ପ୍ରଥମ ଓଡିଆ ହକି ଇଣ୍ଡିଆର ସଭାପତି ହେଲେ ଦିଲୀପ ତିର୍କୀ

ଦିଲୀପ ତିର୍କୀ ହକି ଇଣ୍ଡିଆର ନୂତନ ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି। ନାମାଙ୍କନ ପତ୍ର ଦାଖଲ ଥିବା ଅନ୍ୟ ୨ ଜଣ ପ୍ରତିନିଧି ନିଜନିଜର ନାମାଙ୍କନ ପ୍ରତ୍ୟାହାର କଲେ। ଦିଲୀପ ତିର୍କୀ ବିନା ପ୍ରତିଦ୍ୱନ୍ଦ୍ୱିତାରେ ହକି ଇଣ୍ଡିଆର ସଭାପତି ଭାବରେ ନିର୍ବାଚିତ ହେଲେ।

Comments are closed.