କୋରାପୁଟ(ସୁରେନ୍ଦ୍ର ଖୋସଲା): କୋରାପୁଟ DRDA ସମ୍ବିଳନୀ କକ୍ଷ ରେ ଜିଲ୍ଳାପାଳ ଙ୍କ ଗ୍ରୀଭେନ୍ସ୍ ରେ ଶ୍ରୀ ବଷନ୍ତ କୁମାର ସ୍ଵାଇଁ ଦିର୍ଘ ୨୩ ବର୍ଷ କାଳ କୋରାପୁଟ ଆର,ଏମ୍,ସି ରେ ମାତ୍ର ୯୦୦୦/ନଅହଜାର ଟଙ୍କାରେ କାମ କରି ଆସୁଅଛନ୍ତି । ପୂର୍ବତନ ଜିଲ୍ଲାପାଳ ଶ୍ରୀଯୁକ୍ତ ବର୍ମା ଙ୍କ ଦ୍ବାରା ନକ୍ସଅଲ ପ୍ରଭାବିତ ଅଞ୍ଚଳରେ ଦୁସ୍,ସାହଷିକ.କର୍ତ୍ତବ୍ୟ.ନିଷ୍ଟା ଦ୍ଭାବେ କାର୍ଯ୍ୟକରିଥିବା ହେତୁ ପ୍ରସଂଶା ପତ୍ର ଦେଇ ସମ୍ମାନୀତ ହେଇଥିଲେ । ଏହି ୨୩ ବର୍ଷରେ RMCରେ ଅନେକ୍ ଅନେକ ଗଲେ । ସେ ୨୩ ବର୍ଷ ମଧ୍ୟରେ ୯୦୦୦ ଟଙ୍କାରେ ଭୋକ ଉପାସରେ ଦିନକାଟିବାକୁ ପଡିଛି। ସେ ଗତ ତା ୨୫,୫.୨୬ ରିଖ ଦିନ ଗ୍ରୀ ଭେନ୍ସରେ ଜିଲ୍ଳାପାଳ,ଉପୋଜିଲ୍ଲାପାଳ,ଙ୍କ ଦ୍ବାରସ୍ତ ହେଇଥିଲେ ସୁଦ୍ଧା ସେ ପ୍ରତିଶୃତି ଦେଇଥିଲେ ଚାକିରି ରେଗୁଲାର ହେଇଯିବ ।.କିନ୍ତୁ ତାହା ପ୍ରତିଶୃତି ରେ ରହିଯାଇଛି. ।କୋରାପୁଟ RMC ର ସଂପାଦକ,ଓ ଉପୋଜିଲ୍ଲାପାଙ୍କ କହିବା ଅନୁଯାଇ ପଷ୍ଟ.ଭେକାସି, ନାହିଁ ଓ RMC ନିକଟରେ ଦରମା ଦେବା ପାଇଁ ଟଙ୍କା ନାହିଁ।’ ବୋଲି କହୁଥିବାବେଳେ ଶ୍ରୀବଷନ୍ତ କୁମାର ସ୍ଵାଇଁ ଙ୍କର କହିବା ଅନୁଯାଇ ମ,ପ୍ରତି ଜାଣିଶୁଣି ଅବହେଳା କରୁଛନ୍ତି । ବୋଲି କହିବା ନଜିର କୁ ଆସିଛି ।ତାଙ୍କ କହିବା ଅନୁଯାଇ ଗତ ଦିନମାନଙ୍କ ରେ କୋରାପୁଟ RMC ର ୨ ଜଣ କର୍ମଚାରୀ ଶ୍ରୀ ଭରତ ବେହେରା, ଶ୍ରୀ ଚନ୍ଦ୍ରଭାନୁ ରାଜୁ ଅବସର ନେଇଥିଲେ ସୁଦ୍ଧା RMC ଅଧିକାରି ଗୋଟିଏ ପ୍ରକାର ସଲାସୁତୁରା ପଦେକ୍ଷପ ନେଉଛନ୍ତି ।ଓ ଶ୍ରୀ ସ୍ଵାଇଁ ଙ୍କ ପରେ ଆସିଥିବା,କର୍ମଚାରି ସେମାନ ଙ୍କ ଲିସ୍ଟ ରେ ନାମ ନ ଥିଲେ ସୁଦ୍ଧା ସେମାନଙ୍କୁ ରେଗୁଲାର ପଷ୍ଟ ରେ ନିଯୁକ୍ତି ଦେଇଛନ୍ତି ।୨୩ ବର୍ଷ ନିଷ୍ଠା ଦ୍ଭାବରେ କର୍ମ କରିବାର ଫଳ ମତେ ଭଗିବାକୁ ପଡ଼ୁଛି । ମାସିକ କଲେକ୍ସନ ସବୁଠାରୁ ମୋର ଅଧିକ,ଓ ବିଶ୍ୱସ୍ତ ଭାବରେ କର୍ମର ଫଳ ଏହା କି ..ମତେ ନ୍ୟାୟ କେବେ ମିଳିବ । କେବେ ଚାକିରି ରେଗୁଲାର ହେବ । ମୋପରିବାର ଦୂଖ କେବେ ଯିବ ବୋଲି ଅପେକ୍ଷାରେ ଶ୍ରୀ ସ୍ଵାଇଁ ଆଜି ଗ୍ରିଭେନ୍,ସ ରେ ଜିଲ୍ଲାପାଳ,ଉପଜିଲ୍ଲାପାଳ,ଅତିରିକ୍ତ ଜିଲ୍ଲାପାଳ,ଓ,RMC ବର୍ତ୍ତିମାନ ର ସଂପାଦଙ୍କ ଙ୍କ ନିକଟରେ ଗୁହାରି କରିଛନ୍ତି .Iଏହାର ସ୍ଥାୟୀ ନିଯୁକ୍ତି ପାଈଂ ପ୍ରାଥନା କରି, ସପୁଣ୍ଣ ଆଶାବ୍ଯକ୍ତ କରି ନ୍ୟାୟ ର ଅପକ୍ଷା ରେ ଅଛନ୍ତି । ଦେଖିବାକୁ ବାକି ରହିଲା ଶ୍ରୀ ବଷନ୍ତ କୁମାର ସ୍ଵାଈଂ ପରିବାର ଦୂଖ ଜିଲ୍ଳାପ୍ରଶାଷନ RMC କେବେ ଶୁଣୁଛି
Sign in
Sign in
Recover your password.
A password will be e-mailed to you.