ଇଣ୍ଡିଗୋ ବିମାନକୁ ପୁଣି ବୋମା ଧମକ: କୋଲକାତାରେ ହେଲା ଜରୁରୀକାଳୀନ ଅବତରଣ
ନୂଆଦିଲ୍ଲୀ : ଆସାମର ଡିବ୍ରୁଗଡ଼ରୁ କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଯାଉଥିବା ଏକ ଇଣ୍ଡିଗୋ ବିମାନକୁ ଶନିବାର ଏକ ବୋମା ଧମକ ମିଳିଥିଲା। ଇଣ୍ଡିଗୋ ବିମାନ ଭିତରେ ଥିବା ଏକ ୱାଶରୁମରେ ମିଳିଥିବା ଏକ ଲିପଷ୍ଟିକ୍ ଲେଖାଯାଇଥିବା ନୋଟରେ ଏହି ଧମକ ମିଳିଥିଲା।…