କ୍ରୀଡ଼ା ଜୀବନରୁ ଅବସର ନେଲେ ହକି ଅଲିମ୍ପିଆନ ନମିତା ଟପ୍ପୋ
ରାଉରକେଲା: ଏକ ଦଶନ୍ଧିର କ୍ରୀଡ଼ା ଜୀବନରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ଭାରତୀୟ ମହିଳା ହକି ଦଳର ତାରକା ମିଡ୍ଫିଲ୍ଡର ଅଲିମ୍ପିଆନ ନମିତା ଟପ୍ପୋ। ପାନପୋଷ କ୍ରୀଡ଼ା ଛାତ୍ରାବାସରୁ କ୍ରୀଡ଼ା ଜୀବନ ଆରମ୍ଭ କରିଥିବା ନମିତା କନିଷ୍ଠ, ବରିଷ୍ଠ ବର୍ଗରେ ଏକାଧିକ ମ୍ୟାଚ୍ ଖେଳିଥିବାବେଳେ ଭାରତୀୟ…