ଫଟୋରେ ଖବର

କଲକାତା : (୭/୩) : ଉତ୍କଳ ଶିକ୍ଷା ସଂସଦ ପକ୍ଷରୁ ଆଗାମୀ ଅପ୍ରେଲ ମାସ ୧ ତାରିଖରେ ହେବାକୁ ଥିବା ଉତ୍କଳ ଦିବସ ଓ ସଂସଦର ବାର୍ଷିକ ଉତ୍ସବର ରୂପରେଖ ନିଦ୍ଧାର୍ରଣ ନିମିତ୍ତ ଏକ ପ୍ରସ୍ତୁତ ପର୍ବ ସ୍ଥାନୀୟ ସର୍କିଟ ହାଉସ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ସଂସଦର କାର୍ଯ୍ୟ ନିର୍ବାହି ସଦସ୍ଯଙ୍କ ସନ୍ମତିକ୍ରମେ କାର୍ଯ୍ୟକ୍ରମର ସ୍ଥାନ, ଅତିଥି, ସାଂସ୍କୃତିକ କାର୍ଯ୍ୟକ୍ରମର ଧାରା ଓ ଵ୍ୟୟ ବରାଦର ସବିଶେଷ ଆଲୋଚନା କରାଯାଇଥିଲା।

ରିପୋର୍ଟ-ସନାତନ ମହାକୁଡ଼

Comments are closed.