Browsing Category

କଟକ

ଗହଣା ନ ଦେଇ ପାରିବାରୁ ରଫାଦଫା ପାଇଁ ଟଙ୍କା ଦେଲେ ଜେଲ ଅଧୀକ୍ଷକ।

 କଟକ : ପୁଣି ଚର୍ଚ୍ଚାରେ କଟକ ଚୌଦ୍ବାର ଜେଲ , ସୁନା ହଜାଇଲେ ଟଙ୍କା ଦେଲେ।ମହିଳା କଏଦୀଙ୍କ ସୁନାଗହଣା ନ ମିଳିବାରୁ ଅଡୁଆରେ ଜେଲ ଅଧୀକ୍ଷକ। ଗହଣା ନ ଦେଇ ପାରିବାରୁ ରଫାଦଫା ପାଇଁ ଟଙ୍କା ଦେଲେ ଜେଲ ଅଧୀକ୍ଷକ। ମାମଲା ପ୍ରତ୍ୟାହାର ପାଇଁ ଲିଖିତ ଭାବେ ଥାନାରେ ଜଣାଇଥିଲେ ମହିଳା ଜଣକ।…

ପ୍ରଖ୍ୟାତ କଣ୍ଠଶିଳ୍ପୀ ଗୀତାଙ୍କୁ ଅନ୍ତିମ ବିଦାୟ

କଟକ : ଘରେ ଘରେ ପରିଚିତ ‘ଫୁର୍‌‌ରୁକିନା ଉଡ଼ିଗଲା ବଣି’ ଗୀତର ଗୀତା ଆଉ ନାହାନ୍ତି। ତାଙ୍କ ଜୀବନପକ୍ଷୀ ଉଡ଼ିଯାଇଛି ଆରପାରିକୁ। ସ୍କୁଲପାଠ ସମୟରୁ ସିନେମାରେ ନାୟିକାଙ୍କ ପାଇଁ ସିଏ ଗୀତ ଗାଇଥିଲେ, ଜୀବନକାଳ ମଧ୍ୟରେ ପାଞ୍ଚ ହଜାରରୁ ଅଧିକ ଗୀତ ଗାଇଛନ୍ତି। ଆକାଶବାଣୀର ‘ଟପ୍‌‌ଗ୍ରେଡ୍‌‌’…

ଜିଲ୍ଲାପାଳଙ୍କୁ ସ୍ଵାଧୀକାର ଭଙ୍ଗ ନୋଟିସ୍‌

କଟକ : ବଢିଲା କଟକ ଜିଲ୍ଲାପାଳଙ୍କ ଅଡୁଆ। କଟକ ଜିଲାପାଳ ଦତ୍ତାତ୍ରେୟ ଭାଓସାହେବ ସିନ୍ଧେଙ୍କୁ ରାଜ୍ୟସଭା ସଚିବାଳୟ ନିର୍ଦ୍ଦେଶକଙ୍କ ପକ୍ଷରୁ ନୋଟିସ୍‌ ଜାରି ହୋଇଛି। ଜାନୁଆରୀ ୨୩ ତାରିଖରେ କଟକ ନେତାଜୀ ଜୟନ୍ତୀ କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ ଆମନ୍ତ୍ରଣ…

ରାଜ୍ୟରେ ଖାଦ୍ୟ ସୁରକ୍ଷା ଓ ଜନସ୍ୱାସ୍ଥ୍ୟ ରକ୍ଷା କ୍ଷେତ୍ରରେ ଭିତ୍ତିଭୂମିର ଅଭାବକୁ ନେଇ ଓଡ଼ିଶା ହାଇକୋର୍ଟ ଗଭୀର…

କଟକ : ରାଜ୍ୟରେ ଖାଦ୍ୟ ସୁରକ୍ଷା ଓ ଜନସ୍ୱାସ୍ଥ୍ୟ ରକ୍ଷା କ୍ଷେତ୍ରରେ ଭିତ୍ତିଭୂମିର ଅଭାବକୁ ନେଇ ଓଡ଼ିଶା ହାଇକୋର୍ଟ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ୪.୭୦ କୋଟି ଜନସଂଖ୍ୟା ବିଶିଷ୍ଟ ଓଡ଼ିଶା ପାଇଁ ମାତ୍ର ଗୋଟିଏ ଖାଦ୍ୟ ପରୀକ୍ଷାଗାର (ଫୁଡ୍‌ ଟେଷ୍ଟିଂ ଲବୋରୋଟାରୀ) ରହିଥିବାରୁ ଅଦାଲତ…

