Sign in
Sign in
Recover your password.
A password will be e-mailed to you.
Browsing Category
କଟକ
କଟକ ମେଡିକାଲ ଅଗ୍ନିକାଣ୍ଡ ଘଟଣା : ଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି ରୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ…
କଟକ : ଏସ ସି ବି ମେଡିକାଲ ଟ୍ରମା କେଆର୍ ଆଇସିୟୁ ରେ ଘଟିଥିବା ଦୁଃଖଦ ଅଗ୍ନିକାଣ୍ଡ ଘଟଣା ସମ୍ପର୍କ ରେ ଜାଣି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ଏହି ଅଗ୍ନିକାଣ୍ଡ ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ…
ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଲେ ଓଡ଼ିଶା ହାଇକୋର୍ଟ। : ପ୍ରାପ୍ତବୟସ୍କ ଝିଅକୁ ବାପା-ମା’ଙ୍କ ପାଖେ ରହିବାକୁ ବାଧ୍ୟ…
ବି.ବି.ନିୟୁଜ : ପ୍ରାପ୍ତବୟସ୍କ ଝିଅକୁ ବାପା-ମା’ କିମ୍ବା ଶ୍ବଶୁର ଘରେ ରହିବାକୁ ବାଧ୍ୟ କରାଯାଇ ପାରିବ ନାହିଁ । ଏଭଳି କରିବାକୁ ଆଇନରେ କୌଣସି ବ୍ୟବସ୍ଥା ନାହିଁ । ଏକ ମାମଲାର ବିଚାର କରି ଏଭଳି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ଓଡ଼ିଶା ହାଇକୋର୍ଟ । ନିଜ ପରିବାର ଠାରୁ ଦୁରେଇ ରହୁଥିବା…
ଭିଜିଲାନ୍ସ ଜାଲରେ ତହସିଲଦାର
କଟକ : ଭିଜିଲାନ୍ସ ଜାଲରେ କଟକ ଜିଲ୍ଲା କଣ୍ଟାପଡ଼ା ତହସିଲ୍ଦାର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତହସିଲ୍ଦାର ପ୍ରସନ୍ନ ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢାଉ ଜାରି ରଖିଛି। କଟକ, ଭୁବନେଶ୍ୱର, ପୁରୀ ଓ କେନ୍ଦ୍ରାପଡ଼ା ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ ଚାଲିଛି। ଭୁବନେଶ୍ୱର…
ଆମ ପରିବେଶ ଆମ ଦାୟିତ୍ୱ ଶୀର୍ଷକ ସଚେତନତା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ।
କଟକ : ଦୂତୀ ଚାନ୍ଦ ସ୍ପୋର୍ଟ୍ସ ଫାଉଣ୍ଡେସନ ଅଫ ଇଣ୍ଡିଆ ଓ ଏଇ ତ ଜୀବନ ଫାଉଣ୍ଡେସନର ମିଳିତ ଉଦ୍ୟମରେ କଟକର ନେତାଜୀ ସୁଭାସ ଚନ୍ଦ୍ର ବୋଷଙ୍କ ଜନ୍ମପୀଠରୁ “ଆମ ପରିବେଶ ଆମ ଦାୟିତ୍ୱ” ଶୀର୍ଷକ ସଚେତନତାମୂଳକ କାର୍ଯ୍ୟକ୍ରମକୁ ଦୌଡ଼ ରାଣୀ ଦୂତୀ ଚାନ୍ଦ ପତାକା ଦେଖାଇ ଆରମ୍ବ କରିଛନ୍ତି।
ପରିବେଶ…
କଟକରେ ଭୂକମ୍ପର ଝଟକା
