ଜେଲ ବେଦୀରେ ବାହାଘର : ପିଡିତା ହେଲେ ସାତଜନ୍ମର ସାଥୀ
ଭୁବନେଶ୍ବର: ସେଦିନ ନାବାଳିକାଙ୍କ ସରଳ ବିଶ୍ବାସରେ ବିଷ ଦେଇ ତାଙ୍କୁ ଗର୍ଭବତୀ କରାଇଥିଲା ଅଭିଯୁକ୍ତ। ବିବାହର ପ୍ରଲୋଭନରେ ନାବାଳିକା ଗର୍ଭବତୀ ହୋଇଯିବା ପରେ ବଢ଼ିଥିଲା ସମସ୍ୟା। ବାହାଘର ହୋଇପାରିଲା ନାହିଁ। ଏଭଳି ଅବୈଧ କାର୍ଯ୍ୟ ପାଇଁ ଗିରଫ ହେଲା ଅଭିଯୁକ୍ତ। ସେ ଜେଲ୍ରେ ରହିବା…