Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଆନନ୍ଦପୁର ନିଆଳି ଝରଣା ଗାଁରେ ଟ୍ରିପଲ୍ ମର୍ଡର
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଖାଳିଆମେଣ୍ଟା ପଞ୍ଚାୟତ ନିଆଳି ଝରଣା ଗାଁରେ ତିନି ଜଣଙ୍କୁ ହତ୍ୟା କରାଯାଇଛି । ମୃତକ ହେଲେ ଗୋଟିଏ ପରିବାରର ଝିଅ ସସ୍ମିତା ସୋରେନ (୧୪), ବାପା ଜିତେନ୍ଦ୍ର ସୋରେନ (୫୦), ମାଆ ମାଳତୀ ସୋରେନ (୪୬) । ପାରିବାରିକ ଗଣ୍ଡଗୋଳ କାରଣରୁ ଏଭଳି…
ସୁପାରି ଦେଇ ପୂର୍ବ ପ୍ରେମିକ କୁ ହତ୍ୟା ଅଭିଯୋଗ ା
ସୁବର୍ଣ୍ଣପୁର- ପାପ ହେଲା ପ୍ରେମ, ସୂପାରି ଦେଇ ପ୍ରେମିକ କୁ ମାରିଦେଲା ପ୍ରେମିକା । ଗତ ଜାନୁଆରୀ ୨୬ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ସାଲେଇପଦର ଗାଁରେ ହୋଇଥିବା ଡମ୍ବରୁ ଅଧିକାରୀ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ । ହତ୍ୟା ଘଟଣାରେ ମୁଖ୍ୟ…
ଆଇପିଏସ ସ୍ତରରେ ଅଦଳବଦଳ, ସଂଜୀବ ପଣ୍ଡା ହେଲେ କଟକ-ଭୁବନେଶ୍ୱର ଟୁଇନ ସିଟି ପୁଲିସ କମିଶନର
ଡେସ୍କ: ରାଜ୍ୟ ସରକାର ଆଜି ଆଇପିଏସ ସ୍ତରରେ ବଡ ଅଦଳବଦଳ କରିଛନ୍ତି। ସଂଜୀବ ପଣ୍ଡାଙ୍କୁ କଟକ-ଭୁବନେଶ୍ୱର ଟ୍ଵିନ ସିଟି ପୁଲିସ କମିଶନର ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ପୁଲିସ କମିଶନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଛି।
ସେହିପରି…
କମିଶନରେଟ ପୁଲିସ ହାତରେ ୨ ଲୁଟେରା
ଭୁବନେଶ୍ୱର: ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗୁ ଗିରଫ କରିଛି କମିଶନରେଟ ପୁଲିସ। ୬ ରାଜ୍ୟରେ ଏମାନେ ଥିଲେ ମୋଷ୍ଟ ୱାଣ୍ଟେଡ୍। ଗୁଜରାଟ, ଓଡ଼ିଶା, ୟୁପି, ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ମହାରାଷ୍ଟ୍ର, ରାଜସ୍ଥାନ ଅଞ୍ଚଳରେ ଆପାର୍ଟମେଣ୍ଟ ଲୁଟ୍ କରି ଆତଙ୍କ ଖେଳାଇଥିଲେ। ଡିସେମ୍ବର ୨୩ରେ ନିରୁପମା…
୨ ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଜେଲ ସହ ୧ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା
କଣ୍ଟାବାଞ୍ଜି :୨ ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଲେଖାଏଁ କାରାଦଣ୍ଡ । କଣ୍ଟାବାଞ୍ଜି ଏଡିଜେ ହିମାଂଶୁ ଶେଖର ମଲ୍ଲିକ ଏହି କାରାଦଣ୍ଡ ଆଦେଶ ଦେଇଛନ୍ତି । ଗତ ୨୦୨୨ ନଭେମ୍ବରମାସ ୨୯ତାରିଖ ତୁରେକେଲା ଥାନା ବଡ଼ବାଙ୍କୀ ଧନୁଯାତ୍ରା ଦେଖି ଆସିଥିବା ଜଣେ ଯୁବତୀଙ୍କୁ ବଳପୂର୍ବକ ଗଣଦୁଷ୍କର୍ମ ହୋଇଥିବା…
