ଭୁବନେଶ୍ୱର : ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ବାୟୁସେନାର ସୂର୍ଯ୍ୟକିରଣ ଏୟାର ସୋ ପାଇଁ ଆଜି ଭୁବନେଶ୍ୱରରେ ପହଞ୍ଚିଲା ଏୟାରଫୋର୍ସର ଏଏନ୍୩୨ ବିମାନ। ଆସିଛନ୍ତି ଇଣ୍ଡକ୍ସନ ଟିମ ସୋ’ରେ ଭାଗ ନେବାକୁ ଥିବା ୧୧ଟି ହକ ବିମାନ। ସୋ’ରେ ୯ଟି ହକ ବିମାନ ଅଂଶଗ୍ରହଣ କରିବ ଓ ୨ଟି ଷ୍ଟାଣ୍ଡ ବାଏରେ ରହିବ। ସେହିପରି ଆସନ୍ତାକାଲି ସି୧୭ ଗ୍ଲୋବ ମାଷ୍ଟର ବିମାନରେ ସୂର୍ଯ୍ୟକିରଣ ଏୟାର ସୋ ଲାଗି ଆସିବ ଉପକରଣ । ସେପ୍ଟେମ୍ବର ୧୬ରେ ଭୁବନେଶ୍ୱରରେ ହେବ ଏଆର ସୋ ଓ ସେପ୍ଟେମ୍ବର ୧୮ରେ ପୁରୀରେ ହେବ ଏୟାର ସୋ।
Sign in
Sign in
Recover your password.
A password will be e-mailed to you.
Comments are closed.