ବାଲେଶ୍ୱର ଚିଙ୍ଗୁଡି ପ୍ରୋସେସିଂ ପ୍ଲାଣ୍ଟରେ ଗ୍ୟାସ୍ ଲିକ୍ । ୪୦ରୁ ଅଧିକ ମହିଳା ଶ୍ରମିକ ଗୁରୁତର

ବାଲେଶ୍ୱର ଖନ୍ତାପଡ଼ାରେ ଅଘଟଣ । ହାଇଲ୍ୟାଣ୍ଡ ଚିଙ୍ଗୁଡ଼ା ଫ୍ୟାକ୍ଟେରୀରେ ଗ୍ୟାସ ଲିକ୍ ହୋଇଥିବା ସୂଚନା ମିଳିଛି । ଗ୍ୟାସ୍ ଲିକ୍ ହେବାରୁ ସେଠାରେ କାର୍ଯ୍ୟରତ ୪୦ରୁ ଅଧିକ ମହିଳା ଶ୍ରମିକ ଅସୁସ୍ଥ ହୋଇଛନ୍ତି । ସେମାନଙ୍କୁ ପ୍ରଥମେ ଖନ୍ତାପଡ଼ା ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ୮ ଜଣ…

ଲତା ମଙ୍ଗେସକରଙ୍କ ଜୟନ୍ତୀ, ଲତାଙ୍କ ନାମରେ ନୂଆ ଛକର ଉଦଘାଟନ କଲେ ଯୋଗୀ ଆଦିତ୍ୟନାଥ

ସେପ୍ଟେମ୍ବର ୨୮ରେ ଭାରତରତ୍ନ ଲତା ମଙ୍ଗେସରକରଙ୍କ ଜୟନ୍ତୀ ପାଳନ କରାଯାଇଛି । ଏହି ମୌକାରେ ଦେଶ ଓ ବିଦେଶରେ ଲତାଙ୍କ ପ୍ରଶଂସକଙ୍କ ନିଜ ନିଜ ଅନ୍ଦାଜରେ କୋକିଳକଣ୍ଠୀଙ୍କୁ ମନେପକାଇଛନ୍ତି । ଅଯୋଧ୍ୟାରେ ଲତାଙ୍କ ନାଁରେ ଏକ ଛକର ନାମିତ କରାଯାଇଛି । ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ…

ମହାନଦୀରେ ମତ୍ସ୍ୟସମ୍ପଦ ବିକାଶ ଓ ଉତ୍ପାଦନ ବୃଦ୍ଧି ନିମନ୍ତେ ଉନ୍ନତ ମାଛ ଜାଆଁଳା ଛାଡିବା କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର : ଜିଲ୍ଲାର ମତ୍ସ୍ୟଜୀବି ଙ୍କ ଜୀବନ ଜୀବିକାର ଉନ୍ନତି ତଥା ଆର୍ଥିକ ପ୍ରଗତିରେ ବିକାଶ ଆଣିବା ଲକ୍ଷ୍ୟ ରେ ଓଡିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଆନୁକୂଲ୍ୟରେ ଜିଲ୍ଳା ମତ୍ସ୍ୟ ବିଭାଗ ସୁବର୍ଣ୍ଣପୁର ତରଫରୁ ଆଜି ମହାନଦୀର ରାମେଶ୍ୱର ସଙ୍ଗମ ତଥା ତେନ୍ତୁଳିଘାଟ ରେ…

ଚାଳକଙ୍କୁ ହତ୍ୟା ! ପାରାଦୀପରୁ ଚୋରି ଟ୍ରେଲର ଜମ୍ଭିରା ଜଙ୍ଗଲରୁ ଉଦ୍ଧାର, ୫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ବାରିପଦା:  ଅପରାଧିଙ୍କ ନିରାପଦ ସ୍ଥଳୀ ପାଲଟିବାକୁ ଯାଉଛି ମୟୁରଭଞ୍ଜ ଜିଲ୍ଳା । ସୀମାନ୍ତରେ ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ରାଜ୍ୟ ଥିବାରୁ ଅପରାଧିଙ୍କୁ ବେଶ ସୁହାଉଛି । ପାରାଦୀପରୁ ଏକ ଚୋରୀ ଟ୍ରେଲର(ଲମ୍ବା ଟ୍ରକ) ଚାନ୍ଦୁଆ ଥାନା ଅଧୀନ ଜମ୍ଭୀରା ଡ୍ୟାମ ନିକଟ ଶାଳଜଙ୍ଗଳରୁ ଉଦ୍ଧାର ପରେ ଏହା…

ସାଥୀରେ

ଏମିତି ବନ୍ଧୁଟିଏ ଗୋଲାପ ବଗିଚାର ସଜ ଫୁଟା ଫୁଲଟିଏ କୋମଳ ହୃଦୟରେ ଆପଣାର କରିନିଏ l ଏମିତି ବନ୍ଧୁଟିଏ ଦୁଃଖରେ ଦୁଃଖୀ ସୁଖରେ ସୁଖୀ ଛାଇ ଆଲୁଅପରି ସାଥୀରେ ରୁହେ l ଏମିତି ବନ୍ଧୁଟିଏ ସମ୍ପର୍କ ର ନିବିଡ଼ତା ପ୍ରେମିକା ଠାରୁ ଭଲ କବିତା ସାଥୀରେ ଜୀବନ ବିତାଇବାକୁ ଚାହେଁ l…

