Browsing Category

ବାଲେଶ୍ୱର

ବାଲେଶ୍ୱରରେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା

ବାଲେଶ୍ୱର : ବାଲେଶ୍ୱରରେ ଗୁରୁବାର ଏକ ବଡ ଘଟଣା ଘଟିଛି। ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅଡର ବଜାରରେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା ହୋଇଛି। ପ୍ରାୟ ୮ ରାଉଣ୍ଡ ଗୁଳି ଫୁଟାଇ ୨ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି। ଗୁଳି ଫୁଟିଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଏଥିରେ ବ୍ୟବସାୟୀଙ୍କୁ…

ନୀଳଗିରି ରଥଯାତ୍ରା ପାଇଁ ପ୍ରଶାସନର ପକ୍ଷରୁ ଆୟୋଜିତ ହେଲା ପ୍ରଥମ ପ୍ରସ୍ତୁତି ବୈଠକ : ଶୃଙ୍ଖଳା ଓ ଶ୍ରଦ୍ଧାଳୁ ସେବା…

ବାଲେଶ୍ୱର, ୨୩/୦୬(କୃଷ୍ଣ କୁମାର ମହାନ୍ତି): ଶ୍ରୀଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଜେ ନୀଳଗିରିଙ୍କ ପବିତ୍ର ରଥଯାତ୍ରାକୁ ଶାନ୍ତି ଓ ଶୃଙ୍ଖଳାର ସହ ସୁଚାରୁରୂପେ ସମ୍ପନ୍ନ କରିବା ଲକ୍ଷ୍ୟରେ ନୀଳଗିରି ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ପ୍ରଥମ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…

ଫକୀର ମୋହନ କଲେଜ ସମ୍ମୁଖରେ ଉଦଘାଟିତ ହେଲା ଯୁବ ବିଜେଡିର ହେଲ୍ପ ଡେସ୍କ : ୬ ଦିନ ଧରି ଯୁକ୍ତ ତିନି ନାମଲେଖାରେ ମିଳିବ…

ବାଲେଶ୍ଵର, ୨୩ ଜୁନ୍(କୃଷ୍ଣ କୁମାର ମହାନ୍ତି): ଯୁକ୍ତ ତିନି ପ୍ରଥମ ବର୍ଷ ନାମଲେଖା ପ୍ରକ୍ରିୟାରେ ନୂତନ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଅସୁବିଧା ଦୂର କରିବା ଲାଗି ବାଲେଶ୍ଵର ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଏକ ହେଲ୍ପ ଡେସ୍କ ସେବା ଆରମ୍ଭ ହୋଇଛି। ଫକୀର ମୋହନ ସ୍ୱୟଂଶାସିତ…

ମହିଁଶାଳୀ ମୁହାଁଣରେ ମୁନ୍ କମ୍ୟୁନିକେସନ ପକ୍ଷରୁ ପାଳିତ ହେଲା ଆନ୍ତର୍ଜାତୀୟ ନୀଳରକ୍ତ କଙ୍କଡା ଦିବସ

ବାଲେଶ୍ୱର, ୨୦ ଜୁନ(କୃଷ୍ଣ କୁମାର ମହାନ୍ତି)  : ସାମାଜିକ ସଂଗଠନ ‘ମୁନ୍ କମ୍ୟୁନିକେସନ’ ପକ୍ଷରୁ ମହିଁଶାଳୀ ମୁହାଁଣ ଠାରେ ଆନ୍ତର୍ଜାତୀୟ ନୀଳରକ୍ତ କଙ୍କଡା ଦିବସ ପାଳିତ ହୋଇଯାଇଛି। ସଂଗଠନର ସମ୍ପାଦକ ଅବନୀ କୁମାର ଜେନାଙ୍କ ନେତୃତ୍ୱରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ମୁହାଁଣ ଅଞ୍ଚଳର…

ମିଶନ ବାତ୍ସଲ୍ୟ ଅଧୀନରେ ନୀଳଗିରିରେ ଅନୁଷ୍ଠିତ ହେଲା ଅନାଥ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ଶିବିର

ବାଲେଶ୍ଵର, ୨୨ ଜୁନ(କୃଷ୍ଣ କୁମାର ମହାନ୍ତି): ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ (ଡିସିପିୟୁ), ବାଲେଶ୍ୱର ପକ୍ଷରୁ ମିଶନ ବାତ୍ସଲ୍ୟର ତତ୍ତ୍ୱାବଧାନରେ ନୀଳଗିରି ବ୍ଲକରେ ଏକ ଅନାଥ ସର୍ଭେ ଉତ୍ପାଦନ ଶିବିର-୨୦୨୬ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ନୀଳଗିରି ବ୍ଲକର…

