ଭୁବନେଶ୍ୱରରୁ କଳାହାଣ୍ଡିକୁ ଉଡ଼ିବ ବିମାନ

କଳାହାଣ୍ଡି: ଖୁବଶୀଘ୍ର କଳାହାଣ୍ଡିକୁ ଉଡ଼ିବ ବିମାନ। ବହୁ ପ୍ରତିକ୍ଷିତ ଉତ୍କେଲା ଏୟାରପୋର୍ଟରୁ ବିମାନ ଚଳାଚଳ ଆରମ୍ଭ ହେବାକୁ ଯାଉଛି। କେନ୍ଦ୍ର ସରକାରଙ୍କ ‘ଉଡ଼ାନ୍’ ଯୋଜନାରେ ଏହାର ଭିଭିଭୂମି ପ୍ରସ୍ତୁତି ପ୍ରାୟ ଶେଷ ହୋଇଥିବାବେଳେ ଡ଼ି. ଜି.ସି.ଏ ବିମାନ ଉଡ଼ାଣ ନିମନ୍ତେ ଗ୍ରୀନ ସିଗ୍ନାଲ…

ମିଳିଲା ୨ ନିଖୋଜ କାଉଡିଆଙ୍କ ମୃତଦେହ

ସୋର : ୨୨ ଘଣ୍ଟା ପରେ ୨ କାଉଡ଼ିଆଙ୍କ ମୃତଦେହ ଉଦ୍ଧାର । ସାଳନ୍ଦୀ ନଦୀରେ ଭାସି ନିଖୋଜ ଥିବା ଦୁଇ କାଉଡ଼ିଆଙ୍କ ମୃତଦେହ ଉଦ୍ଧାର ହୋଇଛି । ଗତକାଲି ଜଳଲାଗି ପାଇଁ ନଦୀରୁ ପାଣି ଉଠାଇବା ବେଳେ ନିଖୋଜ ଥିଲେ । ବାଲେଶ୍ୱର ଜିଲ୍ଲା ବରଦା ଗାଁ ଦେଇ ଯାଇଥିବା ସାଳନ୍ଦୀ ନଦୀରୁ ପାଣି ନେଇ ସାନଜୟୀ…

ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଶୁଭାଶିଷ ତାଳପତ୍ର

କଟକ : ଆଜି ଓଡ଼ିଶା ହାଇକୋର୍ଟର ୩୩ ତମ ମୁଖ୍ୟ ବିଚାରପତି ଭାବେ ଶପଥ ନେଇଛନ୍ତି ଜଷ୍ଟିସ ଶୁଭାଶିଷ ତାଳପତ୍ର । ହାଇକୋର୍ଟର ପରିସରରେ ଆୟୋଜିତ ଶପଥ ପାଠ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ଶପଥ ପାଠ କରାଇଛନ୍ତି । ଜଷ୍ଟିସ ତାଳପତ୍ର ଏବେ ବରିଷ୍ଠ ବିଚାରପତି ଭାବେ ଓଡ଼ିଶା…

ପୁଣି ବିଧାନସଭାରେ ଉଠିଲା ନବ ଦାସଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗ: ପୂର୍ବାହ୍ନ ସାଢ଼େ ୧୧ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ବର: ଆଜି ପୁଣି ବିଧାନସଭାରେ ଉଠିଲା ନବ ଦାସଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗ। ପ୍ରଶ୍ନକାଳରେ ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟମାନେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗ ନେଇ ଆଲୋଚନା କରିବାକୁ ଦାବି କରିଥିଲେ, ହେଲେ ସେଥିଲାଗି ବାଚସ୍ପତି ଅନୁମତି ଦେଇ ନ ଥିଲେ।…

ଦିଲ୍ଲୀରେ ଅନଶନ ଧର୍ମଘଟ ଆରମ୍ଭ କଲେ ‘କେସିଆର୍‌’ଙ୍କ ଝିଅ କେ. କବିତା

ନୂଆଦିଲ୍ଲୀ: ସଂସଦରେ ମହିଳାମାନଙ୍କ ସଂରକ୍ଷଣ ଚିଠା ଉପସ୍ଥାପନ ଦାବି କରି ଆଜି ନୂଆଦିଲ୍ଲୀରେ ‘ଭାରତ ରାଷ୍ଟ୍ର ସମିତି’ର ବରିଷ୍ଠ ନେତ୍ରୀ ତଥା ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ‘କେସିଆର୍‌’ଙ୍କ ଝିଅ କେ. କବିତା ଅନଶନ ଧର୍ମଘଟ ଆରମ୍ଭ କରିଛନ୍ତି। କେ. କବିତାଙ୍କ ‘ଏନ୍‌ଜିଓ’ ‘ଭାରତ…

