କଟକ : ସାଲେପୁର ବି ଫର୍ମା ପଞ୍ଚମ ସେମିଷ୍ଟାର ଛାତ୍ରଛାତ୍ରୀମାନଙ୍କର କଲେଜ କ୍ଳାସରୁମରେ ତାଳପକାଇ ଆନ୍ଦୋଳନ। ବିପିୟୁଟି ଦ୍ୱାରା ପରିଚାଳିତ ଏହି ଶ୍ରେଣୀର ଫାର୍ମାକୁଲୋଜି ବିଷୟରେ ପାଖାପାଖି ୭୦ ପ୍ରତିଶତ ସିଲାବସ ବାହାରୁ ପ୍ରଶ୍ନ ଆସିଥିଲା। ସେ ସମୟରେ ସେମାନେ ଏନେଇ କଲେଜ କତ୍ତୃପକ୍ଷଙ୍କ ଜଣାଇଥିଲେ ତେବେ ପରୀକ୍ଷା ପରେ ସେମାନଙ୍କୁ ଗ୍ରେସ ମାର୍କ ଦିଆଯିବ ବୋଲି କୁହାଯାଇଥିଲେ। ଏବେ ରେଜଲ୍ଟ ବାହାରିବା ପରେ ଗ୍ରେସ ମାର୍କ କାହାରିକୁ ମିଳିନାହିଁ ବୋଲି ସେମାନେ ଅଭିଯୋଗ ଆଣି ଏଭଳି ବିଖୋଭ ଆନ୍ଦୋଳନ କରିଛନ୍ତି। ଯେଉଁ ପର୍ଯ୍ୟନ୍ତ ସେମାନଙ୍କ ଏ ସମସ୍ୟା ଦୂର ନହୋଇଛି ସେମାନେ ଆନ୍ଦୋଳନ କରିବେ ବୋଲି କହିଛନ୍ତି। ଅନ୍ୟପଟେ ଏ ବିଷୟରେ ବିପିୟୁଟିକୁ ଅବଗତ କରାଯାଇଛି ଏବଂ ଖୁବ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି କଲେଜ ଅଦ୍ଧକ୍ଷ କହିଛନ୍ତି। bt1 ସାଇ ଶ୍ରୀତମ କର(ଛାତ୍ର), bt2 ନିକିତା ସ୍ୱାଇଁ( ଛାତ୍ରୀ)bt3-ଏସ କେ ମହାପାତ୍ର ( ଅଧକ୍ଷ , ସାଲେପୁର ଫର୍ମାସି କଲେଜ )।
Sign in
Sign in
Recover your password.
A password will be e-mailed to you.
Comments are closed.