Browsing Category

ନବରଙ୍ଗପୁର

ଜିଲ୍ଲା ମୋଟର ସାଇକେଲ ମେକାନିକ ସଂଘର ବାର୍ଷିକ ସମ୍ମିଳନୀ

 ଉମରକୋଟ (ନିପ୍ର)ତା-୨୪-୦୧-୨୪ରିଖ ବୁଧବାର ଦିନ ପୂର୍ବାହ୍ନ ୧୧ଘ: ସମୟରେ ସ୍ଥାନ -ଉମରକୋଟ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସଂଘ ର ସାଧାରଣ ସଂପାଦକ ଶ୍ରୀ ଯୁକ୍ତ ପର୍ଶୁରାମ ନାୟକଯାଦବ ଙ୍କ ପରିଚାଳନାରେ ଜିଲ୍ଲା ମୋଟର ସାଇକେଲ ମେକାନିକ ସଂଘର ବାର୍ଷିକ ସମ୍ମିଳନୀ ର ଆୟୋଜନ କରାଯାଇଥିଲା ଏଥିରେ…

ନବରଙ୍ଗପୁରର ୧୪୫ ଜଣ ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା

ନବରଙ୍ଗପୁର: ନବରଙ୍ଗପୁର ଜିଲାର ୧୪୫ ଜଣ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ରେ ବାହାରିଛନ୍ତି ।ବରିଷ୍ଠ ନାଗରିକ ମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ଏହି ସ୍ଵତନ୍ତ୍ର ଯୋଜନାରେ ତୀର୍ଥ ଯାତ୍ରା ପାଇଁ ଜିଲାର ୧୮୬ ଜଣ ଆବେଦନ କରିଥିଲେ ହେଲେ ସମସ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କ ମଧ୍ୟରୁ…

କେବିସି ଜୁନିଅରରେ ଅଂଶ ଗ୍ରହଣ କରି ୧୩ ଲକ୍ଷ ୪୦ ହଜାର ଟଙ୍କା ଜିତିଲେ ଉମରକୋଟର ଶାଶ୍ଵତ ପଟ୍ଟନାୟକ

ନବରଙ୍ଗପୁର:  ସମଗ୍ର ନବରଙ୍ଗପୁର ଜିଲା ପାଇଁ ଥିଲା ଆଜି ପ୍ରଥମ ଘଟଣ। ଓ  ଐତିହ।ସିକ ଦିନ। ସମଗ୍ର ନବରଙ୍ଗପୁର ଜିଲା ପାଇଁ ଆଜି ଗୌରବ ଆଣିଛନ୍ତି ଉମରକୋଟର ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ର ଶାଶ୍ଵତ ପଟ୍ଟନାୟକ। ସେ ଭାରତ ବର୍ଷର ସବୁଠୁ ଲୋକ ପ୍ରିୟ ଜାତିୟ ସ୍ତରର ଟିଭି ସୋ…

ଛତୁ ତରକାରୀ ଖାଇ ଗୋଟିଏ ପରିବାର ୭ ଜଣ ଗୁରୁତର: ଡାକ୍ତରଖାନାରେ ଭର୍ତ୍ତି

ଉମରକୋଟ: ଶ୍ରାବଣରେ ଛତୁକୁ ଶୁଖାଇକି ରଖି ଖାଇଥିବା ଗୋଟିଏ ପରିବାର ୭ ଜଣ ସଦସ୍ୟ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉମରକୋଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଅଭାବନୀୟ ଘଟଣା ଘଟିଛ ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନ ଅନ୍ତର୍ଗତ ଆଦିବାସୀ ପୂର୍ଲା ଗ୍ରାମରେ। ପୁର୍ଲା…

ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ଶବ ରଖି ଟାୟାର ଜାଳି ରାତିସାରା ରାସ୍ତାରୋକ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସନ୍ତୋଷପୁର ଗ୍ରାମ ଗେଟ ପାଖରେ ଗତକାଲି ସଂଧ୍ୟା ସମୟରେ ଏକ ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ ଧକ୍କାରେ ସେହି ଗ୍ରାମର ରତନ ମାଝୀ(୩୫)ନାମକ ଯୁବକ ଘଟଣାସ୍ଥଳରେ ମୃତ୍ୟୁବରଣ କରିଛନ୍ତି। ଏହାର ପ୍ରତିବାଦରେ କ୍ଷତିପୂରଣ ଦାବିରେ ଶବ ରଖି ଟାୟାର…

