ପୋଲତଳୁ ବ୍ୟାଙ୍କ କର୍ମଚାରୀଙ୍କ ମୃତଦେହ ଉଦ୍ଧାର

ବୌଦ୍ଧ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ବାଇପାସ ରାସ୍ତା କଡ଼ ଏକ ପୋଲ ତଳୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଲେ ଚିତ୍ତରଞ୍ଜନ ନାଏକ। ସେ ଜଣେ ବ୍ୟାଙ୍କ କର୍ମଚାରୀ ହୋଇଥିବା ବେଳେ ମନମୁଣ୍ଡା ନିକଟ ଦେଉଳି ଗାଁରେ ଭଡ଼ାରେ ରହୁଥିବା ଜଣାଯାଇଛି। ଆଜି ସକାଳୁ…

ଖୁବ୍‌ ଶୀଘ୍ର ମଣିଷ ମସ୍ତିଷ୍କରେ ‘ବ୍ରେନ୍‌ ଚିପ୍‌’ ଲାଗିବ ବୋଲି ଆଶା କରୁଛନ୍ତି ଏଲନ୍‌ ମସ୍କ୍‌; ନିଜେ ମଧ୍ୟ ଗୋଟାଏ…

ସାନ୍‌ ଫ୍ରାନ୍‌ସିସ୍‌କୋ: ୬ ମାସ ମଧ୍ୟରେ ତାଙ୍କ କମ୍ପାନିଗୁଡ଼ିକ ମଧ୍ୟରୁ ଗୋଟିଏ ମାନବ ମସ୍ତିଷ୍କରେ ଗୋଟାଏ ‘ଚିପ୍‌’ ରୋପଣ କରିବାରେ ସମର୍ଥ ହେବ ଯାହା ବଳରେ ଉକ୍ତ ବ୍ୟକ୍ତିଜଣକ କମ୍ପ୍ୟୁଟର୍‌ ସହିତ ଯୋଗସୂତ୍ର ସ୍ଥାପନ କରିପାରିବ ବୋଲି ବୁଧବାର ଦିନ ‘ଟେକ୍‌ ବିଲିୟନେୟାର୍‌’ ଏଲନ୍‌…

‘ଜୟଦେବ’ ପୁରସ୍କାରପ୍ରାପ୍ତ ବର୍ଷିୟାନ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ

କଟକ: ବର୍ଷିୟାନ ଅଭିନେତ୍ରୀ ଝରଣା ଦାସ ଆଉ ନାହାନ୍ତି। ଗତକାଲି ବିଳମ୍ବିତ ରାତିରେ କଟକ ଚଣ୍ଡୀ ଛକ ନିକଟସ୍ଥ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ବେତାରରେ ସେ ବେଶ ଲୋକପ୍ରିୟ ହେବା ପରେ ଷାଠିଏ ଦଶକରେ ସେ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ। …

ଯୁବତୀଙ୍କୁ ଦୁଷ୍କର୍ମ ପରେ ଫଟୋ ଭାଇରାଲ୍‌!

କଟକ : କଟକରେ ରହୁଥିବା ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି। କେତେକ ଅନ୍ତରଙ୍ଗ ଫଟୋକୁ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ କରାଯାଇଛି। ସୂଚନା ଅନୁଯାୟୀ, ଖୋର୍ଧା ଜିଲ୍ଲା ଟାଙ୍ଗୀର ସଂପୃକ୍ତ ଯୁବକ ଢେଙ୍କାନାଳ ଅଞ୍ଚଳର ଜଣେ ଯୁବତୀଙ୍କ ସହିତ ଗଲା ୪ ବର୍ଷ ହେଲା…

‘ବଙ୍ଗାଳୀଙ୍କ ପାଇଁ ମାଛ ରାନ୍ଧିବ’ ଟିପ୍ପଣୀ ପାଇଁ କ୍ଷମାଭିକ୍ଷା କଲେ ଅଭିନେତା ପରେଶ ରାୱଲ୍‌

ନୂଆଦିଲ୍ଲୀ: ଗୁଜରାଟରେ ‘ବିଜେପି’ ସପକ୍ଷରେ ପ୍ରଚାର ଅଭିଯାନ ଚଳାଇଥିବା ବେଳେ ‘ବଙ୍ଗାଳୀଙ୍କ ପାଇଁ ମାଛ ରାନ୍ଧିବ’ ଟିପ୍ପଣୀ ଦେଇ ତୀବ୍ର ସମାଲୋଚିତ ହୋଇଥିବା ଅଭିନେତା ପରେଶ ରାୱଲ୍‌ ଆଜି କ୍ଷମାଭିକ୍ଷା କରିଛନ୍ତି। ଆଜି ସକାଳେ ଟୁଇଟ୍‌ କରି ସେ କ୍ଷମାଯାଚନା କରିବା ସହ ସ୍ପଷ୍ଟୀକରଣ ଦେଇ…

