ଅମୃତକାଳ ପାଇଁ ମୂଳଦୁଆ ପକାଇବ ଚଳିତ ବର୍ଷ ବଜେଟ୍: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଭୁବନେଶ୍ଵର: ଅମୃତକାଳ ପାଇଁ ମୂଳଦୁଆ ପକାଇବ ଚଳିତ ବର୍ଷ ବଜେଟ। ଭୁବନେଶ୍ଵରରେ ବଜେଟ ପରବର୍ତ୍ତୀ ଆଲୋଚନାଚକ୍ରରେ ଯୋଗ ଦେଇ ଏହା କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଅର୍ଥମନ୍ତ୍ରୀ କହିଛନ୍ତି, ୨୦୨୩-୨୪ ବଜେଟ ଅମୃତକାଳର ପ୍ରଥମ ବଜେଟ। ଏଥିରେ କ୍ୟାପିଟାଲ ଇନଭେଷ୍ଟମେଣ୍ଟ ପାଇଁ…

ବର୍ବର କାଣ୍ଡ: ରାଜସ୍ଥାନରୁ ଅପହରଣ କରି ମାରିଦେଲେ, ହରିୟାଣାରେ ବୋଲେରୋ ସହ ଜାଳି ଦେଲେ

ହରିୟାଣାର ଭିବାନୀରେ ଘଟିଛି ଏକ ବର୍ବର କାଣ୍ଡ। ରାଜସ୍ଥାନରୁ ଅପହରଣ କରି ହତ୍ୟା ପରେ ହରିୟାଣାରେ ଏକ ବୋଲେରୋ ସହ ୨ ଜଣଙ୍କୁ ଜାଳିଦେଲେ ଦୁର୍ବୃତ୍ତ। ଗୋ-ଚାଲାଣକୁ ନେଇ ଏପରି ଅଭାବନୀୟ ଘଟଣା ଘଟିଥିବା କୁହାଯାଉଥିବା ବେଳେ ବଜରଙ୍ଗ ଦଳର ବହୁ ସଦସ୍ୟଙ୍କର ଏଥିରେ ସମ୍ପୃକ୍ତି ଥିବା ଅନୁମାନ…

୬୦ ଘଣ୍ଟା ପରେ ସରିଲା ଚଢ଼ାଉ, ବିବିସି କାର୍ଯ୍ୟାଳୟ ଛାଡ଼ିଲା ଆୟକର ଟିମ୍‌

ଦୀର୍ଘ ୬୦ ଘଣ୍ଟା ଧରି ବିବିସି ଅଫିସରେ ଘାଣ୍ଟିବା ପରେ ବାହାରିଲା ଆୟକର ବିଭାଗ ଟିମ୍‌। ବାହାରିବା ବେଳେ ହାତରେ ଥିଲା କିଛି ଡକ୍ୟୁମେଣ୍ଟ ଓ କାଗଜପତ୍ର। ଇଡି ପକ୍ଷରୁ ମଙ୍ଗଳବାରଠାରୁ ବିବିସିର ଦିଲ୍ଲୀ ଓ ମୁମ୍ବାଇ କାର୍ଯ୍ୟାଳୟରେ ଚଢ଼ାଉ ଚାଲିଥିବା ବେଳେ ଗତକାଲି ଏହା ସମାପ୍ତ ହୋଇଛି। ଚଢ଼ାଉ…

ଗାଡ଼ି ପାର୍କିଂକୁ ନେଇ ଫୁଟିଲା ଗୁଳି, ବାପପୁଅ ଗୁରୁତର

ଗାଡ଼ି ପାର୍କିଂକୁ ନେଇ ରାଜଧାନୀ ଦିଲ୍ଲୀର ଯମୁନା ବିହାର ଅଞ୍ଚଳରେ ଫୁଟିଛି ଗୁଳି। ଏଥିରେ ବାପପୁଅ ଗୁରୁତର ହୋଇଛନ୍ତି। ଏହାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ବ୍ୟାପକ ପୁଲିସ୍‌ ଫୋର୍ସ ମୁତୟନ ହୋଇଛନ୍ତି। ଗୁଳି ମାଡ଼ର ଶିକାର ଦ୍ୱୟ ହେଲେ ବୀରେନ୍ଦ୍ର…

ମୋର ପ୍ରଧାନମନ୍ତ୍ରୀ ହେବାର କୌଣସି ଇଚ୍ଛା ନାହିଁ : ନୀତୀଶ

ବେଗୁସରାଇ : ୨୦୨୪ରେ ମହାମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ସଂକ୍ରାନ୍ତରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ପ୍ରଶ୍ନ କରାଯିବାରୁ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ହେବାର ମୋର କୌଣସି ଇଚ୍ଛା ନାହିଁ। ମହାମେଣ୍ଟର ନେତାମାନେ ନୀତୀଶ ପ୍ରଧାନମନ୍ତ୍ରୀ ହେବା ନେଇ ସ୍ଲୋଗାନ…

ନିତି ଆୟୋଗଙ୍କ ରିପୋର୍ଟ: ଓଡ଼ିଶା: ୩୧୩୭ ଆଇଟିଆଇ ତାଲିମପ୍ରାପ୍ତଙ୍କ ମଧ୍ୟରୁ ୨ ଜଣଙ୍କୁ ନିଯୁକ୍ତି

