Browsing Category

ସମ୍ବଲପୁର

ନିର୍ଯାତନା ଅଭିଯୋଗ ଆଣିଲେ ମହିଳା ଅଧ୍ୟାପିକା

ସମ୍ବଲପୁର : ସମ୍ବଲପୁର ବିଶ୍ବବିଦ୍ୟାଳୟର ଜଣେ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ନାଁରେ ସାଂଘାତିକ ଅଭିଯୋଗ । ରାଜନୀତି ବିଜ୍ଞାନ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ରଜତ କୁଜୁରଙ୍କ ନାଁରେ ସାଂଘାତିକ ଅଭିଯୋଗ ହୋଇଛି । ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଛନ୍ତି ସେହି ବିଭାଗର ଜଣେ ମହିଳା…

ସମ୍ବଲପୁରରେ ମା’-ପୁଅଙ୍କ ଆତ୍ମହତ୍ୟା ଘଟଣା

ସମ୍ବଲପୁର: ସମ୍ବଲପୁର ଟାଙ୍ଗରପାଲିରେ ଶିକ୍ଷୟିତ୍ରୀ ମା’ ଜ୍ୟୋତ୍ସ୍ନାରାଣୀ ଦାଶ(୫୫) ଏବଂ ତାଙ୍କ ବିବାହିତ ପୁଅ ସୁଧୀର ପଣ୍ଡା(୩୦)ଙ୍କ ଆତ୍ମହତ୍ୟା ପରେ ପୂରା ପରିବାରରେ ଏବେ କେବଳ ବୋହୂ ଓ ତାଙ୍କ ୭ ମାସର ଝିଅ। ଘରେ ବୋହୂ ଓ ୭ ମାସର ନାତୁଣୀ ଅନୁପସ୍ଥିତ ଥିବା ସମୟରେ ଜ୍ୟୋତ୍ସ୍ନାରାଣୀ ଓ…

ହନୁମାନ ପଇସା ବିକ୍ରି କରି ଧନୀ ହେବାର ସ୍ବପ୍ନ ଦେଖିଥିଲେ, ଧରାପଡ଼ିଗଲେ ୩ ଅଭିଯୁକ୍ତ

ରେଢାଖୋଲ: ଆଜିକାଲି ଅନେକ ଲୋକ ବିନା ପରିଶ୍ରମରେ ଲକ୍ଷପତି ବା କୋଟିପତି ହେବାକୁ ଚାହୁଁଛନ୍ତି। ସତ୍‌ ଉପାୟରେ କମ ପରିଶ୍ରମରେ ବହୁତ କମ ସମୟରେ ଧନୀ ହେବା ସହଜ ନୁହେଁ। ତେଣୁ ଅନେକ ଲୋକ ଅସାଧୁ ତଥା ବିକଳ୍ପ ଚିନ୍ତା କରନ୍ତି। ନିଶା ବେପାର ହେଉ କି ଅନ୍ୟ କିଛି ଅସାଧୁ କାମ କରି ଟଙ୍କା…

ଝାଡ଼ାବାନ୍ତିରେ ୮୦ ଛାତ୍ରଛାତ୍ରୀ

ସମ୍ବଲପୁର: ଝାଡ଼ାବାନ୍ତିରେ ପ୍ରାୟ ୮୦ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି। ଘଟଣା ଘଟିଛି ସମ୍ବଲପୁର ଗୋଶାଳା ଠାରେ ଥିବା ନବୋଦୟ ବିଦ୍ୟାଳୟରେ lଗୁରୁବାର ପିଲାମାନେ ହଷ୍ଟେଲରେ ରାତ୍ର ଭୋଜନ ଖାଇ ଶୋଇଥିଲେ। ଶୁକ୍ରବାର ସକାଳେ କିଛି ପିଲାଙ୍କୁ ବାନ୍ତି ହୋଇଥିଲା। ଆଉ କିଛି ପିଲାଙ୍କୁ ଝାଡ଼ା…

ହୀରାକୁଦ ଡ୍ୟାମର ୧୦ଟି ସ୍ଲୁଇସ୍ ଗେଟ୍ ବନ୍ଦ

ସମ୍ବଲପୁର: ବନ୍ୟା ଜଳ ପ୍ରବେଶ ହ୍ରାସ ପାଇଥିବାରୁ ହୀରାକୁଦ ଡ୍ୟାମର ୧୦ଟି ସ୍ଲୁଇସ୍ ଗେଟ୍ ବନ୍ଦ ହୋଇଥିବା ଜଣାଯାଇଛି। ବାମ ପଟରୁ ୭ ଓ ଡାହାଣ ପଟରୁ ୩ଟି ଗେଟ୍ ବନ୍ଦ ସୂଚନା ମିଳିଛି। ଏବେ ୧୦ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ପୂର୍ବରୁ ମୋଟ ୨୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ…