କଲମ

ନିର୍ଜୀବ ଜୀବନ ଧାରଣ ଦେଖି ପାରେନି ଶୁଣି ପାରେନି କିନ୍ତୁ ,କହିପାରେ ଲେଖନୀର ତୀକ୍ଷ୍ଣ ମୁନରେ l ସହି ପାରେନି କାହାର ଦୁଃଖ,କଷ୍ଟ, ଯନ୍ତ୍ରଣାକୁ ଝରାଇ ଦିଏ ଦୁଇଟୋପା ଲୁହ ଦୁର୍ବାର ସାହସ ସୃଷ୍ଟି କରେ ଜୀବନକୁ ବାଜି ଲଗାଇ l ଭାଙ୍ଗି ପଡିନି ବନ୍ଧୁକର ଗୁଳିକୁ ଖାତିର ନାହିଁ ଭଲକୁ…

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ଚକ୍ରଧର ତ୍ରିପାଠୀ

କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡା ସ୍ଥିତ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ଭାବେ ପ୍ରଫେସର ଚକ୍ରଧର ତ୍ରିପାଠୀ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି। ଭାରପ୍ରାପ୍ତ କୁଳପତି ପ୍ରଫେସର ଏସକେ ପାଲିତାଙ୍କ ଠାରୁ ସେ ଦାୟିତ୍ଵ ଗ୍ରହଣ କରିଛନ୍ତି। ପ୍ରଫେସର ତ୍ରିପାଠୀ ପାଞ୍ଚ…

ପ୍ରକୃତିବନ୍ଧୁ ନବକିଶୋରଙ୍କ ସବୁଜ ବଳୟ ସୃଷ୍ଟି ଅଭିଯାନ ।

କଟକ : କଟକ ସଦର ୪୨ ମୌଜା,ଶ୍ରୀରାମ ମୌଜା ନିବାସୀ ପ୍ରକୃତିବନ୍ଧୁ ନବକିଶୋର ପଣ୍ଡା ଦୀର୍ଘ ତିରିଶ ବର୍ଷ ଧରି ଅବିରତ  ବୃକ୍ଷରୋପଣ,ପ୍ରାକୃତିକ ପରିବେଶ ଓ ଜଙ୍ଗଲ ସୃଷ୍ଟି ଅଭିଯାନ ଜାରି ରଖିଛନ୍ତି। ମହାମାରୀ କୋରୋନା ରୁ ମିଳିଥିବା ଶିକ୍ଷା ଅନୁସାରେ ସବୁଜ ବଳୟ ହିଁ ମାନବ ସମାଜର କଲ୍ୟାଣ ପାଇଁ…

ପରଲୋକରେ ଜୟନ୍ତୀ ପଟ୍ଟନାୟକ ।

ଭୁବନେଶ୍ୱର : ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଵ ପଟ୍ଟନାୟକଙ୍କ ପତ୍ନୀ ଶ୍ରୀମତୀ ଜୟନ୍ତୀ ପଟ୍ଟନାୟକ ଙ୍କ ୯୦ ବର୍ଷ ରେ ପରଲୋକ ସେ ଜଣେ ରାଜନେତ୍ରୀ, ସୁସାହିତ୍ୟକl  ଅନୁବାଦିକା ଥିଲେ l ୧୯୮୧ ମସିହା ରେ କଟକ ରୁ ନିର୍ବାଚିତ ହୋଇଥିଲେ,୧୯୯୬ରେ ମହିଳା ଗୌରବ ସନ୍ନମାନ ରେ ସାନମାନିତା…

ନାସା ରଚିଲା ଇତିହାସ : ପୃଥିବୀକୁ ଧ୍ୱଂସରୁ ରକ୍ଷା କରିବାର ମିଶନ ସଫଳ

ନାସା ରଚିଲା ଇତିହାସ : ପୃଥିବୀକୁ ଧ୍ୱଂସରୁ ରକ୍ଷା କରିବାର ମିଶନ ସଫଳ 🌍 – ଡାଇମରଫସ୍ ଗ୍ରହାଣୁର ଆକାର ୧୬୩ ମିଟର 🌍 – ୭୮୦ ମିଟର ବିଶିଷ୍ଟ ଡିଡିମାସ୍ ଗ୍ରହାଣୁର ଚାରିପଟେ ଘୁରି ବୁଲିଥିଲା 🌍 – ଡାଇମରଫସ୍ ଓ ଡିଡାମସ୍ ଭିତରେ ଦୂରତା ୧ ଦଶମିକ ୨ କିଲୋମିଟର 🌍 – ନାସା ପ୍ରସ୍ତୁତ…