ଚାନ୍ଦା ମାଗି ବନ୍ଧା ହେଲେ ୨ ଯୁବକ, ୨୫ଶହ ଟଙ୍କା ଓ ୨ଟି ମନି ରିସିପ୍ଟ ଜବତ

ଭୁବନେଶ୍ବର: ବଳପୂର୍ବକ ଚାନ୍ଦା ଆଦାୟ ଅଭିଯୋଗରେ ୨ଜଣ ଯୁବକ ଗିରଫ ହୋଇଛନ୍ତି। ଖଣ୍ଡଗିରି ଥାନ ପୁଲିସ ପକ୍ଷରୁ ୨ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ଏମ୍ସ ହସ୍ପିଟାଲ ଅଞ୍ଚଳ ନିକଟ ଅଞ୍ଚଳରୁ ଖଣ୍ଡଗିରି ପୁଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ୨୫ଶହ ଟଙ୍କା ଓ ୨ଟି ମନି ରିସିପ୍ଟ ଜବତ କରାଯାଇଥିବା ଖଣ୍ଡଗିରି ପୁଲିସ ସୂଚନା ଦେଇଛି।

Comments are closed.