ରୁଷ୍‌ ଗସ୍ତରେ ଆସିବେ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌: ପୁଟିନ୍‌

ମସ୍କୋ: ଖୁବ୍‌ଶୀଘ୍ର ଚୀନ୍‌ର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ମସ୍କୋ ଗସ୍ତରେ ଆସିବେ‌ ବୋଲି ବୁଧବାର ଦିନ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ସୂଚନା ଦେଇଛନ୍ତି। ଚୀନ୍‌ର ପଦସ୍ଥ କୂଟନୀତିଜ୍ଞ ୱାଙ୍ଗ୍‌ ୟିଙ୍କୁ କ୍ରେମ୍‌ଲିନ୍‌କୁ ସ୍ବାଗତ କରିବା ବେଳେ ପୁଟିନ୍‌ କହିଛନ୍ତି,…

୩ ଘଣ୍ଟା ଧରି ହୃଦ୍‌କ୍ରିୟା ବନ୍ଦ ହୋଇଯାଇଥିବା ୨୦ ମାସିଆ ପିଲାର ଜୀବନ ବଞ୍ଚାଇଲେ ଡାକ୍ତରଖାନା କର୍ମଚାରୀ

ନୂଆଦିଲ୍ଲୀ: ୩ ଘଣ୍ଟା କାଳ ହୃଦ୍‌କ୍ରିୟା ବନ୍ଦ ହୋଇଯାଇଥିବା ଏକ  ୨୦ ମାସିଆ ପିଲାକୁ ଦଳେ ଡାକ୍ତରଖାନା କର୍ମଚାରୀଙ୍କ ଉଦ୍ୟମ ବଞ୍ଚାଇ ଦେଇଥିବା କଥା ‘ସିବିସି ନିଉଜ୍’ ରିପୋର୍ଟ କରିଛି। ସଂଗୃହୀତ ସୂଚନା ଅନୁସାରେ, ଜାନୁଆରି ୨୪ ତାରିଖ ଦିନ କାନଡାର ଦକ୍ଷିଣପଶ୍ଚିମ ଅଣ୍ଟାରିଓ ଅନ୍ତର୍ଗତ…

ଏଡପ୍ପାଦୀ ପଲାନୀସ୍ବାମୀଙ୍କ ବିଜୟ: ‘ଏଆଇଏଡିଏମ୍‌କେ’ ନେତୃତ୍ବ ନିମନ୍ତେ ମାଡ୍ରାସ୍‌ ହାଇକୋର୍ଟଙ୍କ ଆଦେଶ କାଏମ୍‌…

ନୂଆଦିଲ୍ଲୀ/ଚେନ୍ନାଇ: ଏଡପ୍ପାଦୀ ପଲାନୀସ୍ବାମୀ ‘ଏଆଇଏଡିଏମ୍‌କେ’ର ଅନ୍ତରୀଣ ସାଧାରଣ ସମ୍ପାଦକ ରହିବେ ବୋଲି ମାଡ୍ରାସ୍‌ ହାଇକୋର୍ଟ ଦେଇଥିବା ରାୟକୁ ଆଜି ସୁପ୍ରିମ୍‌ କୋର୍ଟ କାଏମ୍‌ ରଖିଛନ୍ତି। ଫଳରେ ମାଡ୍ରାସ୍‌ ହାଇକୋର୍ଟଙ୍କ ରାୟକୁ ସୁପ୍ରିମ୍‌ କୋର୍ଟରେ ଚାଲେଞ୍ଚ୍‌ କରିଥିବା…

ଦକ୍ଷିଣାଞ୍ଚଳ ପୁଲିସ ରେଞ୍ଜ୍‌: ୪୦ ପିଏସ୍‌ଓଙ୍କ କାନ୍ଧରେ ଜନପ୍ରତିନିଧିଙ୍କ ସୁରକ୍ଷା ଦାୟିତ୍ବ

ବ୍ରହ୍ମପୁର : ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ଜଣେ ପୁଲିସ ଏଏସ୍‌ଆଇ ହତ୍ୟା କରିବା ଘଟଣା ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲା। ଏହାପରେ ଜନପ୍ରତିନିଧିଙ୍କ ସୁରକ୍ଷା ଓସେମାନଙ୍କୁ ଯୋଗାଇ ଦିଆ ଯାଉଥିବା ପିଏସ୍‌ଓଙ୍କ ଭୂମିକାକୁ ନେଇ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।…

ଆସୁଛି ଗ୍ରୀଷ୍ମ: କନ୍ଦାଇବ ତାତି, କୋରାପୁଟ ଦେଖିବ ପାଣି ଦୁର୍ଦ୍ଦଶା

କୋରାପୁଟ: ଗ୍ରୀଷ୍ମ ପାଖେଇ ଆସୁଛି। ଚଳିତବର୍ଷ ଅଧିକ ଖରା ହେବା ଆକଳନ କରାଯାଉଛି। ତାତି ଲୋକଙ୍କୁ କନ୍ଦାଇବ। ଏଭଳି ସ୍ଥଳେ କୋରାପୁଟରେ ଯୋଜନାବଦ୍ଧ ଭାବେ ଚାଲିଥିବା ମେଗା ପାନୀୟ ଜଳ ଯୋଗାଣ ଯୋଜନା ବହୁ ପଛରେ ପଡିଯାଇଛି। ଫଳରେ କୋରାପୁଟ ଆଗାମୀ ଦିନରେ ପାଣି ଦୁର୍ଦ୍ଦଶା ଦେଖିବ। ପାହାଡ…

