Browsing Category

ଅପରାଧ

ବଲାଙ୍ଗୀରରେ ଚାଞ୍ଚଲ୍ୟ: ପୌରସଂସ୍ଥାର ମହିଳା କର୍ମଚାରୀଙ୍କୁ ହତ୍ୟା

ବଲାଙ୍ଗୀର: ବଲାଙ୍ଗୀର ସହର ଭିତରେ ପୁଣି ଗଡ଼ିଲା ମୁଣ୍ଡ। ପୌରସଂସ୍ଥାର ଜଣେ ମହିଳା କର୍ମଚାରୀଙ୍କୁ ହତ୍ୟା କରାଯାଇଛି। ବିଜାଖମନ ନିକଟରେ ଥିବା ପୌରସଂସ୍ଥାର ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ନିକଟରେ ପଡ଼ିଛି ମହିଳା ପୌର କର୍ମଚାରୀ ଅଷ୍ଟମୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ। ଶବ ନିକଟରେ ତାଙ୍କର…

ଭୁବନେଶ୍ୱରରେ ୧୩ ଗ୍ରାମ୍‌ର ବ୍ରାଉନ୍‌ସୁଗାର ଜବତ

ଭୁବନେଶ୍ବର: ଭୁବନେଶ୍ୱର ଖଣ୍ଡଗିରି ପାହାଡ଼ ନିକଟରୁ ଜବତ କରାଯାଇଛି ୧୩ ଗ୍ରାମ୍‌ର ବ୍ରାଉନ୍‌ସୁଗାର। ସଂପୃକ୍ତ ଘଟଣାରେ ଜଣେ ଯୁବକଙ୍କୁ ଗିରଫ କଲା ପୋଲିସ୍ I ଜବତ ବ୍ରାଉନୁସୁଗାରର ମୂଲ୍ୟ ୮ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାରୁ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ନାବାଳିକା ଦୁଷ୍କର୍ମକାରୀକୁ ୨୫ ବର୍ଷ ସଶ୍ରମ ଜେଲ୍‌

ଫୁଲବାଣୀ : ଶୁକ୍ରବାର ଦିନ ଫୁଲବାଣୀ ସ୍ବତନ୍ତ୍ର ପକ୍‌ସୋ କୋର୍ଟ ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଦୁଷ୍କର୍ମକାରୀକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ୨୫ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ଏକବର୍ଷ ଜେଲ୍‌ ଦଣ୍ଡ ଭୋଗିବାକୁ…

ନକଲି ଔଷଧ ଯୋଗାଉଥିବା ବିହାରର ୨ ବ୍ୟବସାୟୀ ଚିହ୍ନଟ: ତଦନ୍ତ ଜାରି

କଟକ: ନକଲି ଔଷଧ କାରବାର ମାମଲାରେ ବିହାର ଯାଇଥିବା କଟକ କମିସନରେଟ ପୋଲିସ ଟିମକୁ ସଫଳତା। ଚିହ୍ନଟ ହେଲେ ନକଲି ଔଷଧ ଯୋଗେଇ ଥିବା ବିହାରର ଦୁଇ ବ୍ୟବସାୟୀ। ଏନେଇ ଆଜି ସୂଚନା ଦେଇଛନ୍ତି ଡିସିପି ପିନାକ ମିଶ୍ର। ଉତ୍ପାଦନ କେଉଁଠାରେ ହୋଇଥଲା ତାର ଯାଞ୍ଚ କରୁଛି କମିସନରେଟ ପୁଲିସ। ଡିସିପି…

ଗ୍ରାହକ ସାଜି ଦୁଇ ନିଶା ବେପାରୀଙ୍କୁ ଧରିଲା ପୋଲିସ ।

ଭୁବନେଶ୍ବର: ରାଜଧାନୀରୁ ସାଢେ ୭ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ଏହି ମାମଲାରେ ୨ ଜଣଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ନୟାପଲ୍ଲୀ ଅଞ୍ଚଳରେ ଡ୍ରଗସ ବିକ୍ରି ବେଳେ, ପୁଲିସ ହାତରେ ଧରା ପଡ଼ିଛନ୍ତି ଦୁଇ ଅଭିଯୁକ୍ତ। ପୁଲିସକୁ ଗ୍ରାହକ ଭାବି ପୁଡ଼ିଆ ଧରାଇଦେଲେ ବେପାରୀ। ଉଭୟଙ୍କ ପାଖରୁ…