ବାଲେଶ୍ୱର-ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଓ ଏଫ୍‌ଏମ୍‌ ଆଲୁମିନି ପକ୍ଷରୁ ଅନୁଷ୍ଠିତ ହେଲା ସ୍ୱାସ୍ଥ୍ୟ ଶିବିର

ବାଲେଶ୍ୱର, ୨୨ ଜୁନ[କୃଷ୍ଣ କୁମାର ମହାନ୍ତି : ଫକୀର ମୋହନ କଲେଜ ଆଲୁମିନି ଆସୋସିଏସନ ଏବଂ ବାଲେଶ୍ୱର-ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ମିଳିତ ଆନୁକୂଲ୍ୟରେ ରବିବାର ବିବିସିସି ବ୍ୟାଙ୍କର ସମ୍ମିଳନୀ କକ୍ଷରେ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ୫୦ରୁ ଅଧିକ…

ଇଗ୍ନୌ ପକ୍ଷରୁ ଆୟୋଜିତ ଲୋକକଳା କର୍ମଶାଳାରେ ବିଷୟ ବିଶେଷଜ୍ଞ ଭାବେ ପ୍ରଶିକ୍ଷଣ ଦେଲେ ବାଲେଶ୍ଵରର ଚିତ୍ରଶିଳ୍ପୀ…

ବାଲେଶ୍ୱର, ଜୁନ୍ ୨୨ (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ୱବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ତଥା ଚିତ୍ରଶିଳ୍ପୀ ନିତ୍ୟାନନ୍ଦ ସାହୁଙ୍କୁ ନୂଆଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ) ପକ୍ଷରୁ ଆୟୋଜିତ ଲୋକକଳା କର୍ମଶାଳାରେ ବିଷୟ ବିଶେଷଜ୍ଞ ଭାବେ…

ବାଲେଶ୍ୱରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହେଲା ଆନ୍ତର୍ଜାତୀୟ ଯୋଗ ଦିବସ : ବରିଷ୍ଠ ଯୋଗଗୁରୁ ଦେଲେ ଯୋଗ…

ବାଲେଶ୍ୱର, ୨୧/୬(କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲା ପ୍ରଶାସନ, କ୍ରୀଡ଼ା ଓ ଯୁବସେବା ବିଭାଗ, ଓଡ଼ିଶା ସରକାର ଏବଂ ଯୋଗ ମହୋତ୍ସବ ସମିତିର ସହଯୋଗରେ ଆଇ.ଟି.ଆଇ. ଛକ ସ୍ଥିତ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ - ୨୦୨୬ ସଫଳତାର ସହ ପାଳିତ ହୋଇଯାଇଛି। ଚଳିତ…

ବାଲେଶ୍ୱର ଆରପିଏଫ୍ ଷ୍ଟେସନ ପରିସରରୁ ଦୁଇ ନାବାଳକଙ୍କୁ ଉଦ୍ଧାର କରି ସମ୍ଭାବ୍ୟ ଶିଶୁ ଶ୍ରମିକ ଚାଲାଣ ରୋକିଲା

ବାଲେଶ୍ୱର, ୨୦ ଜୁନ (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ରେଳ ସୁରକ୍ଷା ବଳ (ଆରପିଏଫ୍) ତତ୍ପରତାର ସହ ଦୁଇ ଜଣ ନାବାଳକଙ୍କୁ ବାଲେଶ୍ୱର ରେଳ ଷ୍ଟେସନ ପରିସରରୁ ଉଦ୍ଧାର କରି ସମ୍ଭାବ୍ୟ ଶିଶୁ ଶ୍ରମିକ ଚାଲାଣକୁ ରୋକିବାରେ ସଫଳ ହୋଇଛି। ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧ଟା ୩୦ ମିନିଟ ସମୟରେ…

“କୌଣସି ଯୋଗ୍ୟ ମତଦାତା ବାଦ ପଡ଼ିବେ ନାହିଁ” : ରାଜ୍ୟସ୍ତରୀୟ ମତଦାତା ସଚେତନତା ପ୍ରତିଯୋଗିତା

ବାଲେଶ୍ୱର, ୨୦/୬(କୃଷ୍ଣ କୁମାର ମହାନ୍ତି): ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ୦୧ ଜୁଲାଇ ୨୦୨୬କୁ ଯୋଗ୍ୟତା ତାରିଖ ଭାବେ ଧାର୍ଯ୍ୟ କରି ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)-୨୦୨୬ କାର୍ଯ୍ୟକ୍ରମର ବ୍ୟାପକ ପ୍ରଚାର ଓ ମତଦାତା ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଓଡ଼ିଶାର…