ଭିଜିଲାନ୍ସ ଜାଲରେ ବାଲେଶ୍ୱର ପୂର୍ତ୍ତ ଡିଭିଜନ-୨ର ସହକାରୀ ଯନ୍ତ୍ରୀ

ବାଲେଶ୍ୱର: ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ଏକକାଳୀନ ପୂର୍ତ୍ତ ଡିଭିଜନ-୨ର ସହକାରୀ ଯନ୍ତ୍ରୀ ଅଜୟ କୁମାର ସେନାପତିଙ୍କ ସରକାରୀ କ୍ବାର୍ଟର ସମେତ ୭ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ଉ ଚାଲିଛି। ଏନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ବର ଭିଜିଲାନ୍ସ ସ୍ୱତନ୍ତ୍ର…

ମୃତ୍ୟୁଞ୍ଜୟୀ ନଚିକେତା

କଠୋପନିଷଦର ଏହି କାହାଣୀ l ପୂର୍ବ କାଳରେ ଉଦ୍ଦାଳକ ନାମକ ଜଣେ ପୁରାଣ ପ୍ରସିଦ୍ଧ ତପସ୍ୱୀ ଥିଲେ l ତାଙ୍କର ସନ୍ତାନ ହେଲେ ଋଷି ବାଜଶ୍ରବା l ବାଜଶ୍ରବାଙ୍କ ପୁତ୍ର ନଚିକେତା l ଏକଦା ସ୍ୱର୍ଗଲାଭ ଆଶାରେ, ବାଜଶ୍ରବା ଏକ ବିଶ୍ୱଜିତ ଯଜ୍ଞ କଲେ l ଯଜ୍ଞରେ, ବାଜଶ୍ରବା ସମସ୍ତ ଧନସମ୍ପଦ ଦାନ କରି ଦେଲେ…

ଝାରସୁଗୁଡ଼ାର ଗୋଁଣ୍ଡୱାନା ଛକକୁ ‘ବୀର କରୁଣାକର ସିଂହ ନାଏକ ଛକ’ ନାମରେ ନାମିତ କରିବାକୁ ଅନୁରୋଧ କଲେ ଧର୍ମେନ୍ଦ୍ର…

ନୂଆଦିଲ୍ଲୀ/ଭୁବନେଶ୍ୱର: ଝାରସୁଗୁଡ଼ା ଜିଲ୍ଲା ଗୋଁଣ୍ଡୱାନା ଛକକୁ ‘ବୀର କରୁଣାକର ସିଂହ ନାଏକ ଛକ’ ଭାବେ ନାମିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ପତ୍ରରେ…

ଗାଲବ ମାଧବୀ ଉପାଖ୍ୟାନ

ଭଗବାନ ଶ୍ରୀକୃଷ୍ଣ ଶାନ୍ତିଦୂତଭାବେ ଯୁଦ୍ଧ ନହେବା ପାଇଁ ଶାନ୍ତି ପ୍ରସ୍ତାବ ଧରି, ହସ୍ତୀନାରେ ପହଞ୍ଚିଲେ l କୁରୁ ସଭାରେ ପର୍ଶୁରାମ, କଣ୍ୱ ପ୍ରଭୁତି ଋଷିମାନେ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରସ୍ତାବକୁ ସ୍ୱାଗତକରି ମାନୀ ଦୁର୍ଯ୍ୟୋଧନକୁ ବୁଝାଇବାକୁ ଚେଷ୍ଟା କଲେ l ମାତ୍ର ତାଙ୍କର ସବୁ ଚେଷ୍ଟା…

ଶିବରାତ୍ରୀର ପୌରାଣିକ ପୃଷ୍ଠଭୂମି

ଶିବ ମଙ୍ଗଳମୟ, ଆଶୁତୋଷ, ଅଳ୍ପପୂଜାରେ ସେ ସନ୍ତୁଷ୍ଟ ହୁଅନ୍ତି l ସନତ୍ କୁମାରଙ୍କ ମତ ଅନୁଯାୟୀ ଶିବଙ୍କୁ ପ୍ରସନ୍ନ କରିବାପାଇଁ ଦଶଗୋଟି ବ୍ରତ ଅଛିl ତନ୍ମମଧ୍ୟରୁ ଶିବରାତ୍ରି ବ୍ରତ ସର୍ବଶ୍ରେଷ୍ଠ ଓ ସର୍ବସିଦ୍ଧି ପ୍ରଦାୟକ l ଜାବାଳିଙ୍କ ଶ୍ରୁତି ମଧ୍ୟ ଏହା କହିଥାଏ l କେତେକ ଶ୍ରୁତିରେ ମାଘ…