ଚା’ ଓ ଆମର ସ୍ୱାସ୍ଥ୍ୟ

ଆମ ଶରୀର ପାଇଁ ଜଳ ଅତ୍ୟାବଶ୍ୟକ। ସେଥିପାଇଁ ଜଳର ଅନ୍ୟନାମ ଜୀବନ। କିନ୍ତୁ ପାନୀୟ ଦୃଷ୍ଟିରୁ ଜଳ ପରେ ଯେ ଚା’ର ସ୍ଥାନ, ଏହା ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ୍ୟ। ଚା’ର ବ୍ୟବହାର ପ୍ରଥମେ ଚୀନ୍ ଦେଶରେ ହୋଇଥିଲା। ସାଧାରଣ ସ୍ୱାସ୍ଥ୍ୟର ଉନ୍ନତି ନିମନ୍ତେ ଏବଂ ଅତିଶୟ ନିଦ୍ରାର ଔଷଧ ରୂପେ ଏହାର…

ସିଦ୍ଧୁ ମୂସେୱାଲା ହତ୍ୟାକାଣ୍ଡର ମାଷ୍ଟର୍‌ମାଇଣ୍ଡ୍‌ ଗ୍ୟାଙ୍ଗ୍‌ଷ୍ଟର୍‌ ଗୋଲ୍‌ଡି ବ୍ରାର କାଲିଫର୍ଣ୍ଣିଆରେ ଅଟକ

ନୂଆଦିଲ୍ଲୀ: ଗାୟକ-ରାଜନେତା ସିଦ୍ଧୁ ମୂସେୱାଲାଙ୍କ ହତ୍ୟାକାଣ୍ଡର ମାଷ୍ଟର୍‌ମାଇଣ୍ଡ୍‌ ବୋଲି ମନେକରାଯାଉଥିବା ଗ୍ୟାଙ୍ଗ୍‌ଷ୍ଟର୍‌ ଗୋଲ୍‌ଡି ବ୍ରାରଙ୍କୁ ଯୁକ୍ତରାଷ୍ଟ୍ର ଆମେରିକାର ସରକାରୀ କର୍ତ୍ତୃପକ୍ଷମାନେ କାଲିଫର୍ଣ୍ଣିଆରେ ଅଟକ ରଖିଥିବା କଥା ଗୁଇନ୍ଦାସୂତ୍ରରୁ ଜଣାପଡ଼ିଛି। ତାଙ୍କୁ…

ମେକ୍ ଇନ ଓଡ଼ିଶା କନକ୍ଲେଭକୁ ସିପିଆଇ(ମାଓବାଦୀ)ର ବିରୋଧ

କଲ୍ୟାଣସିଂହପୁର: ବାଂଶଧାରା ଘୁମୁସର ନାଗବଳୀ ଡିଭିଜନାଲ କମିଟି ସିପିଆଇ(ମାଓବାଦୀ) ପକ୍ଷରୁ ଏକ ପ୍ରେସ ବିବୃତି ବିଭିନ୍ନ ଗଣମାଧ୍ୟମକୁ ଡାକ ଯୋଗେ ମିଳିଛି। ଏଥିରେ ଡିସେମ୍ବର ୨ରୁ ୮ ପର୍ଯ୍ୟନ୍ତ ପିଏଲଜିଏ ସପ୍ତାହ ପାଳନ କରିବା ପାଇଁ ନିବେଦନ କରିଛନ୍ତି ମାଓବାଦୀ। ଏଥିରେ ଉଲ୍ଲେଖ ରହିଛି ଯେ…

ଫିଫା ବିଶ୍ବକପ୍‌: ବିଜେତା ଫ୍ରାନ୍ସକୁ ହରାଇଲା ଟ୍ୟୁନିସିଆ

ଅଲ୍ ରାୟନ/ଅଲ୍ ଜା‌ନୌବ (କାତାର): ଚଳିତ ଫିଫା ବିଶ୍ବକପ୍‌ର ଗ୍ରୁପ୍‌ ‘ଡି’ ଲିଗ୍ ପର୍ଯ୍ୟାୟ ବୁଧବାର ଶେଷ ହୋଇଯାଇଛି। ୨ ଥର ବିଜେତା ଫ୍ରାନ୍ସ ପରାଜୟ ବରଣ କରିବା ‌ସତ୍ତ୍ବେ ଏହି ଗ୍ରୁପ୍‌ର ବିଜେତା ଭାବେ ପ୍ରିକ୍ବାର୍ଟରଫାଇନାଲ୍‌କୁ ଉନ୍ନୀତ ହୋଇଛି। ବୁଧବାର ଶେଷ ଲିଗ୍‌ରେ ଟ୍ୟୁନିସିଆ…

କାଳିଆପାଣି ତାରିଣୀ ବଜାର ହତ୍ୟାକାଣ୍ଡ: ଅଭିଯୁକ୍ତର ଟ୍ରକ୍‌ ଓ ଘର ଜାଳିଦେଲେ

କାଳିଆପାଣି : ଯାଜପୁର ଜିଲ୍ଲା କାଳିଆପାଣି ତାରିଣୀ ବଜାରରେ ଗତକାଲି ରାତି ଘଟିଥିବା ଜଘନ୍ୟ ହତ୍ୟାକାଣ୍ଡକୁ ନେଇ ବୁଧବାର ଦିନ ଦିନତମାମ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିଲା। ବୁଧବାର ସକାଳୁ ଅଭିଯୁକ୍ତର ୧୪ ଚକିଆ ଟ୍ରକ୍‌(ଓଡି-୦୪ଇ-୦୦୧୮)କୁ ଉତ୍ତ୍ୟକ୍ତ ଲୋକେ ପୋଡ଼ି ଦେଇଥିଲେ। ସେହିପରି…