ଭୁବନେଶ୍ୱର: ଆକ୍ସନ ମୋଡରେ ପୁଲିସ ଡିଜି। ନିଲମ୍ବନ ହେଲେ ଭୁବନେଶ୍ୱର ମଞ୍ଚେଶ୍ୱର ଥାନାର ଆଇଆଇସି ଗୟାନନ୍ଦ ଶାହ । କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ପୁଲିସ ଡିଜି ତାଙ୍କ ବିରୋଧରେ ଏହି ନିଲମ୍ବନ ଆଦେଶ ଜାରି କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଆଇଆଇସି ନିଜ କାର୍ଯ୍ୟରେ ଅବହେଳା କରିବା କାରଣରୁ ତାଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି
Sign in
Sign in
Recover your password.
A password will be e-mailed to you.