ଏକ୍ସପ୍ରେସ୍‌ ଟ୍ରେନ୍‌ ରହଣି ଦାବିରେ ବାମରା ଷ୍ଟେସନ୍‌ରେ ରେଳ ରୋକ

ବାମରା: ସମ୍ବଲପୁର ଜିଲ୍ଲା ବାମରା ଅଞ୍ଚଳର ରେଳ ସମସ୍ୟା ନେଇ ଦୀର୍ଘ ଦିନ ହେଲା ଦାବି ହୋଇଆସୁଛି। ଏହି କ୍ରମରେ ଆଜି ସକାଳୁ ବାମରା ଷ୍ଟେସନରେ ରେଳ ରୋକ କରାଯାଇଛି। ଏହି ଷ୍ଟେସନରେ ଏକ୍ସପ୍ରେସ୍‌ ଟ୍ରେନ୍‌ ରହଣି ଦାବି କରି ସ୍ଥାନୀୟ ଲୋକେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି ଆନ୍ଦୋଳନରେ…

ସମ୍ବଲପୁରରେ ଯୁବକଙ୍କୁ ଛୁରାମାଡ଼: ଭିମସାରରେ ମୃତ ଘୋଷଣା କଲେ ଡାକ୍ତର

ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଧନୁପାଲି ଥାନା ତୁରୀପଡ଼ାରେ ଆଜି ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ରାସ୍ତା ଉପରେ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ଛୁରାମାଡ଼ କରିଛନ୍ତି। ସୂଚନା ଅନୁଯାୟୀ, ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ତୁରୀପଡ଼ାର ତଫିନ ପ୍ରଧାନ(୨୫)…

ଡ଼େବ୍ରିଗଡ଼ ଅଭୟାରଣ୍ୟରେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପକୁ କେନ୍ଦ୍ରର ସବୁଜ ସଙ୍କେତ

ବୁର୍ଲା : ହୀରାକୁଦ ଜଳଭଣ୍ଡାର କୂଳରେ ଥିବା ଡ଼େବ୍ରିଗଡ଼ ଅଭୟାରଣ୍ୟକୁ କେନ୍ଦ୍ର ସରକାରଙ୍କ ଜାତୀୟ ବ୍ୟାଘ୍ର ସଂରକ୍ଷଣ ସ୍ୱାଧିକରଣ ପକ୍ଷରୁ ସ୍ୱିକୃତି ମିଳିଥିବା ଜଣାପଡ଼ିଛି। ୨୦୧୮ରେ ଏଥିପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ପ୍ରସ୍ତାବ ଦେଇଥିଲେ। ପ୍ରାଧିକରଣର ଅନୁମୋଦନ ପରେ ରାଜ୍ୟ ସରକାର…

ପୁଲିସ୍‌ ସହିତ ବିବାଦ ନେଇ ଜୟ ନାରାୟଣ ମିଶ୍ରଙ୍କ ପୁରୁଣା ଇତିହାସ ରହିଛି।

ସମ୍ବଲପୁର: ପୁଲିସ୍‌ ସହିତ ବିବାଦ ନେଇ ଜୟ ନାରାୟଣ ମିଶ୍ରଙ୍କ ପୁରୁଣା ଇତିହାସ ରହିଛି। ବୁଧବାର ଘଟଣା ପୂର୍ବରୁ ବି ଜୟ ନାରାୟଣ ଅନେକଥର ପୁଲିସ୍ ସହ ମୁହାଁମୁହିଁ ହୋଇଛନ୍ତି। ପୂର୍ବରୁ ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ଖଣ୍ଡା ଓ ଅନ୍ୟ ଅସ୍ତ୍ରଶସ୍ତ୍ର ଧରି ବାହାରିବାର ଏକ…

ହାଇକୋର୍ଟ ବେଞ୍ଚ ଆନ୍ଦୋଳନ: ଅଫିସ୍ ଅଦାଲତ ଅଚଳ, ଫେରିଗଲେ ଜଜ୍‌

ସମ୍ବଲପୁର: ମା’ ମାଟିର ହକ୍‌ ପାଇଁ ଅଞ୍ଚଳବାସୀ ଚଳାଇଥିବା ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ସମ୍ବଲପୁରରେ ଥମିବାର ନାଁ ଧରୁନି।  ମାନ୍ୟବର ସୁପ୍ରିମକୋର୍ଟଙ୍କ ଆଦେଶକୁ ବି ମାନିଲେନି ଓକିଲ ସଂଘ। ସୁପ୍ରିମକୋର୍ଟଙ୍କ ଚେତାବନୀ ସତ୍ତ୍ବେ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ଆଜି ମଧ୍ୟ ପଶ୍ଚିମ ଓଡ଼ିଶାରେ…