Browsing Category

ରାଜନୀତି

ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ସୁନେତ୍ରା ପାୱାର

ମୁମ୍ବାଇ : ଆଜି ସନ୍ଧ୍ୟା ୫ ଟାରେ ସୁନେତ୍ରା ପାୱାର ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ସେ ଏହି ପଦବୀରେ ଥିବା ମହାରାଷ୍ଟ୍ରର ପ୍ରଥମ ମହିଳା ହେବେ। ଉପମୁଖ୍ୟମନ୍ତ୍ରୀ ହେବା ପରେ ସୁନେତ୍ରା ପାୱାର ରାଜ୍ୟ ସଭାରେ ତାଙ୍କ ସ୍ଥାନରେ କିଏ ରହିବେ ସେ ବିଷୟରେ ମଧ୍ୟ…

ମହମ୍ମଦ ମୋକିମ ଏବେ ନୂଆ ରାଜନୈତିକ ଦଳ ଗଠନ କରିବାକୁ ଯାଉଛନ୍ତି।

ଭୁବନେଶ୍ୱର  : ରାଜ୍ୟ ରାଜନୀତିରୁ ଆସିଛି ଏକ ବଡ଼ ଖବର। କଂଗ୍ରେସରୁ ବହିଷ୍କୃତ ହେବା ପରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବରିଷ୍ଠ ନେତା ମହମ୍ମଦ ମୋକିମ ଏବେ ନୂଆ ରାଜନୈତିକ ଦଳ ଗଠନ କରିବାକୁ ଯାଉଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ମୋକିମଙ୍କ ଏହି ନୂଆ ଦଳର ନାମ ‘ଓଡ଼ିଶା ଜନତା…

୨ରୁ ୧୭ ପର୍ଯ୍ୟନ୍ତ ବିଜେଡି ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ।

ଭୁବନେଶ୍ବର: ରାଜ୍ୟରେ ଚାଷୀ ସମସ୍ୟା ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତି ପ୍ରସଙ୍ଗରେ ବିଜେଡି ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ। ଆସନ୍ତା ୨ରୁ ବିଜେଡି ରାସ୍ତାକୁ ଓହ୍ଲାଇବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି। ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଦେବୀ…

ତେଜସ୍ୱୀ ଯାଦବ ଆରଜେଡିର କାର୍ଯ୍ୟକାରୀ ସଭାପତି

ପାଟନା : ବିହାର ବିଧାନସଭା ନିର୍ବାଚନରେ ପରାଜୟ ପରେ ରାଷ୍ଟ୍ରୀୟ ଜନତା ଦଳ ଏକ ବଡ ନିଷ୍ପତ୍ତି ନେଇଛି ।ତେଜସ୍ୱୀ ଯାଦବଙ୍କୁ ଦଳର କାର୍ଯ୍ୟକାରୀ ସଭାପତି ନିଯୁକ୍ତ କରାଯାଇଛି। ପାଟନାରେ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି। ତେଜସ୍ୱୀ ଯାଦବଙ୍କ…

ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀ ଦେବ କଂଗ୍ରେସ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ଦେବ ପ୍ରାର୍ଥୀ । ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ସେ କହିଛନ୍ତି ନିର୍ବାଚନ ପାଇଁ ପ୍ରାର୍ଥୀ ଦେବ କଂଗ୍ରେସ। ହାର୍ ଜିତ୍ ପାଇଁ ଭୟ ନାହିଁ। କିନ୍ତୁ ଆମେ ପ୍ରାର୍ଥୀ ଦେବୁ। ଦଳ ବାହାରୁ ହେଉ କି ଭିତର, ଆମେ ପ୍ରାର୍ଥୀ…

ବିଜେପି ଜାତୀୟ ସଭାପତି ଭାବରେ ନିର୍ବାଚିତ ହେଲେ ନୀତିନ ନବୀନ

ନୂଆଦିଲ୍ଲୀ: ନୀତିନ ନବୀନ ଭାରତୀୟ ଜନତା ପାର୍ଟିର ଜାତୀୟ ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି। ବିଜେପିର ଜାତୀୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ନୀତିନ ନବୀନ ଜାତୀୟ ସଭାପତି ପଦ ପାଇଁ ପ୍ରସ୍ତାବିତ ଏକମାତ୍ର ପ୍ରାର୍ଥୀ ଥିଲେ। ମୋଟ ୩୭ ଟି ଆସନ ପାଇଁ…

ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଗତ ତିନି ମାସରେ ଦ୍ୱିତୀୟ ଥର ଓଡ଼ିଶା ଗସ୍ତ

ଭୁବନେଶ୍ୱର : ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଗତ ତିନି ମାସରେ ଦ୍ୱିତୀୟ ଥର ଓଡ଼ିଶା ଗସ୍ତ କରିଛନ୍ତି । ପୂର୍ବରୁ ଜଗନ୍ନାଥ ଦର୍ଶନ କରି ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରିଥିଲେ । ପୁଣି ନଭେମ୍ବରରେ ନୂଆପଡ଼ା ଉପନିର୍ବାଚନ ବେଳେ ଓଡ଼ିଶା ଗସ୍ତ କରି ସେ ଗଛ ଲଗାଇବା ଆରମ୍ଭ କଲେ…

ମିଡ୍‌ ଡେ’ ଅପରେସନ ବି ଫେଲ୍‌ ହୋଇଛି ବୋଲି ଗଣମାଧ୍ୟମରେ ବିସ୍ଫୋରକ ବୟାନ ଦେଇଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି…

ଭୁବନେଶ୍ୱର : ବିଜେଡି ବିରୋଧରେ ଚାଲିଥିଲା ମିଡ୍‌ ଡେ ଅପରେସନ । ଦଳକୁ ଦୁର୍ବଳ କରିବାକୁ ଏକ ବଡ ଷଡଯନ୍ତ୍ର କରାଯାଇଥିଲା । ଯାହାକୁ ଶକ୍ତ ଧକ୍କା ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମିଡ୍‌ ଡେ’ ଅପରେସନ ବି ଫେଲ୍‌ ହୋଇଛି ବୋଲି ଗଣମାଧ୍ୟମରେ ବିସ୍ଫୋରକ ବୟାନ ଦେଇଛନ୍ତି ବିଜେଡି…

ମାର୍ଚ୍ଚ ଶେଷ ସୁଦ୍ଧା ନୂଆ ରାଜନୈତିକ ଦଳ

କଟକ :  ଆଗାମୀ ମାର୍ଚ୍ଚ ଶେଷ ସୁଦ୍ଧା ନୂଆ ରାଜନୈତିକ ଦଳ ଗଠିତ ହେବ। ଏଇ ୧୨ ତାରିଖରେ ଏହାର ମୂଳଦୁଆ ପଡ଼ିବ। ଆଜି ଏନେଇ ସୂଚନା ଦେଇଛନ୍ତି କଂଗ୍ରେସରୁ ବହିଷ୍କୃତ ନେତା ମହମ୍ମଦ ମୋକିମ୍। ସେ ଆହୁରି କହିଛନ୍ତି, ଭୁବନେଶ୍ବରରେ ୧୨ ତାରିଖରେ ଯୁବ ସମାବେଶ ହେବ। ଏଥିରେ ଉପକୂଳ ଓଡ଼ିଶାର ବହୁ…

ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ଏନଡିଏ ସହିତ ମେଣ୍ଟ ଘୋଷଣା କଲା ପିଏମକେ

ନୂଆଦିଲ୍ଲୀ: ତାମିଲନାଡୁ ବିଧାନସଭା ନିର୍ବାଚନ ପାଖେଇ ଆସିବା ସହିତ ରାଜନୈତିକ ହଲଚଲ ବୃଦ୍ଧି ପାଇଛି। ପିଏମକେ ଏନଡିଏ ସହିତ ମେଣ୍ଟ ଘୋଷଣା କରିଛି। ଏହି ଘୋଷଣା ଶାସକ ଡିଏମକେର ଚିନ୍ତା ବଢାଇଛି। ପ୍ରକୃତରେ ଆଜି ସକାଳେ ପିଏମକେ ନେତା ଅମ୍ବୁମଣି ତାଙ୍କ ବାସଭବନରେ ପଲାନିସ୍ୱାମୀଙ୍କୁ ଭେଟିଥିଲେ।…