ଆଜି ଦେଶରେ ୨୨୬ ନୂଆ କୋଭିଡ୍‌-୧୯ ସଂକ୍ରମଣ; ୧ ମୃତ୍ୟୁ

ନୂଆଦିଲ୍ଲୀ: ଆଜି ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ପୁଣି କିଛି ହ୍ରାସ ପାଇ ଅଢ଼େଇ ଶହ ତଳେ ରହିଛି ଏବଂ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ପୁଣି କିଛି ହ୍ରାସ ପାଇ ଥିଲେ ବି ୫ ହଜାର ତଳେ ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ…

ଅଜଣା ଗାଡ଼ିର ଧକ୍କାରେ ଯୁବକଙ୍କ ପ୍ରାଣହାନି: ପ୍ରେମଜନିତ ହତ୍ୟା ଅଭିଯୋଗ

କାମାକ୍ଷାନଗର/ଭୁବନ: ଢେଙ୍କାନାଳ ଜିଲ୍ଲାର ମଠକରଗୋଳ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ଅଜଣା ଗାଡ଼ିର ଧକ୍କାରେ ଜଣେ ଯୁବକଙ୍କ ପ୍ରାଣହାନି ଘଟିଛି। ସୂଚନା ଅନୁଯାୟୀ, ସଞ୍ଜୟ କୁମାର ନାୟକଙ୍କ ଏକମାତ୍ର ପୁତ୍ର ସତ୍ୟବ୍ରତ କୁମାର ନାୟକ ଗତକାଲି ଜିରାଳକୁ ଯାଇଥିଲେ।…

ବିଦେଶୀ ଛାତ୍ରୀଙ୍କୁ ଅସଦାଚରଣ ମହଙ୍ଗା ପଡ଼ିଲା; ଗିରଫ ହେଲେ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ ପ୍ରଫେସର

ହାଇଦ୍ରାବାଦ: ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସରଙ୍କୁ ଜଣେ ବିଦେଶୀ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ହାଇଦ୍ରାବାଦର ଗାଚିବୋଲି ପୁଲିସ ଶନିବାର ଦିନ ଗିରଫ କରିଛି। ଶୁକ୍ରବାର ରାତିରେ କ୍ୟାମ୍ପସ ଭିତରେ ଏହି ଘଟଣା ଘଟିଥିଲା ଯେଉଁଥିରେ ଜଣେ ଥାଇ ଛାତ୍ରୀଙ୍କୁ…

ହିନ୍ଦୁମାନେ ୨୨ବର୍ଷ ଭିତରେ ବିବାହ କଲେ ମୁସଲିମଙ୍କ ଭଳି ଅଧିକ ପିଲା ଜନ୍ମ କରିପାରିବେ: ବଦରୁଦ୍ଦିନ ଅଜମଲ

ନୂଆଦିଲ୍ଲୀ: ଅଧିକ ପିଲା ଜନ୍ମ କରିବାର ଟିପ୍ସ ହିନ୍ଦୁମାନେ ମୁସଲମାନଙ୍କଠାରୁ ନେବା ଉଚିତ୍। ଏଭଳି ବୟାନ ଦେଇ ବିବାଦରେ ଛନ୍ଦି ହୋଇଛନ୍ତି ଅଲ ଇଣ୍ଡିଆ ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟ(ଏଆଇଡିୟୁଏଫ) ମୁଖ୍ୟ ବଦରୁଦ୍ଦିନ ଅଜମଲ। ସେ କହିଛନ୍ତି ଯେ ମୁସଲମାନଙ୍କ ପରି ହିନ୍ଦୁମାନେ କମ ବୟସରେ…

ହକି ବିଶ୍ବକପ୍‌ ଟ୍ରଫି ପରିକ୍ରମା ୫ରୁ, ୨୧ ଦିନ ଧରି ‌ଦେଶର ୧୬ ସହର ବୁଲିବ

ଭୁବନେଶ୍ବର : ଆସନ୍ତା ମାସ ୧୩ ତାରିଖରୁ ଭୁବନେଶ୍ବର ଓ ରାଉରକେଲାରେ ଆୟୋଜିତ ହେବ ପୁରୁଷ ହକି ବିଶ୍ବକପ୍‌। ଏହି ବିଶ୍ବକପ୍‌ ଟ୍ରଫି ପରିକ୍ରମା ପାଇଁ ହକି ଇଣ୍ଡିଆ ‌ଶୁକ୍ରବାର ସୂଚୀ ଘୋଷଣା କରିଛି। ୨୧ ଦିନ ଧରି ଏହି ଟ୍ରଫି ଦେଶର ପ୍ରମୁଖ ୧୬ ସହର ଯାତ୍ରା କରିବ। ଏଥିରେ ୧୨ ରାଜ୍ୟ ଓ ଗୋଟିଏ…

