Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ରାଜଧାନୀରେ ଏଭଳି ବାଇକ୍ ଲୁଟ୍ପାଟ କରି ଆତଙ୍କ ଖେଳାଇଥିବା ୨ ପେସାଦାର ଲୁଟେରାଙ୍କୁ ଗିରଫ।
ଭୁବନେଶ୍ୱର : ପାର୍କିଂସ୍ଥଳକୁ ଟର୍ଗେଟ୍ କରୁଥିଲେ । ନକଲି ଚାବିରେ ଚୁଟ୍କୀରେ ବାଇକ୍ ଲୁଟି ନେଇ ଚମ୍ପଟ ମାରୁଥିଲେ । ରାଜଧାନୀରେ ଏଭଳି ବାଇକ୍ ଲୁଟ୍ପାଟ କରି ଆତଙ୍କ ଖେଳାଇଥିବା ୨ ପେସାଦାର ଲୁଟେରାଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୁଲିସ । ସେମାନେ ହେଲେ ଇନ୍ଫୋସିଟି ଥାନା ଶିଖରଚଣ୍ଡୀ…
ସାହିତ୍ୟ ଓ ବନ୍ଧୁତାର ଉତ୍ସବ “କାକର” ଅନୁଷ୍ଠିତ।
ଖୋର୍ଦ୍ଧା : ରିପୋର୍ଟ-ସନାତନ ମହାକୁଡ଼। ବୋଲଗଡ ବ୍ଲକ୍ ଅନ୍ତର୍ଗତ ଓଡିଶାର ଅନ୍ୟତମ ହିନ୍ଦୁ ମୁସଲମାନ ଭାଇଚାରାର ଗ୍ରାମ ମାଣିକାଗୋଡାରେ ପ୍ରତିଷ୍ଠିତ ମାଣିକ୍ୟ ସାହିତ୍ୟ ସଂସଦର ବାର୍ଷିକ ସାରସ୍ୱତ ଉତ୍ସବ "କାକର" ଶିକ୍ଷାବିତ୍ ପୁରେନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ଭୀମପଡ଼ାସ୍ଥ ଗିଭ୍…
Karlapada Football Tournament Ends: Baliguda Defeats Madhyapur, Becomes Champion
Bhawanipatn : Reported by Sanatan Mahakud. The first Marua Kumar and Rashmita Naik Memorial Football Tournament, which was being held since the 4th of this month under the auspices of Karlapada Football Club, ended on Sunday. The final…
ମଧ୍ୟାହ୍ନ ଭୋଜନ ଚାଉଳ ଚୋରୀ ଘଟଣା, ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ
ଚୌଦ୍ୱାର : ଆଠଗଡ଼ ବ୍ଲକ ଛଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଆଜି ସକାଳ ୮ଟା ସମୟରେ ଏକ ଦାମୀ କାରରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ରୀନା ଦେଇ କାର ଭିତରେ ଚାଉଳ ନେଇ ଯାଉଥିବାବେଳେ ଗ୍ରାମବାସୀଙ୍କ ହାବୁଡ଼ରେ ପଡିଥିଲେ l
କାର ଭିତରେ ଓ ଡିକି ମଧ୍ୟରେ ୮ବସ୍ତା ଚାଉଳ ଥିବା…
ସାମ୍ବାଦିକା ଶିଲା ପଟ୍ଟନାୟକଙ୍କ ସ୍ମୃତିଚାରଣ ସଭା ଆୟୋଜିତ
ଭୁବନେଶ୍ୱର : ମାଷ୍ଟର ଗିରିଜା ମେମୋରିଆଲ ରୋଡ୍ ସେଫ୍ଟି ଫାଉଣ୍ଡେସନ୍ ଟ୍ରଷ୍ଟ, ଚଣ୍ଡି ପ୍ରସାଦ ଫାଉଣ୍ଡେସନ ଟ୍ରଷ୍ଟ ଓ ଉତ୍କଳ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ (ଉସାକା)ର ମିଳିତ ସହଯୋଗ କ୍ରମେ ଦିବଂଗତ ସାମ୍ବାଦିକା ଶିଲା ପଟ୍ଟନାୟକଙ୍କ ସ୍ମୃତିଚାରଣ ହୋଇଛି । ରବିବାର ଉତ୍କଳ…
