Sign in
Sign in
Recover your password.
A password will be e-mailed to you.
Browsing Category
ଜିଲ୍ଲା
କର୍ଲାପଡା ଫୁଟବଲ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିବସ
କଳାହାଣ୍ଡି : ଭବାନୀପାଟଣା ବ୍ଳକ ଅନ୍ତର୍ଗତ କର୍ଲାପଡା ଫୁଟବଲ କ୍ଲବ ତରଫରୁ ପ୍ରଥମ ମରୁଆ କୁମାର ଓ ରଶ୍ମିତା ନାଏକ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଛି। ଏହାର ଚତୁର୍ଥ ଦିବସରେ ଧର୍ମଗଡ଼ ଏବଂ ବାଲିଗୁଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚ ରେ ବାଲିଗୁଡା ଦଳ ୧:୦ରେ ବିଜୟୀ…
ଆକାଶବାଣୀ କଟକ କେନ୍ଦ୍ର ପରିଦର୍ଶନ ସହ ଅଧିକାରୀଙ୍କ ସହ ଆଲୋଚନା କଲେ ପିଆଇବି ଏଡିଜି
କଟକ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତ ୨୦୪୭ ଲକ୍ଷ୍ୟ ଅନୁରୂପ ଓଡ଼ିଶା ଜାତୀୟ ବିକାଶରେ ସକ୍ରିୟ ଅଂଶଗ୍ରହଣ କରୁଛି। ଏହି କ୍ରମରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଏବଂ କାର୍ଯ୍ୟକ୍ରମର ପ୍ରଚାରପ୍ରସାରରେ ଆକାଶବାଣୀ କଟକ କେନ୍ଦ୍ର ପ୍ରମୁଖ ଭୂମିକା ଗ୍ରହଣ କରିଛି। ଭାରତ…
କାଲିଠୁ ଭିତରକନିକା ବନ୍ଦ
ରାଜନଗର : କୁମ୍ଭୀର ଗଣନା ପାଇଁ ଆସନ୍ତାକାଲିଠାରୁ ପର୍ଯ୍ୟଟକଙ୍କ ପାଇଁ ୩ଦିନ ବନ୍ଦ ରହିବ ଭିତରକନିକା। ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଭିତରକନିକାରେ ଚାଲିବ କୁମ୍ଭୀର ଗଣନା। ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ନଦୀ, ନାଳମାନଙ୍କରେ ବଉଳା କୁମ୍ଭୀର ଗଣନା କରାଯିବ। ସେଥିପାଇଁ ଆଜି…
ବେରୁଆଁବାରୀ ଗ୍ରାମ ପଞ୍ଚାୟତ ବିଦ୍ୟାପୀଠର ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ
ନୟାଗଡ଼ (୫/୧) : ଗତ ଡିସେମ୍ବର ୩୧ ତାରିଖ ଦିନ ବେରୁଆଁବାରୀ ଗ୍ରାମ ପଞ୍ଚାୟତ ବିଦ୍ୟାପୀଠର ୧୯୯୬-୧୯୯୭ ମସିହା ବ୍ୟାଚର ଛାତ୍ରଛାତ୍ରୀମାନଙ୍କର ଏକ ବନ୍ଧୁ ମିଳନ ଉତ୍ସବ ସ୍ଥାନୀୟ ମା ପେଟେଇ ଚଣ୍ଡୀଙ୍କ ମନ୍ଦିର ପରିସରରେ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ଉପସ୍ଥିତ…
କର୍ଲାପଡା ଠାରେ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ
କଳାହାଣ୍ଡି (୫/୧):ଭବାନୀପାଟଣା ବ୍ଲକ ଅନ୍ତର୍ଗତ କର୍ଲାପଡା ଫୁଟବଲ ଆଶ୍ସୋସିଏସନ ତରଫରୁ ପ୍ରଥମ ମରୁଆ କୁମାର ଓ ରଶ୍ମିତା ନାଏକ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏହାର ଦ୍ଵିତୀୟ ଦିବସରେ ଖରିଆର ଫୁଟବଲ କ୍ଲବ ଏବଂ ମଧ୍ୟପୁର ଫୁଟବଲ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି…