ଅପରାଧିଙ୍କ ପୁଲିସକୁ ଖୋଲା ଚ୍ୟାଲେଞ୍ଜ -ସ୍ପଷ୍ଟ ଦିବାଲୋକରେ ସୁନା ଦୋକାନରୁ ୨୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ ସୁନାଗହଣା ଲୁଟ…
ସମ୍ବଲପୁର: ସମ୍ବଲପୁର ପୁଲିସର ଢିଲା କାର୍ଯ୍ୟଶୈଳୀ ତାହା ଉପରେ ଦିନକୁ ଦିନ ଭାରି ପଡୁଛି ଏବଂ ଏଥିପାଇଁ ଜନତାଙ୍କ ସୁରକ୍ଷା ବାଜିରେ ଲାଗି ଯାଇଛି। ରବିବାର ପୁଲିସକୁ ୫ ଜଣ ଅପରାଧି ଖୋଲାଖୋଲି ଭାବରେ ଚ୍ୟାଲେଞ୍ଜ କରି ସହରର ଉପକଣ୍ଠସ୍ଥ ମାନେଶ୍ୱର ସ୍ଥିତ ମାନଧାତା ବାବା ଜ୍ୟୋଲେରୀ ଦୋକାନରୁ…
ବେଦାନ୍ତ ଆଲୁମିନିୟମ୍ ସରକାରୀ ଟିକସ ଫାଙ୍କିବାକୁ ସାଂଘାତିକ ଷଡ଼୍ଯନ୍ତ୍ରର ଅଭିଯୋଗ ହୋଇଛି।
ଝାରସୁଗୁଡ଼ା: ଝାରସୁଗୁଡ଼ା ଭୁର୍କାମୁଡ଼ାସ୍ଥିତ ବେଦାନ୍ତ ଆଲୁମିନିୟମ୍ ୧୩ କୋଟିର ଜଳକର ଠକେଇ ମାମଲାର ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି। ସରକାରୀ ଟିକସ ଫାଙ୍କିବାକୁ ସାଂଘାତିକ ଷଡ଼୍ଯନ୍ତ୍ରର ଅଭିଯୋଗ ହୋଇଛି। ୨୦୦୬ ମସିହା ତୁଳନାରେ ବର୍ତ୍ତମାନ ବେଦାନ୍ତର ଆୟତନ ପ୍ରାୟ ୧୦ ଗୁଣା ବୃଦ୍ଧି…
ଗୋଟିଏ ଦିନରେ ୩ଟି ବିଦ୍ୟାଳୟରୁ ଚୋରି
ଅତାବିରା : ଅତାବିରା ବ୍ଲକ ଝିଲିମିଣ୍ଡା ପଞ୍ଚାୟତ ଅଧିନରେ ଥିବା ପ୍ରାଥମିକ ତଥା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଚୋରି ହେଉଥିବା ଘଟଣା ପ୍ରାୟ ସାମ୍ନାକୁ ଆସୁଛି। ଆଜି ଗୋଟିଏ ଦିନରେ ତିନି ତିନିଟି ସ୍କୁଲରୁ ଚୋରି ହେଇଥିବା ଜଣାପଡିଛି । ଘଟଣା ସୂତ୍ରରୁ ଜଣା ପଡ଼ିଛି ଯେ ଭଏଁରୋ ପାଲି…
ଚାନ୍ଦା ମାଗି ବନ୍ଧା ହେଲେ ୨ ଯୁବକ, ୨୫ଶହ ଟଙ୍କା ଓ ୨ଟି ମନି ରିସିପ୍ଟ ଜବତ
ଭୁବନେଶ୍ବର: ବଳପୂର୍ବକ ଚାନ୍ଦା ଆଦାୟ ଅଭିଯୋଗରେ ୨ଜଣ ଯୁବକ ଗିରଫ ହୋଇଛନ୍ତି। ଖଣ୍ଡଗିରି ଥାନ ପୁଲିସ ପକ୍ଷରୁ ୨ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ଏମ୍ସ ହସ୍ପିଟାଲ ଅଞ୍ଚଳ ନିକଟ ଅଞ୍ଚଳରୁ ଖଣ୍ଡଗିରି ପୁଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ୨୫ଶହ ଟଙ୍କା ଓ ୨ଟି ମନି…
ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା
ଭୁବନେଶ୍ବର: ରାଜଧାନୀ ଛାତି ଉପରେ ଘଟିଛି ତୁମୁଳ କାଣ୍ଡ। ଜଣେ ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ପୁଲିସ୍ ୨ ଯୁବକଙ୍କୁ ଅଟକ ରଖିଥିବା ବେଳେ ଥାନା ଘେରିଛନ୍ତି ଉତ୍ତ୍ୟକ୍ତ ଲୋକେ। ଗତକାଲି ରାତିରେ ଶହ ଶହ ସଂଖ୍ୟାରେ ଶିଖରଚଣ୍ଡୀ ବାସିନ୍ଦା ଇନଫୋସିଟି ଥାନାକୁ ଘେରାଉ କରିଥିବା ବେଳେ…