୪ର୍ଥ ଜାତୀୟ ଅନୁବାଦକ ସମ୍ମିଳନୀ ଉତ୍ସବମୟ ପରିବେଶରେ ସଫଳତାର ସହିତ ଅନୁଷ୍ଠିତ।

କଟକ : ଭାରତର ସର୍ବବୃହତ୍ ଅନୁବାଦ ସାହିତ୍ୟକେନ୍ଦ୍ରିକ ସମ୍ମିଳନୀ ୪ର୍ଥ ଜାତୀୟ ଅନୁବାଦକ ସମ୍ମିଳନୀ ୩ ଫେବୃଆରୀରେ ଆନନ୍ଦ, ଉତ୍ସାହ ଓ ଦେଶବ୍ୟାପୀ ସଦସ୍ୟଙ୍କ ଅଂଶଗ୍ରହଣ ମଧ୍ୟରେ ସଫଳତାର ସହିତ ସମାପ୍ତ ହୋଇଛି। ଦୁଇ ଦିନିଆ ଏହି ସମ୍ମିଳନୀ ବହୁଭାଷୀୟତା, ଅନୁବାଦ ଅଧ୍ୟୟନ ଓ ସାହିତ୍ୟିକ ସହଯୋଗର…

ତୃତୀୟ ବିଳାସୁଣୀ ମହୋତ୍ସବ ମହାସମାରୋହରେ ଆୟୋଜିତ

କଟକ/ଭୁବନେଶ୍ୱର ତା୦୩.୦୨.ରିଖ କଟକ ଜିଲ୍ଲାର ନିଆଳି ବ୍ଲକ ଅନ୍ତର୍ଗତ ବିଳାସୁଣୀ ଗ୍ରାମରେ ତିନିଦିନିଆ ତୃତୀୟ ବିଳାସୁଣୀ ମହୋତ୍ସବ ମହା ସମାରୋହରେ ସମାପ୍ତ ହୋଇଯାଇଛି।ଏହି କ୍ରୀଡ଼ା ଓ ସାଂସ୍କୃତିକ ମହାକୁମ୍ଭରେ ପ୍ରାୟ ଦଶ ହଜାର ସ୍ଥାନୀୟ ବାସିନ୍ଦା ଯୋଗ ଦେଇଥିବା ଦେଖାଯାଇଥିଲା। ଗୋପବନ୍ଧୁ…

ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ ପାଇବେ ଭାରତୀୟ ଅନୁବାଦ ସାହିତ୍ୟ ସମ୍ମାନ ୨୦୨୬ ।

କଟକ (୩୧/୧) : ଆସନ୍ତା ଫେବୃଆରୀ ମାସ ୨ଓ ୩ ତାରିଖରେ ଓଡିଶା ସାହିତ୍ୟ ଏକାଡେମୀର ସହାୟତାରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଶ୍ରୀ ଶ୍ରୀ ସେଣ୍ଟର ଫର୍ ଟ୍ରାନସ୍ ଲେସନ ଆଣ୍ଡ୍ ଇଣ୍ଟରପ୍ରିଟିଙ୍ଗ ଷ୍ଟଡିଜ୍ ଏବଂ ଭାରତୀୟ ଅନୁବାଦ ସାହିତ୍ୟର ସମନ୍ୱୟରେ ପରିଚାଳିତ ୪ର୍ଥ ଜାତୀୟ ଅନୁବାଦକ ସମ୍ମିଳନୀ…

ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

କଟକ : ବାରବାଟୀରେ ଷ୍ଟାଡିୟମରେ ଆୟୋଜିତ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅଭିଭାଷଣ ରଖି କହିଛନ୍ତି ଯେ ଅଗଷ୍ଟ ୧୫, ୧୯୪୭ ମସିହାରେ ପରାଧୀନତାର ଜଞ୍ଜିରରୁ…