କାଲିର ପ୍ରତିଶ୍ରୁତି ଆଜି ଭୁଲିଗଲେ ରେଳ ଅଧିକାରୀ, ମନେ ପକାଇଦେଲେ ଆନ୍ଦୋଳନକାରୀ

ବାମରା : କାଲି ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ଆଜି ତାହାକୁ ଭୁଲିଗଲେ। ଭାବିଥିଲେ ଲୋକେ ବି ଭୁଲିଯିବେ। ମାତ୍ର ଆନ୍ଦୋଳନକାରୀ ନଛୋଡ଼ବନ୍ଧା । ଗତକାଲି ୧୦ ଘଣ୍ଟା ରେଳ ଲାଇନ୍‌ରେ ବସି ନିଜ ଦାବି ହାସଲ କରିଥିବା ଆନ୍ଦୋଳନକାରୀ ଆଜି ବି ଏଥିପାଇଁ ପାଗ ଭିଡ଼ିଲେ। ଶହ ଶହ ଲୋକ  ଷ୍ଟେଶନରେ ରୁଣ୍ଡ…

ରିସେପ୍ସନର ଠିକ୍‌ ପୂର୍ବରୁ ପତ୍ନୀଙ୍କୁ ମାରି ନିଜେ ଆତ୍ମହତ୍ୟା କଲେ ସ୍ୱାମୀ!

ରାୟପୁର: ବେଶ ଧୁମଧାମରେ ବାହାଘର ହୋଇଥିଲା। ରିସେପ୍ସନ ପାଇଁ ମଧ୍ୟ ସବୁ ପ୍ରସ୍ତୁତି ସରିଥିଲା। ହେଲେ ଭୋଜିର ମାତ୍ର କିଛି ଘଣ୍ଟା ପୂର୍ବରୁ ଗୋଟିଏ ରୁମ ଭିତରୁ ମିଳିଛି ନବଦମ୍ପତିଙ୍କ କ୍ଷତାକ୍ତ ମୃତଦେହ। ଦୁଇ ଜଣଙ୍କ ଶରୀରରେ ଏକାଧିକ ଛୁରୀ ମାଡ଼ର ଦାଗ ରହିଛି। ଛତିଶଗଡ଼ର ରାଜଧାନୀ ରାୟପୁରରୁ…

‘ମୋତେ ୮୦ ଛୁଇଁଲାଣି, ଏଥର ମୋ’ ସାନ ପୁଅ ମଇଦାନକୁ ଓହ୍ଲାଇବ’

ଭୁବନେଶ୍ବର: ‘ଏଥର ମୁଁ ନୁହେଁ, ମୋ ସାନ ପୁଅ ନିର୍ବାଚନ ଲଢ଼ିବ । ମୋତେ ୮୦ ଛୁଇଁଲାଣି, ତେଣୁ ୨୦୨୪ ନିର୍ବାଚନରେ ଆଉ ମୁଁ ଲଢ଼ି ପାରିବିନି । ଏଥର ମୋ’ ସାନ ପୁଅ ମନ୍ମଥ ରାଉତରାୟ କଂଗ୍ରେସ ଟିକେଟରୁ ମଇଦାନକୁ ଓହ୍ଲାଇବ ।’ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏପରି ସୂଚନା ଦେଇଛନ୍ତି ବରିଷ୍ଠ…

ଦୁର୍ଘଟଣାରେ ୯ ମୃତ

ରାୟଗଡା/ବଲାଣି : ଆନ୍ଧ୍ର-ଓଡିଶା ସୀମା ପାର୍ବତୀପୁରମ୍ ଓ କେନ୍ଦୁଝର ଜିଲା ବଲାଣିର ବାରବାଙ୍କଠାରେ ଦୁଇଟି ଦୁର୍ଘଟଣାରେ ବୁଧବାର ୯ଜଣଙ୍କ ମୃତ୍ୟୁ ଘଟିଛି। ୧୧ଜଣ ଆହତ ହୋଇଛନ୍ତି । ଆନ୍ଧ୍ରପ୍ରଦେଶ ପାର୍ବତୀପୁରମ୍‍ ଜିଲାର ଚୋଲାପଦମ ନିକଟରେ ଏକ ଅଟୋ-ଟ୍ରକ୍‍ ମଧ୍ୟରେ ମୁହାଁମୁହିଁ ଧକ୍କା…

ଉତ୍କଳମଣିଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିର ଅନାବରଣ କଲେ ମୁଖ୍ୟମନ୍ତ୍ରୀ

ସୁଆଣ୍ଡୋ / ସାକ୍ଷୀଗୋପାଳ/ପୁରୀ : ସୁଆଣ୍ଡୋ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୁଆଣ୍ଡୋରେ ପହଞ୍ଚିବା ପରେ ପ୍ରଥମେ ଶିବ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ଉତ୍କଳମଣିଙ୍କ ଷଠିଘର ବୁଲି ଦେଖିବା ସହ ସଂଗ୍ରାହଳୟର ଲୋକପର୍ଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ ଉତ୍କଳମଣିଙ୍କ…

ରୁଷ୍‌ ଗସ୍ତରେ ଆସିବେ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌: ପୁଟିନ୍‌