ନୂଆଦିଲ୍ଲୀ : ଓଡ଼ିଶାର ବିଭିନ୍ନ ଆଇଟିଆଇରୁ ୨୦୨୦ରେ ପାସ କରିଥିବା ପ୍ରଶିକ୍ଷାର୍ଥୀଙ୍କ ମଧ୍ୟରୁ କେବଳ ୨ ଜଣଙ୍କୁ ନିଯୁକ୍ତି ମିଳିଛି। ଛତ୍ରପୁରର ଏକ ସରକାରୀ ଆଇଟିଆଇରୁ ଏହି ଦୁଇ ଜଣ ନିଯୁକ୍ତି ପାଇଥିଲେ। ନିତି ଆୟୋଗଙ୍କ ଦ୍ବାରା ସଦ୍ୟ ପ୍ରକାଶିତ ‘ ଟ୍ରାନ୍ସଫର୍ମିଂ ଇଣ୍ଡଷ୍ଟ୍ରିଆଲ୍‌ ଟ୍ରେନିଂ…

ସୈଫ ଅଲ-ଆଦେଲ ନୂଆ ଅଲ୍‌କାଏଦା ମୁଖ୍ୟ: ମୁଣ୍ଡ ପାଇଁ ୧ କୋଟି ଡଲାର ପୁରସ୍କାର ରାଶି

ଦୁବାଇ: ଇଜିପ୍ଟ ସ୍ବତନ୍ତ୍ର ବାହିନୀର ପୂର୍ବତନ ଅଧିକାରୀ ତଥା ଅଲ୍‌କାଏଦାର ଅନ୍ୟତମ ମୁଣ୍ଡିଆଳ ସୈଫ ଅଲ-ଆଦେଲ ଏବେ ନିର୍ବିବାଦୀୟ ଭାବେ ଉକ୍ତ ଆତଙ୍କବାଦୀ ସଂଗଠନ ମୁଖିଆ ହୋଇଛି। ସୈଫର ମୁଣ୍ଡ ପାଇଁ ଆମେରିକା ପୂର୍ବରୁ ଏକ କୋଟି ଡଲାରର ପୁରସ୍କାର ରାଶି ଘୋଷଣା କରିଛି। ଅଲ୍‌କାଏଦାର…

‘ସ୍ପାଏ ବେଲୁନ୍‌’ ଖସାଇ ଥିବାରୁ କ୍ଷମାଭିକ୍ଷା କରିବି ନାହିଁ: ବାଇଡେନ୍‌

ୱାସିଂଟନ୍‌: ଚଳିତ ମାସ ପ୍ରାରମ୍ଭରେ ଆମେରିକୀୟ ବାୟୁସେନା ଚୀନ୍‌ର ହାଇ-ଟେକ୍‌ ‘ସ୍ପାଏ ବେଲୁନ୍‌’କୁ ଖସାଇବା ବିଷୟରେ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କ ସହିତ ଆଲୋଚନା କରିବେ ବୋଲି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ଗୁରୁବାର ଦିନ କହିଛନ୍ତି। ସେ କହିଛନ୍ତି, ରାଷ୍ଟ୍ରପତି…

ବଜେଟ୍‌ ଉପସ୍ଥାପନ ବେଳେ କାନରେ ଫୁଲ ଖୋସି ବିଧାନସଭାକୁ ଆସିଲେ କର୍ଣ୍ଣାଟକ କଂଗ୍ରେସ ନେତା

ବେଙ୍ଗାଲୁରୁ: ଆଜି କର୍ଣ୍ଣାଟକ ବଜେଟ ଉପସ୍ଥାପନା ବେଳେ ଶାସକ ‘ବିଜେପି’ ବିରୋଧରେ ବିରୋଧୀ ଦଳ ନେତା ସିଦ୍ଧରମୈୟା ଏବଂ ଅନ୍ୟ କଂଗ୍ରେସ ନେତାମାନେ କାନରେ ଫୁଲ ଖୋସି ବିଧାନସଭାକୁ ଆସିଛନ୍ତି। ବିରୋଧୀମାନେ ଅଭିଯୋଗ କରିଛନ୍ତି ଯେ, ଗତ ବଜେଟ୍‌ରେ ଏବଂ ୨୦୧୮ ନିର୍ବାଚନ ଇସ୍ତାହାରରେ…

ସଡ଼କ ସୁରକ୍ଷାରେ ଓଡ଼ିଶାକୁ ୬୭% ମାର୍କ

ଭୁବନେଶ୍ବର : ସୁପ୍ରିମକୋର୍ଟ ସଡ଼କ ସୁରକ୍ଷା କମିଟିର ସଚିବ ସଞ୍ଜୟ ମିତ୍ତଲଙ୍କ ନେତୃତ୍ବରେ ଏକ ଟିମ୍ ତିନିଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ଅବସରରେ ଆଜି ଲୋକସେବା ଭବନରେ ମୁଖ୍ୟସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ରାଜ୍ୟ ସରକାର ସଡ଼କ ସୁରକ୍ଷା ନେଇ କି…