ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ ପାଇବେ ଭାରତୀୟ ଅନୁବାଦ ସାହିତ୍ୟ ସମ୍ମାନ ୨୦୨୬ ।

କଟକ (୩୧/୧) : ଆସନ୍ତା ଫେବୃଆରୀ ମାସ ୨ଓ ୩ ତାରିଖରେ ଓଡିଶା ସାହିତ୍ୟ ଏକାଡେମୀର ସହାୟତାରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଶ୍ରୀ ଶ୍ରୀ ସେଣ୍ଟର ଫର୍ ଟ୍ରାନସ୍ ଲେସନ ଆଣ୍ଡ୍ ଇଣ୍ଟରପ୍ରିଟିଙ୍ଗ ଷ୍ଟଡିଜ୍ ଏବଂ ଭାରତୀୟ ଅନୁବାଦ ସାହିତ୍ୟର ସମନ୍ୱୟରେ ପରିଚାଳିତ ୪ର୍ଥ ଜାତୀୟ ଅନୁବାଦକ ସମ୍ମିଳନୀ ଅବସରରେ ବିଶିଷ୍ଟ ଅନୁବାଦକ ଶ୍ରୀ ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନଙ୍କୁ ସମ୍ମାନଜନକ ‘ଭାରତୀୟ ଅନୁବାଦ ସାହିତ୍ୟ ସମ୍ମାନ ୨୦୨୬’ ପ୍ରଦାନ କରାଯିବ।
ରିପୋର୍ଟ-ସନାତନ ମହାକୁଡ଼।

Comments are closed.