ମସ୍କୋ: ଖୁବ୍‌ଶୀଘ୍ର ଚୀନ୍‌ର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ମସ୍କୋ ଗସ୍ତରେ ଆସିବେ‌ ବୋଲି ବୁଧବାର ଦିନ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ସୂଚନା ଦେଇଛନ୍ତି। ଚୀନ୍‌ର ପଦସ୍ଥ କୂଟନୀତିଜ୍ଞ ୱାଙ୍ଗ୍‌ ୟିଙ୍କୁ କ୍ରେମ୍‌ଲିନ୍‌କୁ ସ୍ବାଗତ କରିବା ବେଳେ ପୁଟିନ୍‌ କହିଛନ୍ତି,…

୩ ଘଣ୍ଟା ଧରି ହୃଦ୍‌କ୍ରିୟା ବନ୍ଦ ହୋଇଯାଇଥିବା ୨୦ ମାସିଆ ପିଲାର ଜୀବନ ବଞ୍ଚାଇଲେ ଡାକ୍ତରଖାନା କର୍ମଚାରୀ

ନୂଆଦିଲ୍ଲୀ: ୩ ଘଣ୍ଟା କାଳ ହୃଦ୍‌କ୍ରିୟା ବନ୍ଦ ହୋଇଯାଇଥିବା ଏକ  ୨୦ ମାସିଆ ପିଲାକୁ ଦଳେ ଡାକ୍ତରଖାନା କର୍ମଚାରୀଙ୍କ ଉଦ୍ୟମ ବଞ୍ଚାଇ ଦେଇଥିବା କଥା ‘ସିବିସି ନିଉଜ୍’ ରିପୋର୍ଟ କରିଛି। ସଂଗୃହୀତ ସୂଚନା ଅନୁସାରେ, ଜାନୁଆରି ୨୪ ତାରିଖ ଦିନ କାନଡାର ଦକ୍ଷିଣପଶ୍ଚିମ ଅଣ୍ଟାରିଓ ଅନ୍ତର୍ଗତ…

ଏଡପ୍ପାଦୀ ପଲାନୀସ୍ବାମୀଙ୍କ ବିଜୟ: ‘ଏଆଇଏଡିଏମ୍‌କେ’ ନେତୃତ୍ବ ନିମନ୍ତେ ମାଡ୍ରାସ୍‌ ହାଇକୋର୍ଟଙ୍କ ଆଦେଶ କାଏମ୍‌…

ନୂଆଦିଲ୍ଲୀ/ଚେନ୍ନାଇ: ଏଡପ୍ପାଦୀ ପଲାନୀସ୍ବାମୀ ‘ଏଆଇଏଡିଏମ୍‌କେ’ର ଅନ୍ତରୀଣ ସାଧାରଣ ସମ୍ପାଦକ ରହିବେ ବୋଲି ମାଡ୍ରାସ୍‌ ହାଇକୋର୍ଟ ଦେଇଥିବା ରାୟକୁ ଆଜି ସୁପ୍ରିମ୍‌ କୋର୍ଟ କାଏମ୍‌ ରଖିଛନ୍ତି। ଫଳରେ ମାଡ୍ରାସ୍‌ ହାଇକୋର୍ଟଙ୍କ ରାୟକୁ ସୁପ୍ରିମ୍‌ କୋର୍ଟରେ ଚାଲେଞ୍ଚ୍‌ କରିଥିବା…

ଦକ୍ଷିଣାଞ୍ଚଳ ପୁଲିସ ରେଞ୍ଜ୍‌: ୪୦ ପିଏସ୍‌ଓଙ୍କ କାନ୍ଧରେ ଜନପ୍ରତିନିଧିଙ୍କ ସୁରକ୍ଷା ଦାୟିତ୍ବ

ବ୍ରହ୍ମପୁର : ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ଜଣେ ପୁଲିସ ଏଏସ୍‌ଆଇ ହତ୍ୟା କରିବା ଘଟଣା ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲା। ଏହାପରେ ଜନପ୍ରତିନିଧିଙ୍କ ସୁରକ୍ଷା ଓସେମାନଙ୍କୁ ଯୋଗାଇ ଦିଆ ଯାଉଥିବା ପିଏସ୍‌ଓଙ୍କ ଭୂମିକାକୁ ନେଇ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।…

ଆସୁଛି ଗ୍ରୀଷ୍ମ: କନ୍ଦାଇବ ତାତି, କୋରାପୁଟ ଦେଖିବ ପାଣି ଦୁର୍ଦ୍ଦଶା

କୋରାପୁଟ: ଗ୍ରୀଷ୍ମ ପାଖେଇ ଆସୁଛି। ଚଳିତବର୍ଷ ଅଧିକ ଖରା ହେବା ଆକଳନ କରାଯାଉଛି। ତାତି ଲୋକଙ୍କୁ କନ୍ଦାଇବ। ଏଭଳି ସ୍ଥଳେ କୋରାପୁଟରେ ଯୋଜନାବଦ୍ଧ ଭାବେ ଚାଲିଥିବା ମେଗା ପାନୀୟ ଜଳ ଯୋଗାଣ ଯୋଜନା ବହୁ ପଛରେ ପଡିଯାଇଛି। ଫଳରେ କୋରାପୁଟ ଆଗାମୀ ଦିନରେ ପାଣି ଦୁର୍ଦ୍ଦଶା ଦେଖିବ। ପାହାଡ…