ପ୍ରଣମାମୀ ମହାଯୋଗୀ
==============
ପ୍ରଣମାମୀ ସନ୍ଥ ଜ୍ଞାନେଶ୍ବର ମହାଯୋଗୀ l
ପ୍ରଣମାମୀ ବିଶ୍ୱଗୁରୁ ବିଭୁ ନାମ ଭୋଗୀ ll
ଈଶ୍ୱର ପ୍ରେରିତେ ଆବିର୍ଭୁତ ଅଭିପ୍ରେତ l
ମାନବକଲ୍ୟାଣେ ତଵ ବାଣୀ ପ୍ରଚାରିତ ll
ତୁମ୍ଭ ଦିଗ୍ଦର୍ଶନକୁ ସାଧି ଇତର ପରାଣୀ l
ଅତି ମାନବ ସମ୍ଭବ ଏହା ତୁମ୍ଭ…