Sign in
Sign in
Recover your password.
A password will be e-mailed to you.
Browsing Category
ଭଦ୍ରକ
ଭଦ୍ରକ ଜିଲ୍ଲା ଗସ୍ତରେ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ
ଭୁବନେଶ୍ବର/ଭଦ୍ରକ/ଧାମରା/ଆରଡ଼ି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ଶୁକ୍ରବାର ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଧାମରା ବନ୍ଦର ଓ ପ୍ରସିଦ୍ଧ ଶୈବପୀଠ ଆରଡ଼ି ଧାମ ପରିଦର୍ଶନ କରି…
ମୁଖ୍ୟ ଶାସନ ସଚିବ ଏବଂ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବଙ୍କର ଭଦ୍ରଖ ଜିଲ୍ଲାଗସ୍ତ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଶ୍ରୀ ଭି.କେ.ପାଣ୍ଡିଆନ୍ ଆଜି ଭଦ୍ରଖ ଜିଲ୍ଲା ଅନ୍ତର୍ଗତ ଧାମରା ବନ୍ଦର ଏବଂ ଆରଡ଼ିଧାମ ପରିଦର୍ଶନ କରି ବିଭିନ୍ନ ପ୍ରକଳ୍ପର…
ବୁଲାଷଣ୍ଢକୁ ବଞ୍ଚାଇବା ପାଇଁ ଜନଶତାବ୍ଦୀ ଏକ୍ସପ୍ରେସ୍ ଟ୍ରେନ୍ ଦୁର୍ଘଟଣାର ସମୁଖୀନ ହୋଇଛି।
ଭଦ୍ରକ: ଟ୍ରେନ୍ ଲାଇନରେ ଯାଉଥିବା ଏକ ବୁଲାଷଣ୍ଢକୁ ବଞ୍ଚାଇବା ପାଇଁ ଜନଶତାବ୍ଦୀ ଏକ୍ସପ୍ରେସ୍ ଟ୍ରେନ୍ ଦୁର୍ଘଟଣାର ସମୁଖୀନ ହୋଇଛି। ଭଦ୍ରକ-ଚରମ୍ପା ୧୧୮ ନମ୍ବର ଲେବଲକ୍ରସିଂ ନିକଟରେ ଏକ ଷଣ୍ଢକୁ ଧକ୍କା ଦେଇ ହାୱଡା-ଭୁବନେଶ୍ବର ଜନଶତାଦ୍ଦୀ ଏକ୍ସପ୍ରେସ୍ ଟ୍ରେନ୍ ଲାଇନଚ୍ୟୁତ ହୋଇଛି।…
ଦଳିତ ଝିଅ କୁ ପ୍ରେମ ଜାଲରେ ଫସାଇ ପରେ ପ୍ରତାରଣା କରି ଛାଡ଼ିଦେଇଛନ୍ତି, ପ୍ରେମିକ ଦୀପକ
ଭଦ୍ରକ : ଏକ ଦଳିତ ବର୍ଗର ଝିଅକୁ ପ୍ରେମ ଜାଲରେ ଫସେଇ ଶାରିରୀକ ସମ୍ପର୍କ ରକ୍ଷି ବିବାହର ପ୍ରଲୋଭନ ଓ ପ୍ରତିଶୃତି ଦେଇ ପ୍ରତାରଣା କରିଥିବା ଜଣେ ଉଚ୍ଚ ଜାତିର ପୁଅ ଓ ତାଙ୍କ ପରିବାର ଲୋକଙ୍କ ନାମରେ ଧାମରା ମେରାଇନ ଥାନାରେ ଏକ ମାମଲା ୩ ମାସରୁ ଉର୍ଦ୍ଧ ହେଲାଣି । କିନ୍ତୁ ମୁଦାଲା ମାନଙ୍କୁ…
ଭଦ୍ରକରେ ସବୁ ସ୍କୁଲ ବନ୍ଦ, ବାଲେଶ୍ୱରକୁ ଆଲର୍ଟ ଜାରି
ଭୁବନେଶ୍ୱର: ଆଇଏମଡିର ସୂଚନା ଅନୁଯାୟୀ, ରାଜ୍ୟର ୪ଟି ଜିଲ୍ଲାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ରାତିରୁ କେନ୍ଦୁଝର, ମୟୁରଭଞ୍ଜ, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ବର୍ଷାକୁ ନେଇ ଭୟଭୀତ ନ ହୋଇ ପ୍ରଶାସନର…