ତପ୍ତପାଣି ଘାଟିରେ ବସ୍ ବ୍ରେକଫେଲ୍‌, ୧୦ ଆହତ

ପାଟପୁର: ଗଞ୍ଜ‌ାମ ଜିଲ୍ଲା ପାଟପୁର ଥାନା ଅଧୀନ ତପ୍ତପାଣି ଘାଟି ପାଳୁଖୋଳା ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ‘ମହାଲକ୍ଷ୍ମୀ’ ନାମକ ଘରୋଇ ବସ୍‌ଟି ଗଜପତି ଜିଲ୍ଲା ଅଡ଼ବାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ତପ୍ତପାଣି ଘାଟି ତଳକୁ ଖସୁଥିବା ସମୟରେ…

ଆନ୍ତର୍ଜାତିକ ଶୋଭନୀୟ ଉତ୍ସବ-୨୦୨୩ ଆୟୋଜିତ

ଉଦୟଗିରି / ଭୁବନେଶ୍ୱର: ଆଜିର ସମାଜରେ ଅଶୋଭନୀୟତା, ଅସହିଷ୍ଣୁତା ଏବଂ ଅସାମାଜିକତାର ମାତ୍ରାଧିକ ବୃଦ୍ଧି ନେଇ ଘୋର ଉଦ୍‍ବେଗ ପ୍ରକାଶ କରାଯାଇଛି । ଏହି ପୃଷ୍ଠଭୂମିରେ ଆନ୍ତର୍ଜାତିକ ସ୍ତରରେ ଶୋଭନୀୟ ଆନ୍ଦୋଳନର ପ୍ରଚାର, ପ୍ରସାର ଓ ଏନେଇ ସଚେତନତାର ପ୍ରାସଙ୍ଗିକତା ଓ ଆବଶ୍ୟକତା ଯଥେଷ୍ଟ…

କାମ୍ବୋଡିଆ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୬ମୃତ ; ପ୍ରାଣ ବିକଳରେ ଡେଇଁଲେ ଲୋକେ

ହାନୋଇ : ଦକ୍ଷିଣ-ପୂର୍ବ ଏସୀୟ ଦେଶ କାମ୍ବୋଡିଆର ଏକ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ହୋଇ ଅତି କମରେ ୧୬ ଜଣ ଲୋକ ପ୍ରାଣ ହରାଇଥିବାବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଥାଇଲାଣ୍ଡ ସୀମା ନିକଟରେ ଥିବା କାମ୍ବୋଡିଆ ସହର ପୋଇପେଟରେ ଏହି ହୋଟେଲ- ଗ୍ରାଣ୍ଡ ଡାଇମଣ୍ଡ…

‘ପଠାନ୍‌’ ବିବାଦ: ଚଳଚ୍ଚିତ୍ର ଓ ଗୀତରେ ପରିବର୍ତ୍ତନ କରିବାକୁ ପରାମର୍ଶ ଦେଲା ‘ସେନ୍‌ସର୍‌ ବୋର୍ଡ’

ମୁମ୍ବାଇ: ଗୀତ ସମେତ ଚଳଚ୍ଚିତ୍ରରେ ନିର୍ଦ୍ଦିଷ୍ଟ କେତେକ ପରିବର୍ତ୍ତନ କରି ଉକ୍ତ ସଂଶୋଧିତ ସଂସ୍କରଣକୁ ପୁଣି ଥରେ ଦାଖଲ କରିବା ଲାଗି ଶାହାରୁଖ୍‌ ଖାନ୍‌ ଏବଂ ଦୀପିକା ପାଦୁକୋନ୍‌ଙ୍କ ଆଗାମୀ ଚଳଚ୍ଚିତ୍ର ‘ପଠାନ୍‌’ର ନିର୍ମାତାମାନଙ୍କୁ ‘ଦି ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ଫିଲ୍ମ…

ଝାଡଖଣ୍ଡ ଅଭିନେତ୍ରୀଙ୍କୁ ହତ୍ୟା ଘଟଣା: ଲୁଟେରାଙ୍କୁ ଟଙ୍କା ଦେଇ ସ୍ବାମୀ ହିଁ କରିଥିଲେ ହତ୍ୟା ଷଡ଼ଯନ୍ତ୍ର

ନୂଆଦିଲ୍ଲୀ: ସ୍ବାମୀଙ୍କୁ ବଞ୍ଚାଇବାକୁ ଯାଇ ଝାଡଖଣ୍ଡର ଜଣେ ଅଭିନେତ୍ରୀଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଥିଲା। ଝାଡଖଣ୍ଡର ଅଭିନେତ୍ରୀ ରିୟା କୁମାରୀଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଖବର ମିଳିବା ପରେ ଏବେ ତାଙ୍କ ସ୍ବାମୀ ପ୍ରକାଶ କୁମାର ହିଁ ସୁପାରୀ ଦେଇ ରିୟାଙ୍କୁ ହତ୍ୟା କରିଥିବା…