ପାଗଳା କୁକୁର କାମୁଡ଼ାରେ ୩୦ରୁ ଅଧିକ ଲୋକ ଗୁରୁତର

ବାଲେଶ୍ୱର: ବାଲେଶ୍ୱର ସହର ସୁନହଟ ଅଂଚଳ ୧, ୪ ଓ ୧୧ ନମ୍ବର ୱାର୍ଡରେ ପାଗଳା କୁକୁର ଆକ୍ରମଣ କରି ୩୦ରୁ ଅଧିକ ଲୋକଙ୍କୁ ଗୁରୁତର ଆହତ କରିଛି। ସମସ୍ତେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ରହେମଦ ଖାନ, ଶେଖ ଅମାନୁଲ୍ଲ, କମରୁଲ ବିବି, ଶେଖ କାଦର, ଗୋପାଳ ଚନ୍ଦ୍ର ସେଠୀ, ଶେଖ…

ମହିଳା ସଶକ୍ତିକରଣ କେବଳ ସ୍ଲୋଗାନ୍ ନୁହେଁ, ଏକ ପବିତ୍ର ଦାୟିତ୍ଵ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଭୁବନେଶ୍ବରରେ ଚାଲିଥିବା ମେକ୍‌ ଇନ୍ ଓଡିଶା କନକ୍ଲେଭରେ ଆଜି ମହିଳା ଉଦ୍ୟୋଗୀ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କହିଥିଲେ ଯେ ୨୦୦୧ରେ ଆରମ୍ଭ ହୋଇଥିବା ମିଶନ ଶକ୍ତି, ଆଜି ଓଡ଼ିଶାର ସତୁରି ଲକ୍ଷ…

ଅକ୍ଷୟ କୁମାରଙ୍କୁ ଏହି କାରଣରୁ ଈର୍ଷା କରନ୍ତି ସୁନୀଲ ସେଟ୍ଟୀ

ମୁମ୍ବାଇ: ବଲିଉଡର ୨ ସୁପରଷ୍ଟାର ସୁନୀଲ ସେଟ୍ଟୀ ଏବଂ ଅକ୍ଷୟ କୁମାର ପ୍ରାୟ ଏକା ସମୟରେ ସେମାନଙ୍କର ଅଭିନୟ ଯାତ୍ରା ଆରମ୍ଭ କରିଥିଲେ। ଏହି ଦୁଇ ଜଣ ଅନେକ ଫିଲ୍ମରେ ଏକା ସାଥିରେ କାମ କରିଛନ୍ତି। ଧଡକନ ଚଳଚ୍ଚିତ୍ରରେ ୨ ଜଣଙ୍କ ଭୂମିକା ଏତେ ଗୁରୁତ୍ୱପୂର୍ଣ୍ଣ ଥିଲା ଯେ ଦୁହିଙ୍କ ମଧ୍ୟରୁ ଜଣଙ୍କୁ…

ପୌର ନିଗମରେ ବିପର୍ଯ୍ୟସ୍ତ ପରିମଳ, ଅନୁମତି ପରେ ବି ସବୁ ୱାର୍ଡରେ ଆରମ୍ଭ ହେଲାନି ସଫେଇ

କଟକ: ସହରର ପରିମଳ ଟେଣ୍ଡରକୁ ନେଇ ସରକାରଙ୍କ ପକ୍ଷରୁ ଗଲା ସେପ୍ଟେମ୍ବର ମାସରେ ଅନୁମତି ମିଳିଥିଲା। ମାତ୍ର ଏହା ମଧ୍ୟରେ ୨ମାସ ବିତି ଯାଇଥିଲେ ବି ଏହାକୁ ସଂପୂର୍ଣ୍ଣ ଭାବେ ନିଗମର ସବୁ ୱାର୍ଡରେ କାର୍ଯ୍ୟକ୍ଷମ କରାଯାଇ ପାରିଲା ନାହିଁ। ଦୁଇ ମାସ ମଧ୍ୟରେ ନିଗମର ୫୯ଟି ୱାର୍ଡରୁ କେବଳ ୨୫ଟି…

ବିବାହ ଉତ୍ସବ ହୋଇଗଲା ଖଟା; ଭୋଜିଖାଇ ୧୦୦ରୁ ଅଧିକ ଅସୁସ୍ଥ ୨୦ରୁ ଅଧିକ ଡାକ୍ତରଖାନାରେ ଭର୍ତ୍ତି

ଧର: ମଧ୍ୟପ୍ରଦେଶର ଧର ଜିଲ୍ଲାରେ ଏକ ବିବାହ ଉତ୍ସବ ଖଟା ହୋଇଯାଇଛି। କାରଣ ଶୁକ୍ରବାର ଦିନ ବିବାହ ଭୋଜି ଖାଇବା ପରେ ୧୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇ ପଡ଼ିଥିଲେ। ଏମାନଙ୍କ ମଧ୍ୟରୁ ୨୦ରୁ ଅଧିକ ଲୋକଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।…