ଦଶାହ ଭୋଜି ଖାଇ ଝାଡାବାନ୍ତିରେ ୧୩ ଆକ୍ରାନ୍ତ

ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ସଦର ପଂଚାୟତ ଅନ୍ତର୍ଗତ ମଦଗୁଲୁମି ଗ୍ରାମରେ ଏକ ଦଶାହ ଭୋଜି ଖାଇ ୧୩ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବାର ଜଣାପଡିଛି | ସମସ୍ତ ଆକ୍ରାନ୍ତଙ୍କୁ ତେନ୍ତୁଳିଖୁଣ୍ଟି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି | ବର୍ତ୍ତମାନ ସମସ୍ତଙ୍କ…

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା- ବଦଳିଲେ ନବରଙ୍ଗପୁର ଅତିରିକ୍ତ ଏସପି

ନବରଙ୍ଗପୁର : ନବରଙ୍ଗପୁରର ବିବାଦୀୟ ଅତିରିକ୍ତ ଏସପି ଜୟକୃଷ୍ଣ ବେହେରା ଙ୍କର ବଦଳି ହୋଇଛି ।ଏସମ୍ପର୍କରେ ରେ ପୁଲିସ ମହାନିର୍ଦ୍ଦେଶକ ଏସ. କେ. ବଂଶଲ ଚିଠି ନମ୍ବର- ୨୧୮୧ ତା ୨୧.୯.୨୧ ରେ ଶ୍ରୀ ବେହେରା ଙ୍କୁ କଟକ ପୁଲିସ ମୁଖ୍ୟାଳୟରେ ଅତିରିକ୍ତ ଏସ ପି ( କମୁନିକେସନ) ଭାବେ ବଦଳି କରିଛନ୍ତି…

ତେନ୍ତଳିଖୁଣ୍ଟି ବ୍ଲକ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର।

ନବରଙ୍ଗପୁର : ତା ୧୯/୦୯ ତେନତୁଳିଖୁଣ୍ଟି ପ୍ଞ୍ଚାୟତ ସମିତି କାର୍ଯ୍ୟାଳୟର ସଭା ଗୃହରେ ବ୍ଲକ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୪୫ ଜଣଙ୍କର ଅଭିଯୋଗ ପତ୍ର ପଞ୍ଜିକୃତ ହୋଇଥିଲା, ସେଥି ମଧ୍ୟରୁ ୦୯ ଗୋଟି ଗୋଷ୍ଠୀ ଗତ ହୋଇଥିବା…

ନଂବରଙ୍ଗପୁର ଜିଲା ସଂସ୍କୃତିବିଭାଗ ଓ ଜିଲ୍ଲାକଳା ସଂସ୍କୃତି ତରଫରୁ ”ନୂଆଖାଈ ଭେଟଘାଟ”

 ନଂବରଙ୍ଗପୁର : ତା ୦୩/୮ ରିଖ ସନିବାର ଦିବା ୧୨ଘ:ସୋମୟରେ ନଂବରଙ୍ଗପୁର ନୂଆବନ୍ଦସାହି ,ସାଈକଲ୍ୟାଣ ମନ୍ ଡୋପ ଠାରେ ଜିଲ୍ଲା ସଂସ୍କୃତି ସଂଘ ଓ ଜିଲ୍ଲା ସଂସ୍କୃତିକ ବିଭାଗର ଚେରମେନ୍ ତଥା ଜିଲାପାଳଙ୍କ ସଭାପତିତ୍ତରେ ଜିଲ୍ଲାସ୍ଥରିୟ ''କୃଷିଭିତିକ ନୂଆଖାଈ ପର୍ବର ,,ନୂଆଖାଈଭେଟଘାଟର ,,ଆୟଜନ…