ରେଳବାଇ ସେବାରୁ ଇସ୍ତଫା ଦେଲେ ମନୋଜ କୁମାର ମିଶ୍ର

ଭୁବନେଶ୍ୱର: ପୂର୍ବତଟ ରେଳବାଇର ରେଲୱେ ଟ୍ରାଫିକ ସର୍ଭିସ(ଆଇଆରଟିଏସ) ଅଫିସର ମନୋଜ କୁମାର ମିଶ୍ର ରେଳବାଇ ସେବାରୁ ଇସ୍ତଫା ଦେଇଛନ୍ତି। ତାଙ୍କର ଇସ୍ତଫାକୁ ରାଷ୍ଟ୍ରପତି ସ୍ୱୀକାର କରିଛନ୍ତି। ଏନେଇ ନେଇ କେନ୍ଦ୍ର ରେଳ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ସୂଚନା ଜାରି ହୋଇଛି। ତେବେ ଶ୍ରୀ ମିଶ୍ର…

ଅନୁଗୁଳ ଷ୍ଟେସନରୁ ଗଡ଼ିଲା ସମ୍ବଲପୁର- ଶାଲିମାର ଟ୍ରେନ୍

ଅନୁଗୁଳ: ଅନୁଗୁଳ ଷ୍ଟେସନରୁ ଆଜି ଗଡ଼ିଛି ସମ୍ବଲପୁର- ଶାଲିମାର ଟ୍ରେନ୍। ମହିମା ଗୋସାଇଁଙ୍କ ନାମରେ ନାମିତ ହୋଇଛି ଏହି ଟ୍ରେନ୍। ଏହି ଟ୍ରେନ୍ ସମ୍ବଲପୁରରୁ ଅନୁଗୁଳ ଦେଇ ହାୱଡ଼ାକୁ ସଂଯୋଗ କରିବ। ଆଜି ଅନୁଗୁଳ ଷ୍ଟେସନରେ ପତାକା ଦେଖାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର…

ପାକିସ୍ତାନର ସିଞ୍ଝୋରୋରେ ହିନ୍ଦୁ ମହିଳାଙ୍କ ମୁଣ୍ଡକାଟ କରାଯାଇ ଚମଡ଼ା ଉତ୍ତାରି ଦିଆଯାଇଛି: ସାଂସଦ

ନୂଆଦିଲ୍ଲୀ: ବୁଧବାର ଦିନ ପାକିସ୍ତାନର ସିଞ୍ଝୋରୋ ସହରରେ ଜଣେ ହିନ୍ଦୁ ସମ୍ପ୍ରଦାୟର ମହିଳାଙ୍କୁ ହତ୍ୟା କରାଯାଇଥିବା କଥା ପାକିସ୍ତାନର ଜଣେ ମହିଳା ସିନେଟର୍‌ କହିଥିବା ‘ଇଣ୍ଡିଆ ଟୁଡେ’ ଆଜି ରିପୋର୍ଟ କରିଛି। ପାକିସ୍ତାନର ହିନ୍ଦୁ ସମ୍ପ୍ରଦାୟରୁ ସର୍ବ ପ୍ରଥମ ମହିଳା ସିନେଟର୍‌ କୃଷ୍ଣା…

କନ୍ଧମାଳରୁ ଗଞ୍ଜେଇ ଚାଲାଣ ବେଳେ ୪ ଜଣଙ୍କୁ ଧରିଲା ପୁଲିସ

ଭୁବନେଶ୍ୱର: କନ୍ଧମାଳରୁ ଗଞ୍ଜେଇ ଚାଲାଣ ବେଳେ ୪ଜଣଙ୍କୁ ଧରିଛି  ପୁଲିସ। ଦୁଇ ମହିଳା ଓ ଦୁଇ ପୁରୁଷଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରିଛି।  ଏକ କାରରେ ଗଞ୍ଜେଇ ଚାଲାଣ ହେଉଥିବାର ଖବର ପାଇ ପୁଲିସ ଚଢ଼ାଉ କରିଥିଲା। ତେବେ ଅଭିଯୁକ୍ତମାନେ ପୁଲିସକୁ ଚକମା ଦେଇ ଯାଉଥିବା ବେଳେ କାରକୁ ଧରିଥିଲା…

ସ୍ତ୍ରୀ’ର ମୃତ୍ୟୁ ପ‌ରେ ଗାତ ଖୋଳି ପୋତି ଦେଇଥି‌ଲା ସ୍ବାମୀ; ମାଟି ତଳୁ ମୃତଶରୀର କାଢ଼ି ତଦନ୍ତ ଆରମ୍ଭ କଲା ପୁଲିସ୍‌

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ଭାଗଲପୁର ମୁଣ୍ଡାସାହିରେ ସ୍ତ୍ରୀର ମୃତଦେହ ପୋତି ଦେବା ପରେ ଘଟଣା ଭିନ୍ନ ମୋଡ଼ ନେଇଛି । ସ୍ତ୍ରୀ କୁ ହତ୍ୟା କରାଯାଇଥିବ ପୁଲିସ ଅଭିଯୋଗ ପାଇବା ପରେ ଆଜି ମୃତ ଦେହକୁ ଖୋଳି ଘଟଣାର ତଦନ୍ତ ଆରମ୍ଭ କରିଛି। ଗତ ମାସ ୧୫ ତାରିଖରେ ରାମ…