ଭୁବନେଶ୍ବର : ଓଡିଶାରେ ଏଣିକି ଡିଜେଲ ବୋଟ ବଦଳରେ ଚାଲିବ ଇଭି ବୋଟ । ଓଡିଶା ପର୍ଯ୍ୟଟନ ଉନୟନ ନିଗମ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିଲାଗି କୋଲାବ, ହୀରାକୁଦ, ଭିତରକନିକା ଓ ବରକୁଳ ପାଇଁ ଟେଣ୍ଡର ଆହ୍ଵାନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୫ଟି ସ୍ଥାନରେ ବୈଦୁତିକ ବୋଟ ବ୍ୟବସ୍ଥା କରାଯିବ ବୋଲି ସୂଚନା ରହିଛି।
Sign in
Sign in
Recover your password.
A password will be e-mailed to you.
Comments are closed.