ଶ୍ରୀରାମକୃଷ୍ଣ ସେବାଶ୍ରମରେ କଳ୍ପତରୁ ଉତ୍ସବ ଅନୁଷ୍ଠିତ
ଖୋର୍ଦ୍ଧା : ବୋଲଗଡ ବ୍ଲକ ପିଚୁକୁଳି ପଞ୍ଚାୟତରେ ଅବସ୍ଥିତ ଶ୍ରୀରାମକୃଷ୍ଣ ସେବାଶ୍ରମ, ଟିକାତାଳରେ ଠାକୁର ଶ୍ରୀରାମକୃଷ୍ଣଙ୍କ କଳ୍ପତରୁ ଉତ୍ସବ ବିଜୟ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବରେ ପ୍ରାଧ୍ୟାପକ କାଳୀ କିଙ୍କର ପଟ୍ଟନାୟକ ଯୋଗଦେଇ ଶ୍ରୀରାମକୃଷ୍ଣ…
୪ର୍ଥ ଜାତୀୟ ଅନୁବାଦକ ସମ୍ମିଳନୀ ଆୟୋଜିତ
କଟକ (୪/୧) : ଫେବୃଆରୀ ୨ ଓ ୩ ତାରିଖରେ ଦୁଇ ଦିନ ବ୍ୟାପୀ କଟକ ଶ୍ରୀ ଶ୍ରୀ ଵିଶ୍ୱବିଦ୍ୟାଳୟ ପରିସରରେ ଏକ ଦ୍ୱିଦିବସୀୟ ଜାତୀୟ ଅନୁବାଦକ ସମ୍ମିଳନୀର ଆୟୋଜନ କରାଯାଇଛି। ଶ୍ରୀ ଶ୍ରୀ ଵିଶ୍ୱବିଦ୍ୟାଳୟର ସେଣ୍ଟର ଫର୍ ଟ୍ରାନସଲେସନ ଆଣ୍ଡ୍ ଇଣ୍ଟରପ୍ରିଟିଙ୍ଗ୍ ଷ୍ଟଡିଜ୍ ଓ ଭାରତୀୟ ଅନୁବାଦ ସାହିତ୍ୟର…
ବ୍ରହ୍ମପୁର ଷ୍ଟେସନରେ ସୁପରଫାଷ୍ଟ ଟ୍ରେନ୍ ରେ ନିଆଁ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଷ୍ଟେସନରେ ସୁପରଫାଷ୍ଟ ଟ୍ରେନ୍ ରେ ନିଆଁ ଲାଗିଥିବା ଜଣାପଡ଼ିଛି। ଗୌହାଟୀରୁ ବେଙ୍ଗାଲୁରୁ ଯାଉଥିଲା ସୁପରଫାଷ୍ଟ ଟ୍ରେନ୍ । ଷ୍ଟେସନରେ ରହଣି ବେଳେ ବି ୨ ବଗିର ତଳପଟୁ ନିଆଁ ବାହାରିଥିଲା । ନିଆଁକୁ ଆୟତ୍ତ କଲେ ରେଳ କର୍ମଚାରୀ। ପ୍ରାୟ ୪୦ ମିନିଟ୍ ପରେ…
ଜଳିଗଲା ୭ ବଖରା: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
ଭଦ୍ରକ: ଜଳିଗଲା ୭ ବଖରା। ୯ ଗୋରୁ ଜୀବନ୍ତ ଦଗ୍ଧ। ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ନରେନ୍ଦରପୁର ପଞ୍ଚାୟତ ଛାତ୍ରପଦା ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ବିଳମ୍ବିତ ରାତିରେ ନିଆଁ ଲାଗି ୭ଟି ପରିବାରର ୧୦ ବଖରା ଘର ଜଳିଯାଇଛି। ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ୧୦ଗୋଟି…
ବିଡିଓଙ୍କୁ ଦୁର୍ବ୍ୟବହାର: ତଦନ୍ତ ନିର୍ଦ୍ଦେଶ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲା ରାଜନଗର ବିଡିଓ ତିଳୋତ୍ତମା ପୃଷ୍ଟିଙ୍କୁ ତାଙ୍କ କାର୍ଯ୍ୟାଳୟରେ ଆକ୍ରମଣ ଉଦ୍ୟମ ଘଟଣାରେ ଜିଲ୍ଲାପାଳ ତଦନ୍ତ ନିର୍ଦେଶ ଦେଇଛନ୍ତି। ଓଏଏସ୍ ସଂଘର ଅଭିଯୋଗ ପରେ ଜିଲ୍ଲାପାଳ ଏଭଳି ନିଷ୍ପତ୍ତି ନେଇଛନ୍ତି। ବ୍ଲକ୍ ଚେୟାରମ୍ୟାନଙ୍କ ପକ୍ଷରୁ ଅଭିଯୁକ୍ତଙ୍କ…