆମେ ଗର୍ବିତ: ପ୍ରଧାନମନ୍ତ୍ରୀ
ଭୁବନେଶ୍ଵର : ପ୍ରବାସୀ ଭାରତୀୟମାନଙ୍କ ପାଇଁ ଆମେ ଗର୍ବିତ। କେବଳ ଆମେ ନୁହେଁ, ସାରା ଦେଶ ଗର୍ବିତ। ବିଦେଶରେ ପ୍ରବାସୀମାନଙ୍କ ପାଇଁ ଆମେ ଗର୍ବ ଅନୁଭବ କରୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭୁବନେଶ୍ଵର ଜନତା ମଇଦାନଠାରେ ଚାଲିଥିବା ପ୍ରବାସୀ ଭାରତୀୟ ଦିବସ ସମ୍ମେଳନକୁ…
ରାସନ କାର୍ଡ଼କୁ ନେଇ ବଡ଼ ଖବର: ଜାନୁଆରୀ ୩୧ ଇ-କେୱାଇସି ଶେଷ ତାରିଖ
ଭୁବନେଶ୍ଵର: ରାସନ କାର୍ଡ଼କୁ ନେଇ ଗୁରୁବାର ଗୁରୁତ୍ଵପୂର୍ଣ୍ଣ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଜାନୁଆରୀ ୩୧ ଇ-କେୱାଇସି ପାଇଁ ଶେଷ ତାରିଖ ରହିଛି। ଧାର୍ଯ୍ୟ ତାରିଖ ମଧ୍ୟରେ ରାସନ କାର୍ଡର ଇ-କେୱାଇସି ନ କଲେ କାର୍ଡ କଟିଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ।…
ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟ , ଆମୁଣି ର ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ
କେନ୍ଦୁଝର : କେନ୍ଦୁଝର ସଦର ବ୍ଲକ୍ ଅନ୍ତର୍ଗତ ହାଣ୍ଡିଭଙ୍ଗା ଗ୍ରାମ ପଞ୍ଚାୟତ ଆମୁଣି ସ୍ଥିତ ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ କ୍ରୀଡ଼ା ୧୭.୧୨.୨୦୨୪ ଏବଂ ୧୮.୧୨.୨୦୨୪ ଦୁଇ ଦିନ ଧରି ଅନୁଷ୍ଠିତ ହୋଇ ଉଦଯାପିତ ହୋଇଯାଇଛି। ଉକ୍ତ ବାର୍ଷିକ କ୍ରୀଡ଼ା ଉତ୍ସବ ର ଉଦଘାଟନ ଦିବସ ରେ…
ଖରା ପାଇଁ ଆଜିଠୁ ୩ଦିନ ସ୍କୁଲ ବନ୍ଦ
ଭୁବନେଶ୍ବର : ଆକାଶରୁ ନିଆଁ ବର୍ଷୁଛି। ୪୦ ଡିଗ୍ରୀ ତାପମାତ୍ରାରେ ଫୁଟୁଛି ସାରା ରାଜ୍ୟ। ୮ଟା ବାଜିଲେ ପଡୁଛି ଟାଣଖରା। ଉପକୂଳରୁ ଦକ୍ଷିଣ ଏବଂ ଉତ୍ତରରୁ ପଶ୍ଚିମ ଓଡ଼ିଶା ସବୁଠି ପ୍ରଚଣ୍ଡ ତାତି। ପୂର୍ବାହ୍ଣ ୧୧ଟା ବେଳକୁ ପାରଦ ୪୦ଡିଗ୍ରୀ ମୁହାଁଉଛି। ତାତିରେ ଘରୁ ବାହାରକୁ ବାହାରିବା କଷ୍ଟକର…
ବିଜେପିର ବିଧାନସଭା ପ୍ରାର୍ଥୀ ଘୋଷଣା
ଭୁବନେଶ୍ୱର : ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା ମଙ୍ଗଳବାର ଘୋଷଣା କରାଯାଇଛି। ସାମ୍ନାକୁ ଆସିଛି ଆଉ ଏକ ପ୍ରାର୍ଥୀ ତାଲିକା।
ରାଉରକେଲା – ଦିଲୀପ ରାୟ
ପାଟଣା – ଅଖିଳ ଚନ୍ଦ୍ର ନାୟକ
ସାରସକଣା – ଭାଦବ ହାଁସଦ
ରାଇରଙ୍ଗପୁର – ଜୋଲେନ ବରଦା
ବାଙ୍ଗିରିପୋଷି – ସଂଜଲୀ ମୁର୍ମୁ…