ଶ୍ରୀ ନୃସିଂହ ଚରଣ ଷଡ଼ଙ୍ଗୀଙ୍କୁ “ବ୍ୟାସକବି ଫକୀରମୋହନ ଓଡ଼ିଆ ଭାଷା ସମ୍ମାନ-୨୦୨୧” ପ୍ରଦାନ କରାଯିବ।
ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଶ୍ରୀ ନୃସିଂହ ଚରଣ ଷଡ଼ଙ୍ଗୀଙ୍କୁ “ବ୍ୟାସକବି ଫକୀରମୋହନ ଓଡ଼ିଆ ଭାଷା ସମ୍ମାନ-୨୦୨୧” ପ୍ରଦାନ କରାଯିବ। ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସାମଗ୍ରିକ ସାହିତ୍ୟ କୃତି,…
ପ୍ରଧାନମନ୍ତ୍ରୀ ମୋଦୀ-ଜର୍ମାନ ଚାନସେଲରଙ୍କ ଦ୍ୱୀପାକ୍ଷିକ ଆଲୋଚନା
ଭୁବନେଶ୍ଵର : ଗାନ୍ଧୀନଗରର ମହାତ୍ମା ମନ୍ଦିର କନଭେନସନ ସେଣ୍ଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜର୍ମାନ ଚାନସେଲର ଫ୍ରେଡ୍ରିଚ୍ ମର୍ଜ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ଆଲୋଚନା ପରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଭାରତ ଏବଂ ଜର୍ମାନୀ ଘନିଷ୍ଠ ସହଯୋଗୀ। ସେଥିପାଇଁ ଆଜି ଭାରତରେ…
ମହଙ୍ଗା ହୋଇଛି ସୁନା- ରୂପା ଦର ।
ନୂଆଦିଲ୍ଲୀ: ଯଦି ଆଜି ଆପଣ ସୁନା କିମ୍ବା ରୂପା କିଣିବାକୁ ଯୋଜନା କରିଛନ୍ତି ତେବେ ଆଜିର ଦର ଉପରେ ଟିକେ ନଜର ପକାନ୍ତୁ । କାରଣ ଆଜି ଉଭୟ ଦର ମହଙ୍ଗା ହୋଇଛି । ପ୍ରାରମ୍ଭିକ ହ୍ରାସ ପରେ ଆଜି ପୁଣି ବଢିଛି ସୁନା ଓ ରୂପା ଦାମ୍ । ସୁନା ଗତ ସପ୍ତାହରେ ସାମାନ୍ୟ କମିଥିବା ବେଳେ ଏବେ ପୁଣି ନୂଆ…
ଲୋକସେବା ଭବନ ଭିତ୍ତିପ୍ରସ୍ତର ସ୍ଥାପନ ।
ଭୁବନେଶ୍ଵର: ନୂଆ ଲୋକସେବା ଭବନ ନିର୍ମାଣ ପାଇଁ ପଡିଲା ଭିତ୍ତିପ୍ରସ୍ତର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଗୋଟିଏ ସ୍ଥାନରେ ରହିବ ଲୋକସେବା ଭବନ ଏବଂ ନୂଆ ବିଧାନସଭା । ସରକାର ଏଥିଲାଗି ୩ ହଜାର ୬୨୩ କୋଟି ଟଙ୍କା ଖର୍ଚ୍ଚ କରିବେ । ୭୧.୧୩ ଏକର ଜମିରେ ନୂଆ…
ସଫେଇ କର୍ମଚାରୀଙ୍କୁ ଶୀତ ବସ୍ତ୍ର ପ୍ରଦାନ ।
ବ୍ରହ୍ମପୁର : ସାନ ଓ ନୀଳ ଫାଉଣ୍ଡେସନ ତରଫରୁ ସ୍ଥାନୀୟ ରାଉତପେଣ୍ଠା ସାହି ସ୍ଥିତ ଶ୍ରୀ ରଘୁନାଥ ମନ୍ଦିର କଲ୍ୟାଣ ମଣ୍ଡପରେ ସମସ୍ତ ସଫେଇ କର୍ମଚାରୀଙ୍କୁ ଓ ଅନ୍ୟ ନିରୀହ ଲୋକଙ୍କୁ ଶୀତ ବସ୍ତ୍ର ବଣ୍ଟନ କରାଯାଇଛି। ସାନ ଓ ନୀଳ ଫାଉଣ୍ଡେସନର ଅଧ୍ୟକ୍ଷ ପି. ଧର୍ମା ରାଓ, ଉପ ସଭାପତି ଏସ.ଚିଟ୍ଟୀ…