ଭୁବନେଶ୍ବର: ଭୂକମ୍ପରେ ଥରିଲା କଟକ । ଭୟରେ ଘରୁ ବାହାରକୁ ପଳାଇ ଆସିଲେ ଲୋକେ । ବର୍ତ୍ତମାନ ଯାଏଁ ଭୂକମ୍ପର ତିବ୍ରତା କେତେ ରହିଥିଲା । ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ସୂଚନା ଅନୁଯାୟୀ, ମଧ୍ୟାହ୍ନ ୧.୨୦ ମିନିଟ ସମୟରେ ଦେଶର କୋଲକାତା ଆଦି ଅନେକ ସ୍ଥାନରେ ଭୂକମ୍ପର ଝଟ୍କା…
ଶୈଳବାଳା କଲେଜ୍କୁ ବିଶ୍ଵବିଦ୍ୟାଳୟ ଦାବି, ରାସ୍ତାରେ ଛାତ୍ରୀ
ଭୁବନେଶ୍ଵର : ଗତକାଲି ରାଜ୍ୟ ବଜେଟରେ ରାଜ୍ୟର ୪ଟି ଜିଲ୍ଲାରେ ବିଶ୍ଵ ବିଦ୍ୟାଳୟ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। କିନ୍ତୁ ବର୍ତ୍ତମାନ୍ ପର୍ଯ୍ୟନ୍ତ ରାଜ୍ୟର ପ୍ରଥମ ମହିଳା ମହାବିଦ୍ୟାଳୟ କଟକର ଶୈଳବାଳା କଲେଜ୍କୁ ବିଶ୍ବବିଦ୍ୟାଳୟ ମାନ୍ୟତାରୁ ବଞ୍ଚିତ ରଖାଯାଇଛି । ଯାହାକୁ…
ବାରବାଟି ଷ୍ଟାଡିୟମରେ ଆଜିଠାରୁ ଟି-୨୦ ଏସିଆ ବଧିର କ୍ରିକେଟ କପ୍ ପ୍ରତିଯୋଗିତା
କଟକ : କଟକ ବାରବାଟି ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ଏସିଆ ବଧିର କ୍ରିକେଟ କପ୍ ପ୍ରତିଯୋଗିତା। ଭାରତ ସମେତ ଶ୍ରାଲଙ୍କା ଓ ନେପାଳକୁ ନେଇ ଏହି ପ୍ରତିଯୋଗୀତା ଅନୁଷ୍ଠିତ ହେବ। ସାମ୍ୱାଦିକ ସମ୍ମିଳନୀ କରି ଏନେଇ ଏସୀଆନ ଡିଫ୍ କ୍ରିକେଟ୍ ଆସୋସିଏସନ-ଏଡିସିଏ ପକ୍ଷରୁ ସୂଚନା…
ଗହଣା ନ ଦେଇ ପାରିବାରୁ ରଫାଦଫା ପାଇଁ ଟଙ୍କା ଦେଲେ ଜେଲ ଅଧୀକ୍ଷକ।
କଟକ : ପୁଣି ଚର୍ଚ୍ଚାରେ କଟକ ଚୌଦ୍ବାର ଜେଲ , ସୁନା ହଜାଇଲେ ଟଙ୍କା ଦେଲେ।ମହିଳା କଏଦୀଙ୍କ ସୁନାଗହଣା ନ ମିଳିବାରୁ ଅଡୁଆରେ ଜେଲ ଅଧୀକ୍ଷକ। ଗହଣା ନ ଦେଇ ପାରିବାରୁ ରଫାଦଫା ପାଇଁ ଟଙ୍କା ଦେଲେ ଜେଲ ଅଧୀକ୍ଷକ। ମାମଲା ପ୍ରତ୍ୟାହାର ପାଇଁ ଲିଖିତ ଭାବେ ଥାନାରେ ଜଣାଇଥିଲେ ମହିଳା ଜଣକ।…
ପ୍ରଖ୍ୟାତ କଣ୍ଠଶିଳ୍ପୀ ଗୀତାଙ୍କୁ ଅନ୍ତିମ ବିଦାୟ
କଟକ : ଘରେ ଘରେ ପରିଚିତ ‘ଫୁର୍ରୁକିନା ଉଡ଼ିଗଲା ବଣି’ ଗୀତର ଗୀତା ଆଉ ନାହାନ୍ତି। ତାଙ୍କ ଜୀବନପକ୍ଷୀ ଉଡ଼ିଯାଇଛି ଆରପାରିକୁ। ସ୍କୁଲପାଠ ସମୟରୁ ସିନେମାରେ ନାୟିକାଙ୍କ ପାଇଁ ସିଏ ଗୀତ ଗାଇଥିଲେ, ଜୀବନକାଳ ମଧ୍ୟରେ ପାଞ୍ଚ ହଜାରରୁ ଅଧିକ ଗୀତ ଗାଇଛନ୍ତି। ଆକାଶବାଣୀର ‘ଟପ୍ଗ୍ରେଡ୍’…
ଜିଲ୍ଲାପାଳଙ୍କୁ ସ୍ଵାଧୀକାର ଭଙ୍ଗ ନୋଟିସ୍
କଟକ : ବଢିଲା କଟକ ଜିଲ୍ଲାପାଳଙ୍କ ଅଡୁଆ। କଟକ ଜିଲାପାଳ ଦତ୍ତାତ୍ରେୟ ଭାଓସାହେବ ସିନ୍ଧେଙ୍କୁ ରାଜ୍ୟସଭା ସଚିବାଳୟ ନିର୍ଦ୍ଦେଶକଙ୍କ ପକ୍ଷରୁ ନୋଟିସ୍ ଜାରି ହୋଇଛି। ଜାନୁଆରୀ ୨୩ ତାରିଖରେ କଟକ ନେତାଜୀ ଜୟନ୍ତୀ କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ ଆମନ୍ତ୍ରଣ…