୩୬ ଘଣ୍ଟା ପରେ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ

ପୁରୀ: ଅଗ୍ନଶମ କର୍ମଚାରୀମାନଙ୍କ ଦୀର୍ଘ ୩୬ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ନିଆଁକୁ ଆୟତ୍ତ କରାଯାଇଛି। ଏନେଇ ସ୍ଥାନୀୟ ଅଗ୍ନିଶମ ବିଭାଗ ଅଧିକାରୀ ରମେଶ ଚନ୍ଦ୍ର ମାଝୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ବୁଧବାର ରାତି ପ୍ରାୟ ସାଢ଼େ ୭ଟାରେ…

ଟ୍ରକ ଦୁର୍ଘଟଣାରେ ବାଇକ ଚାଳକ ମୃତ, ଜଣେ ଗୁରୁତର

ଯାଜପୁର: ଯାଜପୁର ବଡଚଣା ଥାନା ଅନ୍ତର୍ଗତ ଚଣ୍ଡିଖୋଲ ଟ୍ରାଫିକ ଛକ ଉପରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ତେବେ ଟ୍ରାଫିକ ନିୟମ ନମାନି ଏକ ଟ୍ରକ ଜଣେ ବାଇକ ଆରୋହୀଙ୍କୁ ଧକ୍କା ଦେଇଛି। ଫଳରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ବ‌େଳେ ପଛରେ ବସିଥିବା ବ୍ୟକ୍ତି ଗୁରୁତର ଆହତ ହୋଇ କଟକ…

ରାଧାରମଣ

ରାଧାରମଣ ହେ ମୁରଲୀ ପାଣି l ରାଧାରାଣୀ ନେତ୍ରୁ ବୁହଇ ପାଣି ll ମଣି ବିମାନେ ଶ୍ରୀରାଧାଗୋବିନ୍ଦ l ଢ଼ଳି ଢ଼ଳି ଚାଲି ଭକ୍ତେ ଆନନ୍ଦ ll ଭକ୍ତ ଗଣ ସଙ୍ଗେ ଆନନ୍ଦେ ବୁଲି l ଚାଚେରୀ ଚାଖନ୍ତି ଖେଳନ୍ତି ହୋଲି ll ବନ ଫୁଲେ ଶୋଭା ଶ୍ରୀବନମାଳି l ଶିରେ ବନ୍ଧା ଜାମୁ କଦମ୍ବ ଡାଳି ll ହସ୍ତେ…

କଳିଯୁଗେ ନାମ ରୂପେ କୃଷ୍ଣ ଅବତାର

କଳି ଯୁଗରେ କୃଷ୍ଣକଳା ଧରି ଅବତାର ଲଭିଥିବା ନାମାଚାର୍ଯ୍ୟ ମହାପ୍ରଭୁ ଶ୍ରୀଚୈତନ୍ୟ,ଏ ଜାଗତିକ ଦୃଷ୍ଟିରେ ସମଗ୍ରବିଶ୍ୱରେ ଏକ ବିସ୍ମୟକର ବ୍ୟକ୍ତିତ୍ୱl ଭାଗବତ ମହାପୁରାଣ କହେ କଳି ଯୁଗରେ ନାମ ସଂକୀର୍ତ୍ତନ ହିଁ ଯୁଗଧର୍ମ l ଶ୍ରୀ ଚୈତନ୍ୟ ମହାପ୍ରଭୁ ସେହି ନାମ ମହିମା କଥା କହିଛନ୍ତି, " ନାମ…

ଛତିଶଗଡ଼ର ନବମ ରାଜ୍ୟପାଳ ଭାବେ ବିଶ୍ବଭୂଷଣଙ୍କର ଶପଥ ଗ୍ରହଣ

ରାୟପୁର, ୨୩.୦୨ ଛତିଶଗଡ଼ର ନୂଆ ରାଜ୍ୟପାଳ ଭାବେ ବିଶ୍ବଭୂଷଣ ହରିଚନ୍ଦନ ଆଜି ଶପଥ ଗ୍ରହଣ କରିଛନ୍ତି। ରାୟପୁରସ୍ଥିତ ରାଜଭବନର ଦରବାର ହଲଠାରେ ଆୟୋଜିତ ଏକ ଭବ୍ୟ ଉତ୍ସବରେ ଛତିଶଗଡ଼ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଅରୂପ କୁମାର ଗୋସ୍ୱାମୀ ଶ୍ରୀ ହରଚନ୍ଦନଙ୍କୁ ରାଜ୍ୟର ନବମ ରାଜ୍ୟପାଳ ଭାବେ…