Browsing Category

ଜିଲ୍ଲା

ଝାରଦେବନ୍ଧ ଜଙ୍ଗଲରେ ଚାଲିଛି ଗଞ୍ଜେଇ ରେଡ୍

ଟିଟିଲାଗଡ଼: ଟିଟିଲାଗଡ଼ ଥାନା ଅନ୍ତର୍ଗତ ଝାରଦେବନ୍ଧ ଜଙ୍ଗଲରେ ଆଜି ସକାଳୁ ପୁଲିସ ବିଭାଗ ଦ୍ୱାରା ଗଞ୍ଜେଇ ଚାଲାଣ ନେଇ ଏକ ବଡ଼ ଧରଣର ରେଡ ଚାଲିଛି । ଏଟିଟିଲାଗଡ଼ ଏସଡ଼ିପିଓ ଯଶୋବନ୍ତ ପ୍ରଧାନୀ, ଆଇଆଇସି ମନୋଜ ମୁଣ୍ଡାଙ୍କ ସମେତ ବ୍ୟାପକ ପୁଲିସ ଟିମ୍ ଏହି ରେଡରେ ସାମିଲ ଅଛନ୍ତି। ୪ ଜଣ…

ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକରେ ବିଜୁ ଜନତା ଦଳର ଶକ୍ତି ପ୍ରଦର୍ଶନ।

ରାୟଗଡା : ବନ୍ଧୁ ମିଳନ ନା ରେ ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକରେ ବିଜୁ ଜନତା ଦଳର ଶକ୍ତି ପ୍ରଦର୍ଶନ। ବ୍ଲକ ସଭାପତି କରୁଣାକର ଶବରଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ସଭାପତି ଜଗନ୍ନାଥ ସାରକା ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝୀ ମୁଖ୍ୟ…

ଗହଣା ନ ଦେଇ ପାରିବାରୁ ରଫାଦଫା ପାଇଁ ଟଙ୍କା ଦେଲେ ଜେଲ ଅଧୀକ୍ଷକ।

 କଟକ : ପୁଣି ଚର୍ଚ୍ଚାରେ କଟକ ଚୌଦ୍ବାର ଜେଲ , ସୁନା ହଜାଇଲେ ଟଙ୍କା ଦେଲେ।ମହିଳା କଏଦୀଙ୍କ ସୁନାଗହଣା ନ ମିଳିବାରୁ ଅଡୁଆରେ ଜେଲ ଅଧୀକ୍ଷକ। ଗହଣା ନ ଦେଇ ପାରିବାରୁ ରଫାଦଫା ପାଇଁ ଟଙ୍କା ଦେଲେ ଜେଲ ଅଧୀକ୍ଷକ। ମାମଲା ପ୍ରତ୍ୟାହାର ପାଇଁ ଲିଖିତ ଭାବେ ଥାନାରେ ଜଣାଇଥିଲେ ମହିଳା ଜଣକ।…

ସାପସିଲେଟ ପାତାଳେଶ୍ୱର ମନ୍ଦିର ଠାରେ ଚବିଶପ୍ରହରୀ ନାମଯଜ୍ଞ

ଭବାନୀପାଟଣା(୧୭|୨): ଭବାନୀପାଟଣା ବ୍ଲକ ଅନ୍ତର୍ଗତ ସେଁପୁର ପଞ୍ଚାୟତ ଅଧିନସ୍ତ ସାପସିଲେଟ ଗ୍ରାମରେ ମହାଶିବରାତ୍ରି ଉପଲକ୍ଷେ ଶ୍ରୀ ଶ୍ରୀ ପାତାଳେଶ୍ୱର ମହାଦେବ ମନ୍ଦିର ଠାରେ ଚବିଶ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଛି। ଶନିବାର ଦିନ ନାମଯଜ୍ଞ ପାଇଁ ଶୁଭ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି…

ଅଧ୍ଯାପକ ଗୋପାଳ ମହାରଣା “ନାଟ୍ଯ ବିଭୃଷଣ ” ସମ୍ମାନରେ ସମ୍ମାନିତ

ନବରଙ୍ଗପୁର ( ୧୭/୨): ଜଣେ ଛାତ୍ର ବତ୍ସଳ ଅଧ୍ଯାପକ, ସୁବକ୍ତା, ଗଦ୍ଯକାର,ଔପନ୍ଯାସିକ ,ଭାଷାବିତ୍ ତଥା ସୃଜନଶୀଳ ନାଟ୍ଯକାର ଭାବେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବ୍ଯକ୍ତିତ୍ବ ଅଧ୍ଯାପକ ଗୋପାଳ ମହାରଣା ।ସଂପ୍ରତି ଝରିଗାଁ ମହାବିଦ୍ଯାଳୟ,ଝରିଗାଁରେ ଓଡିଆ ଭାଷା ଓ ସାହିତ୍ଯ ବିଭାଗର…

