ଲୋକପ୍ରିୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର

ଭୁବନେଶ୍ୱର: ଅନେକ ଓଡ଼ିଆ ଭଜନ ଗାଇଥିବା ଲୋକପ୍ରିୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଅଛି | ବର୍ତ୍ତମାନ ଏକ ଘରୋଇ ହସ୍ପିଟାଲର ଭେଣ୍ଟିଲେଟରରେ ତାଙ୍କର ଚିକିତ୍ସା ଚାଲିଥିବାବେଳେ ଦୀର୍ଘ ୭ ଦିନ ହେବ ଘରୋଇ ହସପିଟାଲରେ ଚିକିତ୍ସା ଚାଲିଛି | ଏବେ ସ୍ବାସ୍ଥ୍ୟାବସ୍ଥା ଧୀରେ ଧୀରେ ସୁଧୁରିଥିବାବେଳେ ମୃତ୍ୟୁ କଥା ଗୁଜବ ବୋଲି ଶାନ୍ତିଲତା କଲ୍ଚରାଲ ଟ୍ରଷ୍ଟ ସଦସ୍ୟଙ୍କ ପକ୍ଷରୁ କୁହାଯାଇଛି |

Comments are closed.