କୋଲକାତା ଚାଲାଣ ବେଳେ ବଜ୍ରକାପ୍ତା ଉଦ୍ଧାର: ୮ ଗିରଫ

କାଲିମେଳା: କୋଲକାତା ଚାଲାଣ ହେଉଥିବା ବେଳେ କଂକୁରୁକୋଣ୍ଡା ନାଳ ନିକଟରେ ମାଡ଼ି ବସିଲା ବନ ବିଭାଗ। ୧୨ କେଜି ଓଜନର ଏକ ବଜ୍ରକାପ୍ତା ଉଦ୍ଧାର ହୋଇଛି। କୋଲକାତା ଅଞ୍ଚଳର ଜଣେ ବ୍ୟବସାୟୀଙ୍କ ସମେତ ୮ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି କାଲିମେଳା ବନ ବିଭାଗ। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ…

ବାଘ ମୃତ୍ୟୁ ଘଟଣା, ମଠାଧୀଶଙ୍କ ସମେତ ୬ ଗିିରଫ

ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ଅନ୍ତର୍ଗତ ବାଘପାଲି ଚନ୍ଦଲି ଜଙ୍ଗଲରୁ ଗତ ମଙ୍ଗଳବାର ଉଲୁଣ୍ଡା ବନ ବିଭାଗ ଏକ କଲରାପତରିଆ ବାଘର ଗଳିତ ଶବକୁ ଉଦ୍ଧାର କରିଥିଲା। ଏହି ଘଟଣାରେ ବନ ବିଭାଗ ୬ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ବାଘପାଲି ମଠର ମଠାଧୀଶ ଦାନବିହାରୀ ଶରଣ ଓରଫ…

ଖଣି ମାଫିଆ ଜିତେନ୍ଦ୍ର ଝା ଗିରଫ

ବଡ଼ବିଲ : ଫେରାର ଥିବା କୁଖ୍ୟାତ ଖଣି ମାଫିଆ ଜିତେନ୍ଦ୍ର ଝା (୪୮) ପୁଲିସ ହାତରେ ଧରାପଡ଼ିଛନ୍ତି। କେନ୍ଦୁଝରର ବଡ଼ବିଲ ପୁଲିସ ସହାୟତାରେ ଭୁବନେଶ୍ବରର ନୟାପଲ୍ଲୀ ପୁଲିସ ତାଙ୍କୁ ଷ୍ଟେସନରୋଡ଼ସ୍ଥିତ ବାସଭବନରୁ ଗିରଫ କରିଛି। ଏହାପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଜାମିନ ଆବେଦନ ଖାରଜ…

ପୁଣି ବନ୍ଧାହେଲେ ୪ ଦେଶୀ ମଦ ବେପାରି; ୩୩୫ ଲିଟର ଦେଶୀ ମଦ, ୮୭୩୦ କେଜି ମହୁଲ ପୋଚ ଜବତ

ରାଉରକେଲା: ମାତ୍ର ଦିନକର ବ୍ୟବଧାନପରେ ଆଜି ପୁଣି ଦେଶୀ ମଦ ବେପାରି ବନ୍ଧା ହେବା ସହ ମଦ ଓ ମହୁଲ ପୋଚ ଜବତ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ରେଲାପୋଷର ମହେଶ ସିଂହ, ସେଲା ସିଂହ, ରୂପୁଟୋଲାର ସାଗର ସୋରେଙ୍ଗ ଓ କିଶୋର କିଶାନ। ଅଭିଯୁକ୍ତମାନଙ୍କ ପାଖରୁ ୩୩୫ ଲିଟର ଦେଶୀ ମଦ ଓ…

ନାବାଳିକାଙ୍କୁ ବ୍ଲାକ୍‌ମେଲ୍‌, ରୋଷେୟା ଗିରଫ

ଭୁବନେଶ୍ବର : ଦୁଇ ନାବାଳିକା ଭଉଣୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ୍ କରିବା ଓ ବ୍ଲାକମେଲ୍‌ କରିବା ଅଭିଯୋଗରେ ଭୁବନେଶ୍ବର ସାଇବର ଥାନା ପୁଲିସ ଇସ୍କନର ପୂର୍ବତନ ରୋଷେୟାକୁ ଗିରଫ କରିଛି। ସେ ହେଲା, ଢେଙ୍କାନାଳ ଝାଡ଼ବନ୍ଧର ପରୀକ୍ଷିତ ନାୟକ ଓରଫ କାଳିଆ(୩୫)। ଗତ ଜୁଲାଇ ୨୪ ତାରିଖରେ ନାବାଳିକା…