ପୂର୍ବତନ ବିଧାୟିକାଙ୍କ ବିୟୋଗରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଉଦ୍ୟମିତା ମନ୍ତୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଶୋକ

ନିଉ ଦିଲ୍ଲୀ :  କେନ୍ଦ୍ର ମନ୍ତ୍ରୀ ଶ୍ରୀ ଯୁକ୍ତ ପ୍ରଧାନ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ x ରେ ପୋଷ୍ଟ କରି କହିଛନ୍ତି ଯେ  ସମ୍ବଲପୁରର ପୂର୍ବତନ ବିଧାୟିକା, ସମାଜସେବୀ ତଥା ବରିଷ୍ଠ ଚିକିତ୍ସକ ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଡାକ୍ତର…

ଜଣେ କଦଳୀ ବେପାରୀଙ୍କ ଆଖିକୁ ଲଙ୍କାଗୁଣ୍ଡ ପକାଇ ଲୁଟ

ଯାଜପୁର : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ଚଣ୍ଡିଖୋଲ -ଡ଼ୁବୁରୀ ୫୩ନଂ ଜାତୀୟ ରାଜପଥ ନିକଟ କନ୍ତପଡ଼ା ଛକ ନିକଟରୁ ଜଣେ ବ୍ୟକ୍ତିଙ୍କ ଆଖିକୁ ଲଙ୍କାଗୁଣ୍ଡ ପକାଇ ଲୁଟ ଅଭିଯୋଗ ହୋଇଛି। ଲୁଟର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ଜଣେ କଦଳୀ ବେପାରୀଙ୍କ ସହଯୋଗୀ ବୋଲି ଜଣା…

ଶାଶୁଙ୍କ ମୃତ୍ୟୁ ପରେ ବୋହୂ ଜଣକ ଡାକ୍ତରଖାନା ଶଯ୍ୟାରେ ଆଖିବୁଜିବା ଘଟଣା ଦୁଃଖଦ ପରିବେଶ ସୃଷ୍ଟି କରିଛି।

ବାଲେଶ୍ବର : ବାଲେଶ୍ବର ଜିଲା ନୀଳଗିରି ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ଶାଶୁଙ୍କ ମୃତ୍ୟୁ ପରେ ବୋହୂ ଜଣକ ଡାକ୍ତରଖାନା ଶଯ୍ୟାରେ ଆଖିବୁଜିବା ଘଟଣା ଦୁଃଖଦ ପରିବେଶ ସୃଷ୍ଟି କରିଛି। ନୀଳଗିରି ଏନ୍ଏସି ୨ନଂ ୱାର୍ଡ ଅଧୀନ ଘାଟଘରସାହି ଅଞ୍ଚଳର ଧର୍ମପ୍ରାଣା ଉତ୍ତରା ଜେମାଦେବୀ(୮୮)ଙ୍କ ରକ୍ତହୀନତା…

ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ବଲପୁର : ପଶ୍ଚିମ ଓଡ଼ିଶାର ଜଣାଶୁଣା ଡାକ୍ତର, ସମାଜସେବୀ ଓ ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀଙ୍କ ଆଜି ସନ୍ଧ୍ୟାରେ ପରଲୋକ ହୋଇଯାଇଛି। ରାସେଶ୍ବରୀ ପାଣିଗ୍ରାହୀଙ୍କ  ସମ୍ବଲପୁର ଶାନ୍ତିନଗରସ୍ଥିତ ନିଜ ଘରେ ପରଲୋକ ହୋଇଯାଇଛି। ୭୯ ବର୍ଷ ବୟସରେ ପରଲୋକ। ସୂଚନା…

ବିରଞ୍ଚିପୁର ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣି

ଗଞ୍ଜାମ ବୁଗୁଡା ୧୬/୦୨/୨୬ : (ଡ. କୁମୁଦ ଚନ୍ଦ୍ର ବେହେରା) ବୁଗୁଡା ବ୍ଲକ ଅନ୍ତର୍ଗତ ବିରଞ୍ଚିପୁର ପଞ୍ଚାୟତରେ ଫେବୃଆରୀ ୧୬ ତାରିଖ ଦିନ ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ବୁଗୁଡା ବିଡିଓ ଦୁତିକୃଷ୍ଣ ପାତ୍ରଙ୍କ ତତ୍ତ୍ଵାବଧାନରେ ଜନଶୁଣାଣି କାର୍ଯ୍ୟକ୍ରମ…