ଅନୁବାଦ ସାହିତ୍ୟରେ ପ୍ରଥମ ଅନ୍ତର୍ଜାତିକ ସମ୍ମିଳନୀ ଆୟୋଜିତ

ନୟାଗଡ଼ : ଭାରତୀୟ ଅନୁବାଦ ସାହିତ୍ୟର ଚତୁର୍ଥ ଜାତୀୟ ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ ହେବା ପରେ ପ୍ରଥମ ଅନ୍ତର୍ଜାତୀୟ ଟ୍ରାନ୍ସଲେଟର୍ସ କଂନଫରେନ୍ସ ଆସାମର ଗୌହlଟି ସହରରେ ଅନୁଷ୍ଠିତ ହେବ । ଦେଶ ବିଦେଶର ବିଭିର୍ଣ୍ଣ ପ୍ରାନ୍ତରରୁ ଭିନ୍ନ ଭିନ୍ନ ଭାଷାର କବି ,ଲେଖକ, ଅନୁବାଦକ,ଗବେଷକ,ପାଠକ ଓ ପ୍ରକାଶକଙ୍କ ମିଳନର ମହାକୁମ୍ଭ ସେପ୍ଟେମ୍ବର ୩୦ ଓ ଅକ୍ଟୋବର ୧, ୨୦୨୬ରେ ପାଳନ ହେବାକୁ ଯାଉଛି।

ରିପୋର୍ଟ-ସନାତନ ମହାକୁଡ଼।

Comments are closed.